Daily Archives

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାଲିଗୁଡା : ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗଣ୍ଡଗୋଳ ଛଡାଇବାକୁ ଯାଇ ନିର୍ଧୁମ ମାଡ଼ ଖାଇଲେ ଯୁବକ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ମହସିଂର ବୁଟୁଲୁ ପାତ୍ର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହସିଂ ଗୋଇବନ୍ଧାରେ ।
Read More...

ବିଦ୍ୟୁତ ତାର ଚୋରି ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୫ ତାରିଖରେ ବିଦ୍ୟୁତ ତାର ଓ ବିଦ୍ୟୁତ କଣ୍ଡକଟର ଚୋରି ହୋଇଥିବା ପ୍ରତାପ କୁମାର ସାହୁ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗକରିଥିଲେ । ଏହି ଅଭିଯୋଗ ଆଧାରରେ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଏହି ରେକେଟ
Read More...

ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଠ କବି ରମାକାନ୍ତ ରଥଙ୍କ ପରଲୋକ । ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛିଛି । ଭୁବନେଶ୍ୱର ସ୍ଥିତ ବାସଭଭନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀରାଧା କବିତା ସଂକଳନ ପାଇଁ ସେ ଥିଲେ ପରିଚିତ । ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ
Read More...

ଚନ୍ଦ୍ରଶେଖରପୁର ରାସ୍ତାରେ ଦୁର୍ଘଟଣା

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରାସ୍ତାରେ ଦୁର୍ଘଟଣା । କାର୍‌ ସ୍କୁଟର ମୁହାଁମୁହିଁ । ସ୍କୁଟରକୁ ୩୦ ମିଟର ଘୋଷାଡି ନେଲା ୱାଗନର୍ କାର୍ । ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲେ ଉଭୟ ଆମ୍ବୁଲାନ୍ସ ବିହାର ଥାନା ପିସିଆର ।
Read More...