Monthly Archives

February 2025

୨୨ରୁ ଅଧିକ ଚାକିରିଆ ରାସନ କାର୍ଡ ଫେରାଇଲେଣି

ଶତାଧିକ ଚାକିରିଆ ଓ ଆୟକରଦାତାଙ୍କ କାର୍ଡ ବାତିଲ କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମସ୍ତଙ୍କୁ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ତେବେ ବହୁ ସଂଖ୍ୟକ ଅଯୋଗ୍ୟ
Read More...

ପଦ୍ମପୁରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୁତନ ଶାଖା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଫେବୃୟାରୀ ୧୩ ତାରିଖ ଗୁରୁବାର ଦିନ ପଦ୍ମପୁର କଲେଜ ରୋଡ଼ ଠାରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂତନ ଶାଖା ଉଦ୍‌ଘାଟିତ ହୋଇ ଯାଇଛି । ଏହି ଅବସରରେ ସକାଳୁ ଶାଖା ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା । ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ବିକାଶ
Read More...

ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା, ଖାଦ୍ୟ ଓ ଭିତ୍ତିମି ସମ୍ପର୍କିତ ସମୀକ୍ଷା ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ କେବଳ ଭିତ୍ତିଭୂମି ନୁହେଁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଖାଦ୍ୟ,ପୋଷାକ
Read More...

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ମ୍ୟାଚ ରାଇରଙ୍ଗପୁର ବିଜୟୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ମ୍ୟାଚରେ ରାଇରଙ୍ଗପୁର କ୍ଲବ ମୟୁରଭଞ୍ଜ
Read More...

ଓମ୍ବାଡସି ସହାୟତାରେ ଟିଟିଆଇ, ତକତପୁରର ଆଧୁନିକୀକରଣ
ବୈଷୟିକ ଶିକ୍ଷା ଓ ତାଲିମ ନେଇ ଦେଶ ବିଦେଶର ଶିଳ୍ପ ସଂସ୍ଥା ପାଇଁ

• ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର• ରୋବୋଟିକ୍ ଏବଂ ଭର୍ଚୁଆଲ ୱେଲ୍ଡିଂ ସିମୁଲେଟର୍ସ ବ୍ୟବସ୍ଥା• ଅତ୍ୟାଧୁନିକ ସିଏନସି ମିଲିଂ ଓ ଟର୍ଣ୍ଣିଂ ଲ୍ୟାବ୍• ଛାତ୍ରଛାତ୍ରୀଙ୍କ ପାଇଁ ହ୍ୟାଣ୍ଡ୍ସ-ଅନ୍-ପ୍ରାକ୍ଟିସ୍ ସୁବିଧା ବାରିପଦା, (ଦେବସ୍ମିତ ଚୌଧୁରୀ) : ଦେଶ ବିଦେଶର ପ୍ରମୁଖ
Read More...

ମହାକୁମ୍ଭରେ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା

ଭୁବନେଶ୍ଵର : ମହାକୁମ୍ଭରୁ ମହାଯାତ୍ରା । ପୂଣ୍ୟ ଅର୍ଜିବାକୁ ପ୍ରୟାଗରାଜ ବୁଡ଼ ପକାଇବାକୁ ଯାଇଥିଲେ । ହେଲେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା ତ ଗୁରୁବାର କାର୍ ଯୋଗେ ହସଖୁସିରେ ପ୍ରୟାଗରାଜ ଯାଇଥିଲେ ରାଉରକେଲା କୋଏଲ ନଗରର ପୁଜାରୀ ପରିବାର । ମଉସା, ମାଉସୀଙ୍କ ସହ ମା,
Read More...

ବ୍ରଜରାଜନଗର ଅଞ୍ଚଳର ବିକାଶ ଓ ଏମସିଏଲ ଅଧିକାରୀଙ୍କ ସମସ୍ୟା ଉପରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର କୋଇଲା ଓ…

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନ ଠାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ଜି କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରି କୋଇଲା ଖଣି ଅଞ୍ଚଳ ବ୍ରଜରାଜନଗର ଅଞ୍ଚଳକୁ ଏମସିଏଲ ଜରିଆରେ କିଭଲି ବିଭିନ୍ନ ପ୍ରକାର ବିକାଶ ମୂଳକ କାର୍ଯ୍ୟ
Read More...

କର୍କଟ ରୋଗରେ ପୀଡିତା ରମା ପରିଡ଼ାଙ୍କୁ ଛତ୍ରପୁର ବିଧାୟକଙ୍କ ଆର୍ଥିକ ସହାୟତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମ ପଂଚାୟତର ନନ୍ଦପଣ୍ଡାପଲି ଗ୍ରାମକୁ ଯାଇ ଦୀର୍ଘ ଚାରିମାସ ହେବ କର୍କଟ ରୋଗରେ ପୀଡିତା ରମା ପରିଡାଙ୍କ ପରିବାରକୁ ସାକ୍ଷାତ କରି କିଭଳି ଭାବରେ ତାଙ୍କର ଚିକିତ୍ସା ଚାଲିଛି, ସେ ବିଷୟରେ ଆଲୋଚନା କରିଥିଲେ ।
Read More...

ଛତ୍ରପୁର ବିଧାୟକଙ୍କ ଦ୍ଵାରା ବଉଳଗାଁ ଗ୍ରାମପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତକୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ବୁଲି ଦେଖିଥିଲେ । ବିଧାୟକ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଉଦ୍‌ଘାଟନ କରିଥିଲେ । ନନ୍ଦପଣ୍ଡାପଲ୍ଲୀ ଗ୍ରାମରୁ ବିଧାୟକଙ୍କୁ ବିରାଟ ପଟୁଆରରେ ପାଛୋଟି
Read More...

ମାଘ ପୂର୍ଣ୍ଣିମାର ଚତୁର୍ଥ ଅମୃତ ସ୍ନାନ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ କୋଟି କୋଟି ଭକ୍ତ

ନୂଆଦିଲ୍ଲୀ, (ପିଆଇବି) : ବୁଧବାର ମାଘ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଅମୃତ ସ୍ନାନ ଅବସରରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ କୋଟି କୋଟି ଭକ୍ତ ବୁଡ ପକାଇଛନ୍ତି । ଭାରତୀୟଙ୍କ ସମେତ ଲକ୍ଷ ଲକ୍ଷ ବିଦେଶୀ ଭକ୍ତ ବି ଅମୃତ ସ୍ନାନ କରିଥିବା ସୂଚନା ମିଳିଛି । ବୁଧବାର
Read More...