ରାଉରକେଲାରେ ମାଲବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡର ସୋ’ ରୁମ୍ ଉଦ୍ଘାଟନ
ରାଉରକେଲା, (ସସ୍ମିତା ପ୍ରଧାନ) : ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡର ଷଷ୍ଠ ସୋ' ରୁମ୍ ରାଉରକେଲାର ଉଦିତନଗର ଠାରେ ଉଦ୍ଘାଟିତ ହୋଇଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ଅତିଥି ଭାବେ ଯୋଗଦେଇ ସୋ' ରୁ୍ୱକୁ!-->…
Read More...
Read More...