Monthly Archives

March 2025

ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ମିଳୁ ନିଯୁକ୍ତି : ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ଆଜି ସଂସଦରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହି ଦାବି କରିଛନ୍ତି । ବରଗଡ଼ ଜିଲ୍ଲାରେ ଅନେକ ବେକାର ଯୁବକ ଯୁବତୀ ଅଛନ୍ତି । ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିଲେ ଅନେକ ଯୁବକ ଯୁବତୀ
Read More...

ଜଙ୍ଗଲରେ ଯୁବକଙ୍କୁ ନିର୍ମମ ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ବଡ଼ ଖବର । ଜଙ୍ଗଲରେ ଯୁବକଙ୍କୁ ନିର୍ମମ ହତ୍ୟା । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସଦର ଥାନା ଡ଼ୁମେରଝରନ ଗାଁ ନିକଟ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ଦେହରେ କ୍ଷତ ଚିହ୍ନ ଥିବା ବେଳେ ପୋଲିସର ପ୍ରାଥମିକ ତଦନ୍ତରୁ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ୩ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ହିର୍ଲି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ଭିତରକୁ ପଶି ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି । ଘଟଣାରେ ୩ଜଣ ଗୁରୁତର ହୋଇଥିବବେଳେ
Read More...

ପଦ୍ମ ଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଗତି ଉତ୍କଳ ସଂଘରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଏକ ଶୋକସଭା ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାର ପ୍ରାରମ୍ଭରେ ଡ.
Read More...

ଉତ୍କଳ କଳାକାର ଏକାଡେମୀର ବଦାନ୍ୟତା :୧୦ ବର୍ଷର ପୁଅର ଭବିଷ୍ୟତ ପାଇଁ ସହାୟତା ରାଶି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସବୁ କଳାକାର ଏକ ପରିବାର । କଳାକାର ବୁଝେ କଳାକାରର ଦୁଃଖ । ଯାଜପୁରର ଯାତ୍ରା ଅଭିନେତ୍ରୀ ପାୟଲ ପଣ୍ଡାଙ୍କ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁରେ ଉତ୍କଳ ଏକାଡେମୀର କଳାକାରମାନେ ମର୍ମାହତ । ଖବର ଅନୁସାରେ ପ୍ରତିଷ୍ଠାତା ସମ୍ପାଦକ କୈଳାସ ନାୟକ ଏବଂ ଉତ୍କଳ
Read More...

୩ ଦିନିଆ ବସନ୍ତ ମହୋତ୍ସବ “ହେ ବସନ୍ତ” ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂସ୍କୃତି ବିକାଶ ପରିଷଦ ଏଵଂ ଛତ୍ରପୁର ରୋଟାରୀ କ୍ଳବ ଆନୁକୂଲ୍ୟରେ ସାହିତ୍ୟ, ସଂସ୍କୃତି, ସମନ୍ୱୟର ଅପୂର୍ବ ସମାରୋହ ତିନିଦିନଆ ବସନ୍ତ ମହୋତ୍ସବ "ହେ ବସନ୍ତ" ଉଦଯାପିତ ହୋଇଯାଇଛି । କାଳ ବୈଶାଖୀର ଝଡ଼ ବର୍ଷା ସତ୍ତ୍ୱେ ବସନ୍ତ ମହୋତ୍ସବ ସୁରୁଖୁରେ
Read More...

ମାଡ଼ିଗଲା ହାଇୱା : ୩ ମୃତ

ଢେଙ୍କାନାଳ : ପିଚୁ ଗାଡ଼ି ଉପରେ ମାଡ଼ିଗଲା ହାଇୱା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଳା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ କାମାକ୍ଷାନଗର ପୂର୍ତ୍ତ ବିଭାଗ
Read More...

ବମ୍ଫର ଅଫର୍ ଦେଇ ଚୂନ ମାରୁଥିଲେ ମହିଳା : ଘରୁ ମିଳିଲା ପୁଳାପୁଳା ଟଙ୍କା

ପୁରୀ : ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ତିଳୋତ୍ତମା ପ୍ରଧାନ । ୫ ବର୍ଷ ହେବ ସେ ଲୋନ ନାଁରେ ଲୋକଙ୍କୁ ମାରୁଥିଲେ ଚୂନ । ଟଙ୍କା ଲୋଭ ଦେଖାଇ ନେଇଯାଉଥିଲେ ଟଙ୍କା । ଲୋନ୍ କରାଇଦେବି କହି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ । ୫ ହଜାର ଟଙ୍କା ଦେଲେ ୫୦ ହଜାର ଟଙ୍କା ଲୋନ୍‌
Read More...

ସ୍ୱରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ସ୍ୱରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁରୁ ପ୍ରଫୁଲ ମଙ୍ଗଳ ଅଧ୍ୟକ୍ଷତା କରିଥିଲେ । ସଭାପତି ସାଗରିକା ସାହାଣୀଙ୍କ ନେତୃତ୍ୱ ତଥା ସମ୍ପାଦିକା
Read More...

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି : ଶ୍ରୀ ନୀଳମାଧବ ମନ୍ଦିରରେ କଲେ ଦର୍ଶନ

ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ କଲେ ଅଂଶଗ୍ରହଣ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଛନ୍ତି । ସୋମବାର ଅପରାହ୍ନରେ ସେ ଛତିଶଗଡ଼ର ରାୟପୁରରୁ ଭୁବନେଶ୍ୱରରେ ପହଞ୍ଚିଥିଲେ । ରାଷ୍ଟ୍ରପତି ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ
Read More...