Daily Archives

ଡଙ୍ଗରପଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ମୁଖ୍ୟାଳୟ ସ୍ଥିତ ଡଙ୍ଗରପଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶଙ୍କର ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଲୋଇସିଂହା କେନ୍ଦ୍ର ସମବାୟ ବ୍ୟାଙ୍କରେ ହିତାଧିକାରୀ ହେଉଛନ୍ତି ହଟହଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଲୋଇସିଂହା ସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କର ବିଚିତ୍ର ନୀତି ଯୋଗୁ ହିତାଧିକାରୀ ହଟହଟା ହେଉଥିବା ଅଭିଯୋଗ ହୋଇଛି । ଚାଷୀ ତଥା ହିତାଧିକାରୀମାନେ ବ୍ୟାଙ୍କର ଜମା ଟଙ୍କା ଉଠାଇବା ପାଇଁ ଗଲେ ପ୍ରଥମେ ଋଣ ସୁଝ, ତାପରେ ଟଙ୍କା ଉଠାଣ କରି ପାରିବ ବୋଲି
Read More...

ସରକାରୀ ଏସ.ଏସ.ଡି.ଉଚ୍ଚ ବିଦ୍ୟାଳୟ ମଦନପୁର : ସହଭାଗୀ ରୂପେ ଅବିଭାବକ କାର୍ଯ୍ୟକ୍ରମ “ଆମେ ଜାଣିବା ଆମେ…

ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ "ଆମେ ଜାଣିବା ଆମେ ଜିତିବା" କାର୍ଯ୍ୟକ୍ରମ
Read More...

ଗୌଡ଼ଗୋଠ ୟୁପି ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡ଼ଗୋଠ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସତ୍ୟରାମ ଭୋଇ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷକ ରାୟଦତ୍ତ ବିଶ୍ଵାଳ ମଞ୍ଚ ପରିଚଳନା କରିଥିଲେ । ମୁଖ୍ୟ ଅତିଥି ଭାବେ
Read More...

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର-୬ରେ ବାର୍ଷିକ ଓ.ଭି.ଇ.ପି. ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର-୬ରେ ବାର୍ଷିକ ଓ.ଭି.ଇ.ପି.(ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ) ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପାଖାପାଖି ଓ.ଭି.ଇ.ପି. ଅନ୍ତର୍ଭୁକ୍ତ ହୋଇ ନଥିବା ତିନୋଟି ବିଦ୍ୟାଳୟର
Read More...

ଜାମୁଟ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଜାମୁଟ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁକ୍ରବାର ସନ୍ଧ୍ୟାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ଜଳାଶୟରୁ ମହିଳାମାନେ ଏକ ବିଶାଳ ଶୋଭଯାତ୍ରାରେ ଜଳପୂର୍ଣ୍ଣ କଳସ
Read More...

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ବାହାରିଛନ୍ତି । ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ମଧ୍ୟାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା ଦେବା ସହ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
Read More...

ଆଇନ ସଚେତନତା ଶିବିର ଅନୁଷ୍ଠିତ

ବନ୍ଧୁଗାଁ, (କେପିଏନ୍‌ଏସ୍‌) : ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା କନଫେରେନ୍ସ ହଲ ଠାରେ ଜିଲ୍ଲା ସିଏସ୍‌ଏନ୍‌ଆର୍‌ ଆଇନ ପରାମର୍ଶ ଓ ସହାୟତା କେନ୍ଦ୍ର ଆନୁକୂଲ୍ୟରେ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଶିଶୁ, ମହିଳା, ଶାରୀରିକ ଭିନ୍ନକ୍ଷମ,
Read More...

ଜୋର୍ ଧରିଲା ଅମ୍ବାଦଳାକୁ ବ୍ଲକ୍ ମାନ୍ୟତା

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥି ପୂର୍ବରୁ ନୂତନ ବ୍ଲକ୍ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରୁ ନୂତନ ବ୍ଲକ୍ ଗଠନ ଦାବି ଉଠିବାରେ ଲାଗିଥିବା ବେଳେ ମୁନିଗୁଡା ବ୍ଲକ୍‌ରୁ ଅଲଗା କରି ଅମ୍ବାଦଳାରେ ନୂତନ ବ୍ଲକ୍
Read More...

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୫ ଉଦ୍‌ଯାପିତ ଓ ବିଶ୍ୱନାଟ୍ୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସଂପର୍କ’ ଦ୍ୱାରା ଆୟୋଜିତ ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ-୨୦୨୫ ଉଦ୍‌ଯାପିତ ହୋଇଯାଇଛି । ଆଜି ବିଶ୍ୱନାଟ୍ୟ ଦିବସ ‘ସଂପର୍କ’ ଓ ‘ଏକତ୍ର’ ମିଳିତ ଭାବେ ଏହି ଦିବସଟିକୁ ମହାସମାରୋହରେ ପାଳନକରିଛନ୍ତି
Read More...