Monthly Archives

March 2025

ଘାଟି ତଳକୁ ଖସିଲା ଟ୍ରାକ୍ଟର : ୧ ମୃତ, ୪ ଗୁରୁତର

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାସ୍ତାରେ ହେଲା ଅଘଟଣ । ଘାଟି ତଳକୁ ଖସିଲା ଟ୍ରାକ୍ଟର । ଏପରି ଏକ ଲୋମ ଟାଙ୍କୁରା ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ବୁଡୁବାଲି ପଞ୍ଚାୟତ ପେନାକାଡୁ ଆଦିବାସୀ ଗ୍ରାମରେ । ସୂଚନାଯୋଗ୍ୟ ଯେ, ସକାଳ ପ୍ରାୟ ୧୦ଟାରେ ପେନାକାଡୁ ଗ୍ରାମକୁ
Read More...

ତିନିଦିନଆ ବସନ୍ତ ମହୋତ୍ସବ ‘ହେ ବସନ୍ତ’ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସଂସ୍କୃତି ବିକାଶ ପରିଷଦ ଏବଂ ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ସାହିତ୍ୟ, ସଂସ୍କୃତି, ସମନ୍ୱୟର ଅପୂର୍ବ ସମାରୋହ ତିନିଦିନଆ ବସନ୍ତ ମହୋତ୍ସବ "ହେ ବସନ୍ତ" ଉଦ୍‌ଘାଟିତ ହୋଇଯାଇଛି । ମହୋତ୍ସବର ପ୍ରଥମ ଦିବସରେ ଆୟୋଜିତ କବିସୂର୍ଯ୍ୟ ବଳଦେବ ରଥ
Read More...

ପାରିବାରିକ କଳହରୁ କାକା ଓ ଦୁଇ ପୁତୁରା ମଧ୍ୟରେ କଟୁରୀରେ ହଣାହଣି : ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଗ୍ରାମରେ ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ ନେଇ ଜଣେ ସମ୍ପର୍କୀୟ କାକା ଓ ତାଙ୍କ ଦୁଇ ପୁତୁରା ମଧ୍ୟରେ ଧାରୁଆ କଟୁରୀରେ ହଣାହଣି ହେବାରୁ ତିନିଜଣ ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା
Read More...

ତୀର୍ଥ ପୁଷ୍କରିଣୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ପୁରୀ : ପୁଷ୍କରିଣୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣକ ହେଲେ ବାଲେଶ୍ୱର ବସ୍ତା ଅଞ୍ଚଳର ଗୋବିନ୍ଦ ବିନ୍ଧାଣି । ମୃତ୍ୟୁର କାରଣ ଅସ୍ପଷ୍ଟ । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ପୁରୀର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା,
Read More...

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରାରେ ଆଦାନୀ ଫାଉଣ୍ଡେସନର ସହଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ରପର୍ବ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲାବେଳେ ଏଥିରେ ସହଯୋଗର ହାତ ବଢାଇଛି ଆଦାନୀ ଫାଉଣ୍ଡେସନ ।
Read More...

ବାଇକ୍‌ରେ ଆସି ସୁନା ଅଳଙ୍କାର ଝାମ୍ପିନେଲେ ୩ ଦୁର୍ବୃତ୍ତ

ଭୁବନେଶ୍ୱର : ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଲୁଟ୍‌ । ୨ ଜଣ ମହିଳାଙ୍କ ବେକରେ ଛୁରୀ ଲଗାଇ ଚେନ୍ ଓ ମଙ୍ଗଳସୁତ୍ର ଲୁଟି ନେଲେ ୩ ମୁଖା ପିନ୍ଧା ଦୁର୍ବୃତ୍ତ । ଲୁଟର ଶୀକାର ହୋଇଥିବା ମହିଳାମାନେ ହେଲେ ରାବଣା ଆମ୍ମା ଓ ହେମ କୁମାରୀ । କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ ଅଞ୍ଚଳରେ ଏଭଳି
Read More...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ସେମିନାର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗିର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସେମିନାର“RUPANTAR” Changing Classroom Practices for Vikshita Odisha ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୧୪ଟି ବ୍ଲକରୁ ୩୫ ଜଣ ଶିକ୍ଷକ,
Read More...

ଭୋକିଲା ବୋଲି ଖଣ୍ଡାରେ ହାଣି ପକାଇଲେ

ବ୍ରହ୍ମପୁର : ବର୍ବରତାର ସବୁ ସୀମା ଟପିଗଲା ମଣିଷ । ଆଗରୁ ମଣିଷକୁ ହାଣି ହତ୍ୟା କରୁଥିଲା, ଏବେ କୁକୁରକୁ ବି ହାଣିପକାଇଲା । ଶୁଣିବାକୁ ଆଶ୍ଚର୍ଯ୍ର ଲାଗୁଥିଲେ ବି ଘଟଣାଟି ସତ । ଏପରି ଘଟଣା କେଉଁ ବାହାର ରାଜ୍ୟ ଘଟିନାହିଁ । ଏହା ଆମେ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଛି ।
Read More...

କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ବନ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ରାଉତଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଗଛର
Read More...

ମାତୃଭୂମି ପାଇଁ ଗଣଦୌଡ଼

ଭଦ୍ରକ : ଭଦ୍ରକର ଐତିହାସିକ ଶ୍ରୀ ରାମ ନବମୀ । ଐତିହାସିକ ଶ୍ରୀ ରାମ ନବମୀ ପୂର୍ବରୁ ମାତୃଭୂମି ପାଇଁ ଆୟୋଜିତ ହୋଇଛି ଗଣଦୌଡ । ଶ୍ରୀରାମନବମୀ ମହାଯଜ୍ଞ ସମିତି ତରଫରୁ ଆୟୋଜିତ ଏହି ଗଣଦୌଡ଼ରେ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଠାରୁ ଆରମ୍ଭ କରି ବହୁ ରାଜନୈତିକ ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି
Read More...