Monthly Archives

March 2025

ହରିରାଜପୁର ପଞ୍ଚୁଦୋଳ ମେଳଣ ମହୋତ୍ସଵରେ ରାଜ୍ୟସ୍ତରୀୟ କବିତା ଆସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ହରିରାଜପୁର ପଞ୍ଚୁଦୋଳ ମେଳଣ ମହୋତ୍ସବ ପିତାପାଣିଆ ମଂଚରେ ପଶ୍ଚିମାଶମ୍ଭୁ ଯୁବ ସଂଗଠନ ଓ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ବିଶ୍ୱ କବିତା ଦିବସରେ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବ ସହ ରାଜସ୍ତରୀୟ ଆଧ୍ୟାତ୍ମିକ କବିତା ଆସର ଶୁକ୍ରବାର
Read More...

ବେହେରାପାଲିରେ ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କପାଇଁ ବେହରାପାଲି କମ୍ୟୁନିଟି ସେଣ୍ଟର ଠାରେ ଏକ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ
Read More...

ନିଯୁକ୍ତି ମେଳାରେ ୨୯୭୬ ଜଣ ଯୁବକ ଯୁବତୀଙ୍କୁ : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ଜିଲ୍ଲା ସଦର ମହକୁମାସ୍ଥ ଛତ୍ରପୁର ଷ୍ଟାଡିୟମ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାଟିକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉଦଘାଟନ କରି ଚୟନ ହୋଇଥିବା କେତେକ ଯୁବକ
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ୱକବିତା ଦିବସ ପାଳିତ

କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସ୍ତୁତିରେ ସମର୍ପିତ ହେଲା କାର୍ଯ୍ୟକ୍ରମ ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଂସଦର ନବନିର୍ବାଚିତ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ
Read More...

ଆଦର୍ଶ ପାଠାଗାର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ଅଧ୍ୟକ୍ଷତା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜମଲାରେ ଶୋକ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ବିଶ୍ୱଜିତ ଟପ୍ନୋଙ୍କ ବିୟୋଗର ଦଶମ ଦିନ ତଥା ଦଶାହ କାର୍ଯ୍ୟ ଦିବସରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଅଧକ୍ଷ୍ୟତାରେ ଶୋକ ଦିବସ ପାଳିତ ହୋଇଯାଇଛି
Read More...

ଭୁବନେଶ୍ଵର ପିଏମ୍‌ଜି ଛକରେ ମିଳିତ ଗୋସୁରକ୍ଷା ସମାବେଶ

ଭୁବନେଶ୍ଵର : ପ୍ରତିଦିନ ଓଡିଶାରେ ହେଉଥିବା ଗୋହତ୍ୟା ଓ ଗୋଚାଲାଣ ପ୍ରତିବାଦରେ ଗର୍ଜିଲେ ଗୋସୁରକ୍ଷା ଦିଗରେ କାର୍ଯ୍ୟକରୁଥିବା ବହୁ ସଂଗଠନ ଓ ବ୍ୟକ୍ତିବିଶେଷ । ରାଜ୍ୟରେ ଗୋ-ହତ୍ୟା ବନ୍ଦ କରିବା ଓ ବିଧାନସଭାରେ ଆଗତ ଓଡ଼ିଶା ଗୋ-ହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲ୍ ୨୦୨୪କୁ ତୁରନ୍ତ‌ ପାରିତ
Read More...

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଲୋକପ୍ରିୟ ଗଣିତ ଶିକ୍ଷକ ଜିତେନ୍ଦ୍ରିୟ ଦେଵତାଙ୍କ ଗତ କାଲି ଶୁକ୍ରବାର ରାତ୍ର ୩ ଟା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଜଣେ ମିଷ୍ଟ
Read More...

କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଉଦ୍‌ଯାପିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଛାତ୍ରୀର ଆତ୍ମସୁରକ୍ଷା ହିଁ ଛାତ୍ରୀର ଜୀବନ ରକ୍ଷା । ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଟାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଇତିମଧ୍ୟରେ ମହାସମାରୋହରେ ଉଦ୍‌ଯାପିତ
Read More...

୩ ଦିନିଆ ବସନ୍ତ ସନ୍ଧ୍ୟା ମହୋତ୍ସବକୁ ଆଜି ଉଦଘାଟିତ କରିବେ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ରୋଟାରୀ କ୍ଲବ ପରିସରରେ ଥିବା ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି, ବସନ୍ତ ସନ୍ଧ୍ୟା । ଭଞ୍ଜ ସାହିତ୍ୟ, ସଂସ୍କୃତି, ଭଞ୍ଜ କଳାର ବିକାଶକୁ ନେଇ ସାହିତ୍ୟ ଆସର, ପୁସ୍ତକ ଉନ୍ମୋଚନ ସାଂଗକୁ ପ୍ରତିଦିନ
Read More...