Monthly Archives

March 2025

ଭାରତର ପରବର୍ତ୍ତୀ ପିଢ଼ିର ଭିଏଫ୍‌ଏକ୍ସ କଳାକାରମାନଙ୍କୁ ପ୍ରସ୍ତୁତ କରିବା ପାଇଁ WAFX ସେମିନାର ସିରିଜ୍ ଆରମ୍ଭ ହୋଇଛି

ଦେଶର ଶ୍ରେଷ୍ଠ ଭିଏଫ୍‌ଏକ୍ସ ପ୍ରତିଭାମାନେ WAFX ୨୦୨୫ରେ ଯୋଗଦେବେ; ଚାରୋଟି ସହରରେ ଜୋନାଲ ଫାଇନାଲ, ମୁମ୍ବାଇରେ ଗ୍ରାଣ୍ଡ ଫିନାଲେ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଆପଟେକ୍ ଲିମିଟେଡ୍ ଏବଂ ଏବିଏଆଇ ସହଯୋଗରେ WAFX ସେମିନାର ସିରିଜ ଆରମ୍ଭ କରିଛି,
Read More...

ଚାଷୀମାନଙ୍କଠାରୁ ଏମ୍‌ଏସ୍‌ପି ତଳେ ଯେପରି କୌଣସି କ୍ରୟ ନ ହୁଏ ତାହା ରାଜ୍ୟ ସରକାରମାନେ ନିଶ୍ଚିତ କରନ୍ତୁ : କେନ୍ଦ୍ର…

ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲଙ୍ଗାନାରେ ନାଫେଡ୍ ଏବଂ ଏନ୍‌ସିସିଏଫ୍‌ ମାଧ୍ୟମରେ ଏମ୍‌ଏସ୍‌ପିରେ କ୍ରୟ ଜାରି ରହିଛି : ଶିବରାଜ ସିଂହ ଚୌହାନକେନ୍ଦ୍ରୀୟ ନୋଡାଲ ଏଜେନ୍ସିମାନଙ୍କ ମାଧ୍ୟମରେ ଚାଷୀମାନଙ୍କଠାରୁ ୧୦୦% ହରଡ଼ କିଣିବାକୁ ଭାରତ ସରକାର ପ୍ରତିବଦ୍ଧ :
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ଭୁବନେଶ୍ୱର ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁରୁବାର ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆର୍‌ବିଆଇ ମହାପ୍ରବନ୍ଧକ ଅନିତା ପଟ୍ଟନାୟକ; ବ୍ରହ୍ମପୁର
Read More...

ଏଚ୍‌ଏଲ୍‌ସିଏ ବୈଠକରେ ୧.୬୫ ଲକ୍ଷ କୋଟିର ନିବେଶକୁ ମଞ୍ଜୁରି

ଭୁବନେଶ୍ୱର, : ଭାରତର ନିବେଶ ହବ୍‌ ଭାବେ ସ୍ଥିତି ମଜଭୁତ କରୁଛି ଓଡ଼ିଶା । ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୪୦ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ)ଙ୍କ ବୈଠକରେ ୧୦ଟି ପ୍ରମୁଖ ଶିଳ୍ପ ପ୍ରସ୍ତାବକୁ ମିଳିଛି ଅନୁମୋଦନ ।
Read More...

ଦାଦି ଜାନକୀଙ୍କ ୫ମ ଶ୍ରାଦ୍ଧ ସ୍ତୁତି ବାର୍ଷିକୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ): ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ପକ୍ଷରୁ ରାଜଯୋଗିନୀ ଦାଦି ଜାନକୀଙ୍କ ୫ମ ଶ୍ରାଦ୍ଧ ସ୍ତୁତି-ବାର୍ଷିକୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଦାଦି ଜାନକୀଙ୍କ ଜନ୍ମ ତା. ୧ / ୧/ ୧୯୧୬
Read More...

ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

" ଗୁଣାତ୍ମକ ଚିନ୍ତା ବିନା ପ୍ରଗତି ଅସମ୍ଭବ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ଆର.ହାଇସ୍କୁଲର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ସହ ବିଶ୍ୱ ନାଟ୍ୟ ଦିବସ ପାଳିତ ଓ ନାଟକ “ବଲଦ” ପରିବେଷଣ

ବଲାଙ୍ଗିର, (କେପିଏନ୍‌ଏସ) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲୀଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଆଜି ଦ୍ୱିତୀୟ ଦିବସରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମାଁ ସମଲେଇଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା ପରେ
Read More...

ଜରାସିଂହା ମାଲିପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ମାଲିପଡ଼ା ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅନୁପ ମେହେର ଏବଂ ସନ୍ନ୍ୟାସୀ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ
Read More...

କନ୍ଧପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କଛାରପାଲି ଅନ୍ତର୍ଗତ କନ୍ଧପାଲି ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋସ୍ନାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ଅଜିତ ମିଶ୍ର, ମୁଖ୍ୟବକ୍ତା
Read More...

ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ ଶିବିର ଦ୍ୱିତୀୟ ଦିବସ ” ସଚେତନ ହେଲେ ଅଂଶୁଘାତରୁ ରକ୍ଷା…

ବଲାଙ୍ଗୀର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ଆର.ହାଇସ୍କୁଲର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନ ପ୍ରାର୍ଥନା ଓ ଯୋଗାଭ୍ୟସ କାର୍ଯ୍ୟକ୍ରମ ରୁ ଆରମ୍ଭ ହୋଇଥିଲା । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ
Read More...