ମହିଳାଙ୍କୁ ମାଡ ମାରି ଲହୁଲୁହାଣ କଲେ ଶାଶୁଘର ଲୋକ
ଖଲ୍ଲିକୋଟ : ଯୌତୁକ ପାଇଁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ମାଡ ମାରିବା ପରେ ଘର ଭିତରେ କବାଟ ବନ୍ଦ କରିଦେଇଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ମହିଳା ହସ୍ପିଟାଲରେ ଭର୍ତ୍ତି । ଖଲ୍ଲିକୋଟ ଥାନା କନକା ଗାଁରୁ ଆସିଛି ଅଭାବନୀୟ ଖବର । ଗୁରୁତର ମହିଳା ମୁନା ପାହାନଙ୍କ ପତ୍ନୀ ମାନସୀ ପାହାନ ।!-->…
Read More...
Read More...