Monthly Archives

March 2025

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ ସେଣ୍ଟର ଠାରେ ଦୁଇ ଦିନିଆ କୌଶଳ ମନ୍ଥନ କର୍ମଶାଳା

ଭାରତକୁ ନେଇ ସାରା ବିଶ୍ୱ ଆଶାବାଦୀ : ଜୟନ୍ତ ଚୌଧୁରୀ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଦୁଇ ଦିନିଆ କୌଶଳ ମନ୍ଥନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘‘ଆର୍ଥିକ ଅନ୍ତର୍ଭୂକ୍ତୀକରଣ, ବଜାର ସୁବିଧା ଏବଂ ଡିଜିଟାଲ ଦକ୍ଷତା ବୃଦ୍ଧି ଜରିଆରେ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନକ୍ସଲମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି : ଅମିତ…

ଛତିଶଗଡ଼ରେ ଦୁଇଟି ପୃଥକ ଅପରେସନରେ ସୁରକ୍ଷା ବାହିନୀ ୨୨ ଜଣ ନକ୍ସଲଙ୍କୁ ନିପାତ କରିଛିଆଜି ଆମର ଯବାନମାନେ 'ନକ୍ସଲ ମୁକ୍ତ ଭାରତ ଅଭିଯାନ "ଦିଗରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତିସମସ୍ତ ସୁବିଧା ପ୍ରଦାନ କରାଯିବା ସତ୍ତ୍ୱେ ଆତ୍ମସମର୍ପଣ କରୁନଥିବା ନକ୍ସଲମାନଙ୍କ ବିରୋଧରେ ମୋଦୀ ସରକାର
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୦ତମ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର, (ପିଆଇବି) : ଖେଳକୁଦ ଦ୍ଵାରା କେବଳ ଶାରୀରିକ ବିକାଶ ନୁହେଁ ବୌଦ୍ଧିକ ବିକାଶ ବି ସମ୍ଭବପର ହୋଇଥାଏ । ଖେଳାଳି ନିଜେ ଦେଖିଥିବା ସ୍ଵପ୍ନକୁ ସାକାର କରିବାପାଇଁ ତା’ର ସାମର୍ଥ୍ୟ ଉପଯୋଗ କରି ସଫଳତା ହାସଲ କରିଥାଏ ବୋଲି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ
Read More...

ଓଡ଼ିଶାର ମୁଖ୍ୟ ମହାଡାକପାଳ ଭାବେ ନିର୍ମଳଜିତ ସିଂ ନିଯୁକ୍ତ

ଭୁବନେଶ୍ୱର, (ପିଆଇବି) : ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ ନିର୍ମଳଜିତ ସିଂ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ସିଂଙ୍କର ଭାରତୀୟ ଡାକ ସେବା କ୍ଷେତ୍ରରେ ଜାଜ୍ଜୁଲ୍ୟମାନ କ୍ୟାରିଅର ରହିଛି । ସେ ଓଡ଼ିଶା ଡାକ ପରିମଣ୍ଡଳରେ ଅଭିନବ
Read More...

ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ୍, ୬ ରୁ ୧୦ ପାଠପଢା

ଭୁବନେଶ୍ୱର : ସାରା ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ । ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ତାରିଖ ଓ ସମୟରେ ପରିବର୍ତ୍ତନ କରାଯାଇଛି । ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ସ୍କୁଲ ଖୋଲି
Read More...

ଦେଓଗାଁ ଡିଗ୍ରୀ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ୮ ଦିନ ଧରି ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ଯୋଗଦେଇ ଛାତ୍ରୀମାନେ ନିଜ ଶାରୀରିକ ବିକାଶ ପ୍ରତି ଧ୍ୟାନ ଦେଇ ସମାଜରେ ଦେଖା
Read More...

ଗରିମା ପରିବାରର ପଖାଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ତରଫରୁ ବିଶ୍ୱ ପଖାଳ ଦିବସ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଶଙ୍କର ଜେନାଙ୍କ ଆବାହକତ୍ୱ, ସଭାପତି ମମତା ନାଏକଙ୍କ ସଭାପତିତ୍ୱ, କାର୍ଯ୍ୟକ୍ରମର ମୁଖ୍ୟ ସୁମିତା ପଟ୍ଟନାୟକ ତଥା ମୋନାଲିସା ସାହୁଙ୍କ
Read More...

ଆର୍ଟିକା ନେଲା ସ୍କୁଟି ଆରୋହୀଂକ ଜୀବନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଛକ ଠାରେ ବଲାଙ୍ଗିର ପଟୁ ଆସୁଥିବା ଏକ ଆର୍ଟିକା ଗାଡ଼ି ଧକ୍କାରେ ଜଡାମୁଣ୍ଡାର ଜଣଙ୍କର ଜୀବନ ଯାଇଛି । ମୃତକ ଜଣକ ସୁଦାମ ସୁନ୍ଦର ବ୍ରାଇଟ(୭୦) ବୋଲି ଜଣାପଡ଼ିଛି । ସୁଦାମ ନିଜର ସ୍କୁଟି ଧରି ୨୬ ନଂ ଜାତୀୟ ରାଜପଥ ରାସ୍ତାପାଖରେ ଛିଡ଼ା
Read More...

ଓମ ଭ୍ୟାଲି ସ୍କୁଲରେ ଛାତ୍ରଛାତ୍ରୀଙ୍କ କ୍ୟାରିଅର କାଉନସେଲିଂ କଲେ ଶିକ୍ଷାବିତ ଡ. ଅନିଲ ପତି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ପୂର୍ବେ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଶେଷ ହୋଇଛି । ଅଭିଭାବକ ଓ ବିଦ୍ୟାର୍ଥୀଙ୍କ ଚିନ୍ତା ଆଗକୁ କେଉଁ ପାଠ ପଢିବେ ବା ପଢ଼ାଇବେ । ଦଶମ ବୋର୍ଡ ପରୀକ୍ଷା ପରେ ଏହି ଚିନ୍ତା ସମସ୍ତ ଅଭିଭାବକଙ୍କ ମୂଳ ସମସ୍ୟା । ଏହାକୁ ଆଖି ଆଗରେ ରଖି
Read More...

ଟାୱାର ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ କଅସର ଗାଁରେ ଘଟଛି ଏକ ଅଭାବନୀୟ ଘଟଣା । ୧୦୦ ଫୁଟ ଟାୱାର ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସୂଚନା ଯୋଗ୍ୟ ଯେ, କଅସର ଗାଁର କୁଞ୍ଜ ରଣା ମଦ ପିଇ ୧୦୦ ଫୁଟ୍‌ର ଟାୱାର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଏହା ଦେଖି ସ୍ଥାନୀୟ
Read More...