ସୁଭଦ୍ରା ଯୋଜନାର ସଠିକ୍ ବିନିଯୋଗ ପାଇଁ ସଚେତନତା ଶିବିର
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନାରୀ ସଶକ୍ତିକରଣ ପାଇଁ ସରକାରଙ୍କ ସୁଭଦ୍ରା ଯୋଜନାକୁ ସଠିକ ରୂପାୟନ ପାଇଁ ଗୁରୁବାର ଅପରାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ମୋଟରୀ କଲ୍ୟାଣ ମଣ୍ଡପ ପରିସରରେ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!-->…
Read More...
Read More...