Monthly Archives

March 2025

କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପ୍ରମୁଖ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ଦ୍ୱାରା ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଳାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ଵନୟ ନେଇ ସମୀକ୍ଷା ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ଭାସ୍କର
Read More...

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ : ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ କଳା, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ କାନଭାସ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ସେକ୍ଟର ୧୩ ମେଲଣ ପଡ଼ିଆରେ ଆୟୋଜନ କରାଯାୁଛି । ଏସମ୍ପର୍କରେ ୧୩ ନମ୍ବର କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାନଭାସର
Read More...

ହୁରିୟତ ସହ ଜଡ଼ିତ ଦୁଇଟି ଗୋଷ୍ଠୀର ବିଚ୍ଛିନ୍ନତାବାଦ ପରିତ୍ୟାଗ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର…

ମୋଦୀ ସରକାର ଅଧୀନରେ ବିଚ୍ଛିନ୍ନତାବାଦ ଶେଷ ହେଉଛି ଏବଂ ସମଗ୍ର କାଶ୍ମୀରରେ ଏକତାର ବିଜୟ ପ୍ରତିଧ୍ୱନିତ ହେଉଛି ନୂଆଦିଲ୍‌ଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ମିତ ନୂତନ ଭାରତ ଉପରେ ବିଶ୍ୱାସ ରଖିବା ଲାଗି ହୁରିୟତ ସହ ଜଡ଼ିତ ଆଉ ଦୁଇଟି ଗୋଷ୍ଠୀ ଯଥା ଜେ
Read More...

ହୁ ହୁ ହୋଇ ଜଳୁଛି ଜଙ୍ଗଲ : ନାମକୁ ମାତ୍ର ସଚେତନତା କାର୍ଯ୍ୟକ୍ରମ

ତୁରେକେଲା, (ପିତାମ୍ବର ଦୀପ), ଜଳୁଛି ଜଙ୍ଗଲ । ହେଲେ କୋପ ନାହିଁ । କୁହୁଳି କୁହୁଳି ଗଛ ଲତାକୁ ଜାଳି ପୋଡ଼ି ପାଉଁଶ କରୁଛି । ବଡ଼ ବଡ଼ ଗଛ ଏଥିରୁ ବର୍ତ୍ତି ଯାଇଥିବା ବେଳେ ନଇଁ ପଡ଼ିଥିବା କିମ୍ବା ଭାଙ୍ଗି ଯାଇଥିବା ଗଛ ନିଆଁର ଆଁ ଭିତରକୁ ଚାଲି ଯାଉଛି । କାଠ ଗଣ୍ଡି ନଷ୍ଟ ହୋଇଯାଉଛି । ଏଭଳି
Read More...

ଚତୁର୍ଥ ବାଟାଲିୟନ ବି କମ୍ପାନୀ ସିଆର୍‌ପିଏଫ୍‌ର ଜନ ସମ୍ପର୍କ କାର୍ଯ୍ୟକ୍ରମ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଗତ ୯ ତାରିଖ ଦିନ ବାଟାଲିୟନ ପକ୍ଷରୁ ଡିମିରିଗୁଡ଼ା କ୍ୟାମ୍ପସରେ ସିଆରପିଏଫ୍ କମାଣ୍ଡେଣ୍ଟ ଫିରୋଜ କୁଜୁରଙ୍କ ନିର୍ଦ୍ଦେଶରେ ମହୁମାଛି ଚାଷ ଓ ମହମବତି ତିଆରି ପାଇଁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଆଜି ଡେପୁଟି କମାଣ୍ଡେଣ୍ଟ ମୁକେଶ ସିଂ ଓ
Read More...

କପିଲାଭଟାରେ ମାଁ ସାହାଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧାମନଡ଼ଙ୍ଗା ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଚାଲିଥିବା ମାଁ ସାହାଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଧାମନଡ଼ଙ୍ଗା ଓ
Read More...

ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ : ବଲାଙ୍ଗିର ନାଟ୍ୟପ୍ରେମୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ବଲାଙ୍ଗିର ନାଟ୍ୟକର୍ମୀ ଓ ନାଟ୍ୟପ୍ରେମୀଙ୍କ ଦ୍ୱାରା ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନାଟ୍ୟ କର୍ମୀ ଅବଦୁଲ ଜମାଲ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ସରକାର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱୀପ ପ୍ରଜ୍ଜଳନ ଓ ପୂଜାର୍ଚ୍ଚନା ପରେ ସଂପାଦକ ଅଶୋକ କୁମାର ଚାନ୍ଦ
Read More...

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପଂଚମ ଦିବସରେ, ବୌଦ୍ଧ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଂଚମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ଗେହ୍ଲାମା ଏଫ୍‌ସି ବୌଦ୍ଧ
Read More...

ମଧ୍ୟାହ୍ନ ଭୋଜନରେ ସାମିଲ ହେଲା ପୁଷ୍ଟିକର ଲଡୁ

ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ ମିଳିବ । ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯିବ ।
Read More...