Monthly Archives

March 2025

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ବୁଧବାର ବାର୍ଷିକ ଉତ୍ସବ - ୨୦୨୫ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗରୁଡଧ୍ଵଜ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ
Read More...

ବିଜେଡି ଛାଡି ବିଜେପି ସାମିଲ ହେଲେ ମୁକେଶ

ସଇଁତଲା, (କେପିଏନ୍‌ଏସ୍‌) : ମୁକେଶ ଜୈନଙ୍କ ଘରବାହୁଡ଼ା । ବିଜେଡି ଛାଡି ବିଜେପିରେ ସାମିଲ ହେଲେ ମୁକେଶ । ଚଳିତ ବର୍ଷ ନିର୍ବାଚନରେ ବିଜେପିରୁ ଟିକଟ ନ ମିଳିବାରୁ ବିଜେପି ଛାଡି ବିଜେଡ଼ିରେ ସାମିଲ ହୋଇଥିଲେ । ହେଲେ ବିଜେଡ଼ିର କାର୍ୟ୍ୟକଲାପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଜେଡ଼ି ଛାଡି
Read More...

ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଥିଲେ କେଦାର, ଦୀର୍ଘ ୧୮ବର୍ଷ ପରେ ଫେରିଲେ ଗାଁକୁ

ଖଲ୍ଲିକୋଟ : ଦାଦନ ଖଟିବାକୁ ଯାଇ ଗାଁକୁ ଫେରୁଥିଲେ, ହେଲେ ବାଟରେ ନିଖୋଜ ହୋଇଗଲେ । ୧୮ ବର୍ଷ ପରେ ଫେରିଲେ ଗାଁକୁ । ଏହା କୌଣସି ସିନେମାର କାହାଣୀ ନୁହେଁ । ଏ ହେଉଛି ଜଣେ ଦାଦନ ଶ୍ରମିକଙ୍କ ବାସ୍ତବ କଥା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ବାରସର ଗାଁରେ ।
Read More...

ଟ୍ରାକ୍ଟର ଚାପାରେ ମହିଳାଙ୍କ ମୃତ୍ୟୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଟ୍ରାକ୍ଟର ଚାପାରେ ମହିଳା ମୃତ । ଲୋଇସିଂହା ଥାନା ଅନ୍ତର୍ଗତ କରକଚିଆ ନିକଟସ୍ଥ ମନସାପାଲି ଗାଁରେ ଟ୍ରାକ୍ଟର ଚାପାରେ ମହିଳାଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତା ମହିଳା ଜଣକ ହେଲେ ମନସାପାଲି ଗାଁର କଲ୍ୟାଣୀ ଦୀପ । ସୂଚନା ଯୋଗ୍ୟ ଯେ,
Read More...

ଅଚିହ୍ନା ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ଥାନା ଅନ୍ତର୍ଗତ କେନ୍ଦବାହାଲ ଗ୍ରାମରେ ମିକିଥିବା ଅଚିହ୍ନ ବୃଦ୍ଧାଙ୍କ ମୃତ ଶରୀର ଆଜି ୯୬ ଘଣ୍ଟା ପରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଦ୍ୱାରା ସ୍ଥାନୀୟ ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ଶବସତ୍କାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ
Read More...

ମାଁ ମାହେଶ୍ୱରୀ ସେନା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରିକ୍ଷା ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଠାରେ ମାଁ ମାହେଶ୍ୱରୀ ସେନା ଓ ମୁରଲିକ୍ରୀଷ୍ଣା ଫାଉଣ୍ଡେସନ କ୍ରୀଷ୍ଣା ବିକାଶ ହସ୍ପିଟାଲ, ବରଗଡର ମିଳିତ ଆନୁକୁଲ୍ୟରେ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ସ୍ୱାସ୍ଥ୍ୟ
Read More...

ସୂଚନା ଅଧିକାର ଆଇନ ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସନିକ ଢାଞ୍ଚାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ଦୃଢ କରିବା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକଦିବସୀୟ ସୂଚନା ଅଧିକାର ଆଇନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସୂଚନା ଅଧିକାର ଆଇନ (ଆର୍‌.ଟି.ଆଇ)
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଏକଦିବସୀୟ ଜାତୀୟ କର୍ମଶାଳା

ରାଉରକେଲା : (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ " ମେଥୋଡୋଲୋଜି ମେଡ୍ ଇଜି: ଏ ବିଗନର୍ସ ଗାଇଡ୍" ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ପଥପଦର୍ଶକ ଭାବେ ପଦ୍ଧତି ବିଦ୍ୟା ସରଳୀକରଣ କରିଥାଏ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
Read More...

୨ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର : ରାସ୍ତା ଉପରେ ଦୁଇ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ । ୨ ଭାଇ ବାଇକରେ ଯାଉଥିବା ବେଳେ ପଛ ପଟୁ ଆସି ଆକ୍ରମଣ କଲେ ଦୁର୍ବୃତ୍ତ । ଏକ ବାଇକରେ ଆସି ଆକ୍ରମଣ କରି ୨ ଦୁର୍ବୃତ୍ତ ଫେରାର । ୨ ଦୁର୍ବୃତ୍ତ ମୁହଁରେ ମଙ୍କି କ୍ୟାପ୍ ପିନ୍ଧି ଆସିଥିଲେ । ବଡଗଡ ଥାନା ଅଞ୍ଚଳରେ ଘଟିଛି ଘଟଣା ।
Read More...

କ୍ରୁ-୯ ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

● ଅଧ୍ୟବସାୟର ବାସ୍ତବ ଅର୍ଥ କ’ଣ ତାହା ସୁନୀତା ୱିଲିୟମ୍ସ ଏବଂ କ୍ରୁ-୯ ମହାକାଶଚାରୀମାନେ ଆମକୁ ପ୍ରମାଣିତ କରି ଦେଖାଇଛନ୍ତି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସମେତ କ୍ରୁ-୯
Read More...