Monthly Archives

March 2025

ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହରର ପ୍ରାଇଭେଟ୍ ସ୍କୁଲକୁ ଦେଲେ ସୋ କଜ୍‌ ନୋଟିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରାଇଭେଟ୍ ସ୍କୁଲରେ ନିଜେ ବହିଖାତା ବିକ୍ରି କରୁଥିବା ଜାଣି ଟିଟିଲାଗଡ଼ ବହି ଦୋକାନୀ ସଂଘ ପକ୍ଷରୁ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଳା ଶିକ୍ଷା ଅଧିକାରୀ, ଟିଟିଲାଗଡ଼ ବଣିକ ସଂଘ,
Read More...

ନୂଆଦିଲ୍ଲୀରେ ‘ଇଣ୍ଡିଆ ୨୦୪୭: ବିଲ୍ଡିଂ ଏ କ୍ଲାଇମେଟ୍- ରେଜିଲିଏଣ୍ଟ ଫ୍ୟୁଚର୍’ ଉପରେ ଆଲୋଚନାଚକ୍ର ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌ସିସି) ସହଯୋଗରେ ଲକ୍ଷ୍ମୀ ମିତ୍ତଲ ଆଣ୍ଡ ଫ୍ୟାମିଲି ସାଉଥ୍ ଏସିଆ ଇନଷ୍ଟିଚ୍ୟୁଟ୍ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସାଲାଟା ଇନଷ୍ଟିଚ୍ୟୁଟ୍ ଫର୍‌ କ୍ଲାଇମେଟ୍ ଆଣ୍ଡ
Read More...

ଓ୍ୱେଭ୍ସ ଓଟିଟି ଭାରତରେ ଡିଏଫ୍‌ବି- ପୋକଲ ସେମିଫାଇନାଲ ଓ ଗ୍ରାଣ୍ଡ ଫିନାଲେ ସିଧାପ୍ରସାରଣ କରି ପ୍ରଶଂସକଙ୍କୁ…

ଓ୍ୱେଭ୍ସ ଓଟିଟି ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଘୋଷଣା କରିଛିଡିଏଫ୍‌ବି-ପୋକଲ ଫାଇନାଲ୍ ଖେଳିବେ ଜର୍ମାନୀ ଗସ୍ତ ବିଜେତାଭାରତ-ଜର୍ମାନୀ ଫୁଟ୍ବଲ୍ ଭାଗିଦାରୀ ସୁଦୃଢ଼ଡିଏଫ୍‌ବି-ପ୍ରସାର ଭାରତୀ ଚୁକ୍ତି ଜର୍ମାନୀରେ ୨୦ ଜଣ ଯୁବ ଭାରତୀୟ ଫୁଟବଲ ଖେଳାଳିଙ୍କ
Read More...

ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ସଭାଗୃହ ଠାରେ ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ଆସନ୍ତା ୫ ବର୍ଷ ପାଇଁ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି । ନୂତନ ସଭାପତି ଅକ୍ଷୟ କୁମାର ରଣା, ସମ୍ପାଦକ ଅନିଲ ରଣା, ସହ-ସଂପାଦକ ଅନାଦି ରଣା, କୋଷାଧ୍ୟକ୍ଷ
Read More...

ଦାଦନ ଅରକ୍ଷିତ ପାଇଁ ଦଇବ ସାଜିବ କିଏ

ଜୟପାଟଣା, (ଶେଷ ଦେବ ବେହେରା) : ଚାଳିଶ ଡିଗ୍ରୀ ତାତିରେ ମଣିଷ ଠାରୁ ଆରମ୍ଭ କରି କୀଟ ପତଙ୍ଗ ପର୍ଯ୍ୟନ୍ତ ଅସ୍ତ ବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଏମିତି ବି ମଣିଷ ଅଛନ୍ତି ଯେଉଁ ମାନଙ୍କୁ ପରିସ୍ଥିତି ବାଧ୍ୟ କରିଛି ଖୋଲା ଛାତ ଉପରେ ପାଳ ଖଣ୍ଡିଏ ଢାଙ୍କି ଦିନ କଟିବାକୁ । ସେମାନଙ୍କ ପାଇଁ ସମସ୍ତ
Read More...

ଆମେ ଓଡିଆ’ର ‘ଆମ ସଂସ୍କୃତି ଓ ଆମ ପରମ୍ପରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମେ ଓଡିଆ ରାଉରକେଲା ଶାଖା ତରଫରୁ ବିଭିନ୍ନ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ୪ଟି ପର୍ଯ୍ୟାୟରେ ଆମ ସଂସ୍କୃତି ଓ ଆମ ପରମ୍ପରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ପଖାଳ ଦିବସ ପାଳନ ପରିପ୍ରେକ୍ଷୀରେ ଆମର ମହାନ ସଂସ୍କୃତି ଓ ପରମ୍ପରାକୁ
Read More...

ରାଉରକେଲା କଲେଜ ଦ୍ୱାରା ବିଶ୍ୱ ପଖାଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଖାଦ୍ୟ ପରମ୍ପରାର ଏକ ବୈଶ୍ୱିକ ରୂପ 'ବିଶ୍ୱ ପଖାଳ ଦିବସ' । ଆହା ଜୀବନ ଧନ ମୋ ପଖାଳ କଂସା' ଶୀର୍ଷକ ସହ ମହାସମାରୋହରେ ଏହି ଦିବସଟି ପାଳନ କରାଯାଇଛି । ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଭୃଷଙ୍ଗାପତ୍ର, ଦହି,
Read More...

ସୂଚନା ଅଧିକାର ଆଇନ-୨୦୦୫ ସମ୍ପର୍କୀତ ଜିଲ୍ଲା ସ୍ତରୀୟ କର୍ମଶାଳା-ତଥା ପ୍ରଶିକ୍ଷଣ ଶିବିର

ବାରିପଦା, (ଦେବସ୍ମିତ ଚୌଧୁରୀ) : ସୂଚନା ଅଧିକାର ଆଇନର ୨୦୦୫ର ଅଧିନିୟମର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ଵୟନ ଉଦ୍ଦେଶ୍ୟରେ ଆଜି ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା
Read More...

ମୁଖ୍ୟ କେନାଲରେ ବୁଡି ନାବାଳିକା ମୃତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସକାଳେ ଗାଧେଇବାକୁ ଯାଇ ଜଣେ ନାବାଳିକା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବୁଡି ମୃତ୍ୟୁ ବରଣ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଗୁଡାର ମହେନ୍ଦ୍ର
Read More...

ମୋଦୀଜୀଙ୍କ ପୂର୍ବ ଜନ୍ମ ଛତ୍ରପତି ଶିବାଜୀ : ପାର୍ଲାମେଣ୍ଟ ଓ ଦେଶରେ ଚର୍ଚ୍ଚା ଓ ବିବାଦ ପରେ, ସାମନାକୁ ଆସିଲେ ସନ୍ଥ…

ବରଗଡ, (ନିରୋଜ କୁମାର ପାଣୀ) : ଗତ ୨ ଦିନ ତଳେ ଲୋକସଭାରେ ରେଲୱେ ଖର୍ଚ୍ଚ ଦାବୀ ଉପରେ ହେଉଥିବା ଆଲୋଚନାରେ ଭାଗନେଇ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡ ଅଞ୍ଚଳର ଜଣେ ସାଧୁ ଗିରିଜା ଶଙ୍କର ଦାସଙ୍କ ତତ୍ୱକୁ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଜନ୍ମରେ
Read More...