Daily Archives

ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ପଞ୍ଚଦିବସୀୟ ଶିଶୁବାଟିକା ପ୍ରଶିକ୍ଷଣ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିଶୁବାଟିକା ପ୍ରସ୍ତୁତି ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ୮ଟି କ୍ଲଷ୍ଟରର ୫୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ
Read More...

ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହାରାଧନ ବେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଟକୃଷ୍ଣ
Read More...

ଗାଧୋଇବା ବେଳେ କେନାଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର

ସମ୍ବଲପୁର : ଗାଧୋଇବା ବେଳେ କେନାଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର । ବୁର୍ଲା ଅଠର ହଜାର ଠାରେ ଗାଧୋଉଥିବା ବେଳେ ପାୱାର କେନାଲରେ ବୁଡ଼ିଗଲେ ଛାତ୍ର । ମୃତକ ଜଣଙ୍କ ହେଉଛନ୍ତି ସିଭିଲ ଇଞ୍ଜିନିୟରିଂ ପ୍ରଥମ ବର୍ଷର ପ୍ରିୟାଂଶୁ ପ୍ରକାଶ ବେହେରା (୧୯ ବର୍ଷ) । ସୂଚନାଯୋଗ୍ୟ ଯେ, ପ୍ରିୟାଂଶୁଙ୍କ ଘର
Read More...

ଖୁବଶୀଘ୍ର ଆସିବ ବୋଟ୍‌ ହାଉସ୍‌ , ପର୍ଯ୍ୟଟନ କେନ୍ଦ୍ର ପାଲଟିବ ହୀରାକୁଦ

ସମ୍ବଲପୁର : ପର୍ଯ୍ୟଟନ କେନ୍ଦ୍ର ପାଲଟିବ ହୀରାକୁଦ । ନୀଳ ଜଳରାଶି ଭିତରେ ଭ୍ରମଣ ସୁବିଧା ମିଳିବ । ଗୋଆ, କେରଳ ଭଳି ପର୍ଯ୍ୟଟକ ବୋଟ୍‌ ହାଉସ୍‌ର ମଜା ନେବେ । ଏଥିରେ ହୋଟେଲ୍‌ ଭଳି ସୁବିଧା ରହିବ । ଚକାଚକ୍‌ କୋଠରୀ ସହ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାରରେ ଦିନ
Read More...

ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର

ବଣାଇ : ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର । ଦିବ୍ୟାଙ୍ଗ ସ୍ଵାମୀ ମୃତ ସ୍ତ୍ରୀ ଆହତ । ଅଳ୍ପକେ ବର୍ତ୍ତିଗଲା ଶିଶୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଦେଉଳହୁଡ଼ି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଅନୁସାରେ ଦେଉଳହୁଡ଼ି ଗ୍ରାମର ଜେନା ମୁଣ୍ଡାରୀ ଜଣେ
Read More...

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍

ସୁନ୍ଦରଗଡ଼ : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଘରୋଇ ବସ୍‌ । ଜଣେ ମୃତ ୩୦ ଆହତ । ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଲରେ ପୋଲିସ ପହଞ୍ଚି ଅଗ୍ନିଶମ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ କରୁଛି । ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ
Read More...

କଲଙ୍ଗା ସମ୍ପ୍ରଦାୟକୁ ଏସ୍‌ଟି ମାନ୍ୟତା ମିଳୁ – ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଲଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବା ଏସ୍‌ଟିର ମାନ୍ୟତା ଦିଆଯାଉ । କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି ରଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଓଡ଼ିଶାରେ କଲଙ୍ଗା ସମ୍ପ୍ରଦାୟକୁ ଏସ୍‌ଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ ଦାବି ହୋଇ
Read More...

ଏନଏଚ ଉପରେ ଲାଗିଥିବା ୧୬ଟି ବିଦ୍ୟୁତ ଖୁଣ୍ଟ କାହାର

୪ବର୍ଷ ହେଲା ଖୁଣ୍ଟ ଲାଗିଛି, ହୋଇନି ବିଦ୍ୟୁତ ସଂଯୋଗଅନ୍ଧାରରେ ବଙ୍ଗଳା ଛକ ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥକୁ ଆଲୋକିକରଣ ଓ ସୁନ୍ଦର କରିବା ପାଇଁ ସରକାର ଯୋଜନା କରିଛନ୍ତି । ୨୬ନଂ ଜାତୀୟ ରାଜପଥର ଦେଓଗାଁ ଡ଼ାକ ବଙ୍ଗଳା ଛକର ରାସ୍ତା କଡ଼ରେ ୧୬ଟି ବିଦ୍ୟୁଟ ଷ୍ଟ୍ରିଟ
Read More...

ଭୁବନେଶ୍ୱରରେ ଡ୍ରିମ୍ ଗାର୍ଲ ହେମାଳିନୀ

ଭୁବନେଶ୍ୱର : ଓଡ଼ିଶାରେ ବଲିଉଡର ଡ୍ରିମ୍ ଗାର୍ଲ ହେମାଳିନୀ । ବୃନ୍ଦାବନ ମହୋତ୍ସବରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ଅଭିନେତ୍ରୀ ହେମାଳିନୀ । ଗୁରୁକୁଳ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଯୋଗରେ ଆସନ୍ତାକାଲି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ସାମିଲ୍
Read More...

ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କ୍ଲଷ୍ଟର ଅନ୍ତର୍ଗତ ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ଫଗୁନୁ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...