Daily Archives

ଶିକ୍ଷକ କର୍ମଚାରୀ ମଞ୍ଚର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଭାଇନ୍ ଲାଇଫ ଏକାଡେମୀ ପରିସରରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଜିଲ୍ଲା ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ସଭାରେ ଅଲଓଷ୍ଟାର ପୂର୍ବତନ ସଭାପତି କୁଞ୍ଜବିହାରୀ
Read More...

ଭଞ୍ଜସେନାର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ହୋଟେଲ ସାଇ ବିନାୟକ ଠାରେ ଭଞ୍ଜସେନାର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମ୍ମିଳନୀରେ ପ୍ରଥମେ ମୟୁରଭଞ୍ଜ ତଥା ସମଗ୍ର ଓଡ଼ିଶାର ସୁନାମଧନ୍ୟ ସିନେ ତାରକା ଉତ୍ତମ ମହାନ୍ତିଙ୍କ ଅକାଳ ବିୟୋଗ ଉଦ୍ଦେଶ୍ୟରେ ୨ମିନିଟ ନିରବ
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସେଟେଲମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ଡବଲ ଇଞ୍ଜିନ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ସୁରେଶ ପୁଜାରୀ ଆସିଥିବା ବେଳେ ତାଙ୍କୁ ନାଗରିକ ସମର୍ଦ୍ଧିନା କରାଯାଇଥିଲା ।ଏହି ସମୟରେ ବଲାଙ୍ଗିର ବିକାଶ ଉଦ୍ଦେଶ୍ୟରେ ବିଭିନ୍ନ
Read More...

କବିତା ପୁସ୍ତକସ୍ୱାତି ନକ୍ଷତ୍ରର ଝିଅ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : କବିତା କବିର ଆତ୍ମା, ସାହିତ୍ୟ ଆନନ୍ଦ ଦିଏ କେବେ କେବେ ଜୀବନର ମୋଡ ବଦଳାଇ ଦିଏ ସାହିତ୍ୟ ତ କେବ କେବେ କବିତା ହୋଇ କବିର ଆତ୍ମା ବନିଯାଏ, କବିତା ନିରସ ପ୍ରାଣକୁ ବି ବିଭୋର ମୁଗ୍ଧ କରେ ଆଉ ହ୍ରୁଦୟରେ ମମତା ଅଛି ତ କବିତା ଅଛି, ଏହାଥିଲା କବି ସୁଶାନ୍ତ
Read More...

୧୬ତମ ମାଁ ଦୁର୍ଗା କ୍ରିକେଟ କ୍ଲବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ବୈଦିପାଲି ଠାରେ ୧୬ତମ ମାଁ ଦୁର୍ଗା କ୍ରିକେଟ କ୍ଲବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ରାଜେଶ ପାଣିଗ୍ରାହୀ, ସମାଜସେବୀ ଆକୁଳ ବେହେରା ଯୋଗଦେଇ ଉଦ୍‌ଘାଟନ କରିଥିଲେ
Read More...

ମାଁ ଗଡ଼ଚଣ୍ଡୀ ପୀଠରେ ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ କାଳୁପଡା ମାଁ ଗଡଚଣ୍ଡୀଙ୍କ ପୀଠରେ ଭୋରଶୈଳ ସାହିତ୍ୟ ସମାଜ ଏବଂ ପ୍ରିୟପତ୍ରର ମିଳିତ ଆୟୋଜନରେ ଫଗୁଣ କବିତା ଆସର ବରିଷ୍ଠ କବି ଡକ୍ଟର ଶଶାଙ୍କ ଶେଖର ଚୂଡାମଣିଙ୍କ ସଭାପତିତ୍ୱରେ ରବିବାର ଅପରାହ୍ନରେ
Read More...

ଭବ୍ୟ ସୀତାରାମ ମନ୍ଦିରର ରତ୍ନମୁଦ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବୀରମୁଣ୍ଡା ଠାରେ ସୀତାରାମ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟ ସମରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ଓ ରବିବାର ଦୁଇଦିନ ଧରି ପୂଜାବିଧି ଲାଗି ରହିଥିଲା । ସକାଳୁ ଗୁପ୍ତପୂଜା, ବୃକ୍ଷପୂଜା ଓ ହୋମଯଜ୍ଞ ପରେ ରତ୍ନମୁଦ ପୂଜା ହୋଇଥିଲା
Read More...

ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ୪ ମାର୍ଚ୍ଚ ୨୦୨୫ରେ ଏକ ଜାତୀୟ କର୍ମଶାଳାରେ “ସଶକ୍ତ ପଞ୍ଚାୟତ –…

• ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଯୋଗ ଦେବେ• ୧୨୦୦ରୁ ଅଧିକ ପଞ୍ଚାୟତ ମହିଳା ପ୍ରତିନିଧି ଅଂଶଗ୍ରହଣ କରିବେ, ଲିଙ୍ଗ ଆଧାରିତ ହିଂସା ଆଇନର ପ୍ରାରମ୍ଭିକ ଶୁଭାରମ୍ଭ କରାଯିବ ନୂଆଦିଲ୍ଲୀ, (ପିଆଇବି) : ପଞ୍ଚାୟତିରାଜ
Read More...

୧୨ତମ ଖିଚିଂ ମହୋତ୍ସବ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦାନ କଲେ ମୁଖ୍ୟମନ୍ତ୍ରୀ

ଖିଚିଂ ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ୫୦ କୋଟି ଟଙ୍କା ମଂଜୁର ଘୋଷଣା କଲେପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କାର ୫୩ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ୧୨ ବର୍ଷରେ ପଦାର୍ପଣ କରିଥିବା ଖିଚିଂ ମହୋତ୍ସବ ଆଜି ସାରା ରାଜ୍ୟର ମନ
Read More...

ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ମାହାଙ୍ଗା : ରାସ୍ତାରେ ମୃତ ଦେହ ରଖି ଗ୍ରାମବାସୀଙ୍କ ପ୍ରତିବାଦ । ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ସାଲେପୁର ଛତିଆ ରାସ୍ତାର ବନଗୁରିଆଠାରେ । ଦାବି ପୂରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଶନିବାର ରାତିରେ ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ
Read More...