Daily Archives

କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ଦୃତୀୟ ଦିନରେ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ରେଲବାଇ ଖେଳ ପଡ଼ିଆ ଠାରେ ସୋମବାର ଠାରୁ ଚାଳିଥିବା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଉଦଯାପାନୀ ଅବସର ଦିନ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ଯୋଗଦେଇ
Read More...

ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର ପରିବର୍ତ୍ତନ ହୋଇପାରେ : ସାମିଲ ହୋଇପାରେ ପୁରୀ

ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା । ଶ୍ରୀକ୍ଷେତ୍ରକୁ ଗଡ଼ିପାରେ ମେଟ୍ରୋ । ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବା ନେଇ ଅନୁଧ୍ୟାନ ଚାଲିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପରିବର୍ତ୍ତନ ହୋଇପାରେ
Read More...

ଆଗଲପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିେଯାଗ ଶିବିର ଆସନ୍ତା ୧୭ରେ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ମିଶନ ଶକ୍ତି ଭବନରେ ଆସନ୍ତା ୧୭ ତାରିଖ ସୋମବାର ଦିନ ବ୍ଲକସ୍ତରୀୟ ଯୁଗ୍ମ ଅଭିେଯାଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ତେଣୁ ଉକ୍ତ ଶିବିରରେ ଆଗଲପୁର ବ୍ଲକର ସମସ୍ତ ଗ୍ରାମ ପଂଚାୟତର
Read More...

ଭୁବନେଶ୍ୱର ଗସ୍ତରେ ହ୍ୟାଣ୍ଡବଲ ପୁରୁଷ ଦଳ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ପୁରୁଷ ହ୍ୟାଣ୍ଡବଲ୍ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି । ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟଠାରେ ଚଳିତ ମାସ ୧୬ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ
Read More...

ମୁରିବାହାଲ କମ୍ପ୍ୟୁଟର ପଏଣ୍ଟରୁ, ଓକେସିଏଲ୍ ଦ୍ଵାରା କମ୍ପ୍ୟୁଟର ଶିକ୍ଷା ପାଇଁ ସଚେତନତା ରଥର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ମେଡିକାଲ ଛକରେ ଥିବା କମ୍ପ୍ୟୁଟର ପଏଣ୍ଟରୁ ଓଡ଼ିଶା ଷ୍ଟେଟ ନଲେଜ କର୍ପୋରେସନ୍ ଲିମିଟେଡ (ଓକେସିଏଲ୍) ଦ୍ଵାରା କମ୍ପ୍ୟୁଟର ଶିକ୍ଷା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ହୋଲି ପାଳନ ନେଇ ଆମ ପୋଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ହୋଲି ପାଳନ ନେଇ ସେକ୍ଟର ୧୯ ଥାନା ପକ୍ଷରୁ ଆମ ପୁଲିସ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ପୁଲିସ ତରଫରୁ ଦିଆଯାଇଥିବା ଆଡଭାଇଜ୍‌ ସମ୍ପର୍କରେ ବ୍ୟାପକ
Read More...

ଆନ୍ଦୋଳନରେ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ, ସ୍ଵାସ୍ଥ୍ୟ ସେବା ବାଧାପ୍ରାପ୍ତ

ଫୁଲବାଣୀ : ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘର ଆନ୍ଦୋଳନ ଯୋଗୁଁ ସ୍ଵାସ୍ଥ୍ୟସେବା ବାଧାପ୍ରାପ୍ତ । ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଓ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି କରିବା ଦାବିରେ ସାରା ରାଜ୍ୟରେ ମାର୍ଚ୍ଚ
Read More...

ମୁକୁଳା ଡ୍ରେନକୁ ନେଇ ଅଭିନବ ପ୍ରତିବାଦ

କଟକ : କଟକ ସହରର ମୁକୁଳା ଡ୍ରେନକୁ ନେଇ ଅଭିନବ ପ୍ରତିବାଦ । ମୁକୁଳା ଡ୍ରେନ ଭିତରେ ପଶି କଟକ ୫୩ନମ୍ବର ୱାର୍ଡ଼ର ସାମାଜିକ କର୍ମୀ ବ୍ୟୋମକେଶ କାନୁନଗୋ କରିଛନ୍ତି ଅଭିନବ ପ୍ରତିବାଦ । ବ୍ୟୋମକେଶ ମୁକୁଳା ଡ୍ରେନ ନେଇ ବାରମ୍ବାର ସିଏମସି ରେ ଅଭିଯୋଗ କରିବା ପରେ ମୁକୁଳା ଡ୍ରେନ ସମସ୍ୟାର
Read More...

ତରବରିଆ ଭାବେ ସରକାରଙ୍କୁ ସୂଚନା ଦେଲେ ବରଗଡ଼ ଲୋକସମ୍ପର୍କ ବିଭାଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ବିଭିନ୍ନ ଗଣମାଧ୍ୟମ ଓ ସମ୍ବାଦପତ୍ରରେ କାର୍ଯ୍ୟରତ ଥିବା ସାମ୍ବାଦିକମାନଙ୍କ ଲିଷ୍ଟ ତରବରିଆଭାବେ ଲୋକସମ୍ପର୍କ ବିଭାଗ ବରଗଡ଼ ରାଜ୍ୟ ସରକାର ଓଡ଼ିଶାଙ୍କୁ ପଠାଇଛନ୍ତି । ୨୦୨୪ର କାର୍ଯ୍ୟରତ ଲିଷ୍ଟକୁ ୨୦୨୫ରେ ଉଲ୍ଲେଖ କରି ଲିଷ୍ଟ ପଠାଇଥିବା
Read More...

ଖଣ୍ଡାଚୋଟରେ ଯୁବକ ମୃତ, ସାଙ୍ଗ ଗୁରୁତର

ବାଲିଅନ୍ତା : ହୋଲି ପୂର୍ବରୁ ବାଲିଅନ୍ତା ଥାନା ଅଧୀନ ଅଣ୍ଡିଲୋ ଗାଁ ଦାଣ୍ଡ ରକ୍ତର ହୋଲି ଖେଳିଛି । ସାଇକେଲ ଚୋରି ସନ୍ଦେହରେ ଜଣେ ବ୍ୟକ୍ତି ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ହାଣିଛନ୍ତି । ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣବାୟୁ ଉଡିଯାଇଛି । ମୃତ ଯୁବକ ଜଣକ ହେଲେ ବାଲିଅନ୍ତା ପଞ୍ଚାୟତ
Read More...