Monthly Archives

March 2025

ସକାଳ ୭ରୁ ୧୦ ଓ ସନ୍ଧ୍ୟା ୫ରୁ ୮ ମଧ୍ୟରେ ରାସନ ବଣ୍ଟନ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ରାସନ ସାମଗ୍ରୀ ସକାଳ ସାତଟାରୁ ୧୦ଟା
Read More...

ଆହତ କର୍ମୀଙ୍କ ପାଇଁ ତାରା ବଜାଇଲେ ଘଣ୍ଟ

ଭୁବନେଶ୍ୱର : ଜିଦ୍‌ରେ ଅଟଳ କଂଗ୍ରେସ । ରାଲିରେ ଆହତ କର୍ମୀଙ୍କ ପାଇଁ ତାରା ଘଣ୍ଟ ବଜାଇ ଗଲେ ମନ୍ଦିର । ଖାଲି ମନ୍ଦିର ଯାଇନଥିଲେ ତ ଆର୍ଯ୍ୟ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଗୁରୁବାର ବିକ୍ଷୋଭ ସ୍ଥଳରେ ପୋଲିସ ଆକ୍ରମଣରେ ଆହତ ହୋଇଥିବା କଂଗ୍ରେସ କର୍ମୀଙ୍କ
Read More...

ସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିଲୀପ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ
Read More...

ମାକ୍ରୀପଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତ ମାକ୍ରୀପଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ
Read More...

ହଳଦୀପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଳକ ହଲଦିପାଲି ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପଞ୍ଚା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ କେନ୍ଦ୍ରବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ପୁରୋହିତ
Read More...

କନକପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ

ସାରସମାଲ, (କେପିଏନ୍‌ଏସ୍‌): କନକପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସମାରୁ ମେହେର, ମୁଖ୍ୟ ବକ୍ତା ଭାବରେ ବଡବନ୍ଧ କ୍ଲଷ୍ଟର
Read More...

ବ୍ରହ୍ମପୁର ସବ-ରେଜିଷ୍ଟର କାର୍ଯ୍ୟଳୟରେ ମାତିଛନ୍ତି ଦଲାଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଥମେ ନାଲି ଆଖି ପରେ ସଲା ସୁତରା କନିଷି ଅଞ୍ଚଳ ପରେ ବ୍ରହ୍ମପୁର ସବରେଜିଷ୍ଟର କାର୍ଯ୍ୟାଳୟରେ ମାତିଛନ୍ତି ଦଲାଲ୍ । ନକଲି ଲିଗାଲହେର ଜରିଆରେ ଜମି କିଣା ବିକା କରିବାଲାଗି ପ୍ରୟାସ କରୁଥିବା କିଛି ଦଲାଲକୁ ସବ ରେଜିଷ୍ଟର ଚିହ୍ନଟ କରି ଟାଉନ ଥାନା
Read More...

ତାରାତାରିଣୀଙ୍କ ଚୈତ୍ର ପର୍ବ ଦ୍ୱିତୀୟ ପାଳିରେ ୩୦ହଜାର ଭକ୍ତ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହେଲେ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ମାଁ ତାରାତାରିଣୀଙ୍କ ପବିତ୍ର ଚୈତ୍ରପର୍ବ ଦ୍ୱିତୀୟ ପାଳି ମଙ୍ଗଳବାରରେ ୩୦ହଜାର ଶ୍ରଦ୍ଧାଳୁ ଭକ୍ତ ମାିଁଙ୍କ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଛନ୍ତି । ଆଦ୍ୟାଶକ୍ତି ମା' ତାରାତାରିଣୀଙ୍କ ବାର୍ଷିକ ଚୈତ୍ରପର୍ବ ମଙ୍ଗଳବାର ଯାତ୍ରା
Read More...

ଭାରତ ଏବଂ ଜାପାନ ମଧ୍ୟରେ ଆର୍ଥିକ ସହଯୋଗକୁ ଗଭୀର କରିବା ବିଷୟରେ ଆଲୋଚନା କରିବା ପାଇଁ କେଇଜାଇ ଦୋୟୁକାଇର ଉଚ୍ଚ କ୍ଷମତା…

ଭାରତରେ ଜାପାନର ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ଭାରତରେ ବିକଶିତ ଜାପାନ ପ୍ଲସ୍ ବ୍ୟବସ୍ଥା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀଭାରତର ପ୍ରଶାସନ ନୀତି ଦ୍ୱାରା ପରିଚାଳିତ ଏବଂ ସରକାର ଏକ ସ୍ୱଚ୍ଛ ଓ ଆକଳନଯୋଗ୍ୟ ପରିବେଶ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀଭାରତର
Read More...

ପିଏମ ଗତିଶକ୍ତି ଅଧୀନରେ ନେଟୱର୍କ ଯୋଜନା ଗୋଷ୍ଠୀର ୯୦ତମ ବୈଠକରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ

● ସଡ଼କ, ରେଳ ଏବଂ ମେଟ୍ରୋ ପ୍ରକଳ୍ପର ମୂଲ୍ୟାଙ୍କନ କଲା ଏନ୍‌ପିଜି● ଯାଜପୁର-କେନ୍ଦୁଝରରୁ ଧାମରା ବନ୍ଦର ମଧ୍ୟରେ ନୂଆ ବ୍ରଡ୍ ଗେଜ୍ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମୀକ୍ଷା ନୂଆଦିଲ୍ଲୀ, (ପିଆଇବି) : ସଡ଼କ, ରେଳ ଏବଂ ମେଟ୍ରୋ କ୍ଷେତ୍ରରେ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ପାଇଁ
Read More...