Monthly Archives

February 2025

ନେତାଜୀଙ୍କ ଅପୂରିତ ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଲା ନାଟକ “ଅଗ୍ନିସ୍ନାତ”

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଡଃ. ବିଧୁପ୍ରଭା ରଥଙ୍କ ରଚିତ ସୋମନାଥ ବେହେରାଙ୍କ ନିର୍ଦ୍ଦେଶିତ ନାଟକ 'ଅଗ୍ନିସ୍ନାତ' ସଫଳତାର ସହ ମଞ୍ଚସ୍ଥ ହୋଇ ବୁଦ୍ଧିଜୀବୀ, ଯୁବଛାତ୍ର ତଥା ସଧାରଣ ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଛି । ପରାଧୀନ ଭାରତ
Read More...

ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ଅଭିନେତ୍ରୀ ଭୂମିକା ଦାଶଙ୍କ ନୃତ୍ୟ ଏବଂ କଣ୍ଠଶିଳ୍ପୀ ସୁଜ୍ଞାନୀ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ବାର୍ଷିକୀ ରାମଚଣ୍ଡୀ ମହୋତ୍ସବ ବିବିଧ ସାଂସ୍କୃତିକ ସମାରୋହ ମଧ୍ୟରେ ରବିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହେଇଯାଇଛି । ଛତ୍ରପୁର ନିକଟସ୍ଥ ମା' ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଏବଂ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ତିନିଦିନିଆ ସାଂସ୍କୃତିକ
Read More...

କ୍ଷୁଦ୍ର ଜଳସେଚନ କେନାଲ ନିର୍ମାଣରେ ନିମ୍ନମାନ କାର୍ଯ୍ୟକୁ ନେଇ
ଅଭିଯୋଗ ଆଣିଲେ ଦୁଧାରୀ ସମିତି ସଭ୍ୟା :

କୋରାପୁଟ, (ସୁନାମ ହନ୍ତାଳ) : ଜିଲ୍ଲାର ସେମିଳିଗୁଡା ବ୍ଳକ ଅନ୍ତର୍ଗତ ଦୁଧାରୀ ଡଙ୍ଗାମୁଣ୍ଡି ଏବଂ କାଳିଆଘାଟ ଠାରେ କେନାଲ ନିର୍ମାଣରେ ନିମ୍ନମାନ କାର୍ଯ୍ୟ ଚାଲିଛି ଭଳି ସାଙ୍ଘାତିକ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବା ପାଇଁ ଦୁଧାରୀ ସମିତି ସଭ୍ୟା ସୁଷମା ପାଙ୍ଗି ଅଭିଯୋଗ
Read More...

ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରି ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ । କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିବା ପରେ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀ ପ୍ରଧାନୀ । ଏହା ପୂର୍ବରୁ ସେ ରାଉରକେଲା ଜିଆରପି ଡିଏସପି ତଥା ତୁଷୁରା ଓ ପୁଇନ୍ତଲା
Read More...

ବିଜୁ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି କାଳୀନ ବୈଠକ :

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ, ଓ ସଂସ୍କୃତିକ ମହୋତ୍ସବ ୨୦୨୫ ପାଇଁ ଏକ ପ୍ରସ୍ତୁତି କାଳୀନ ବୈଠକ ସ୍ଥାନୀୟ, ଆଇଡିଏଲ ସମାଜ ମଙ୍ଗଳ କେନ୍ଦ୍ର
Read More...

ଏନ୍‌ଆଇଟିର ଆଷ୍ଟ୍ରୋନୋଏନ୍‌ ଆଇଟିଆର କ୍ଲବ୍‌ ସହଯୋଗରେ ଜ୍ୟୋତିର୍ବିଦ୍ୟା ସମ୍ପର୍କୀତ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜ୍ୟୋତିର୍ବିଦ୍ୟା ସମିତିର ସଚେତନତା ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପଦାର୍ଥ ବିଜ୍ଞାନ ବିଭାଗ ଏବଂ ଏନ୍‌ଆଇଟିର ଆଷ୍ଟ୍ରୋନୋଏନ୍‌ ଆଇଟିଆର କ୍ଲବ ସହଯୋଗରେ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ମାସିକ ଆଲୋଚନା ଆସର, ଗଳ୍ପ ପଠନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ତରଫରୁ ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ମାସିକ ଆଲୋଚନା ଆସର, ଗଳ୍ପ ପଠନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ମ୍ୟୁନିସିପାଲ କଲେଜର
Read More...

୨୦୨୫ – ୨୬ ବର୍ଷ ପାଇଁ ୨.୯୦ ଲକ୍ଷ କୋଟିର ଓଡ଼ିଶା ବଜେଟକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବ - ଧର୍ମେନ୍ଦ୍ର ପ୍ରଧାନଓଡ଼ିଶାର ପ୍ରଗତି ହେବା ଭଳି ବଜେଟ୍ ଉପସ୍ଥାପାନ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେଆଜିର ଲୋକକଲ୍ୟାଣକାରୀ ବଜେଟ୍ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନଏହି ବଜେଟ୍
Read More...

ନିୟମରାଜା ପର୍ବ ଭଣ୍ଡୁର କରିବାକୁ ଉଦ୍ୟମ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ନିୟମ ରାଜାଙ୍କ ପୂଜା ଭଣ୍ଡୁର ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛନ୍ତି ନିୟମଗିରି ସୁରକ୍ଷା ସମିତି ଆବାହକ ସିକକା ଲଦ । ସେ ଏକ ସାମ୍ବାଦିକ ସମିଳନୀ ଜରିଆରେ କହିଛନ୍ତି ଯେ, ନିୟମ ରାଜାଙ୍କ ପର୍ବ ପ୍ରତିବର୍ଷ ଆମେ ଏହି ମାସରେ କରିଆସୁଛୁ ।
Read More...

କନ୍ୟାଦାନ ପୂର୍ବରୁ ଗଲା ଜୀବନ, ୨୧ରେ ଥିଲା ଝିଅ ବାହାଘର ହେଲେ ଚାଲିଗଲା ବାପାଙ୍କ ଜୀବନ :

ଧଉଳି : ଆଉ ୪ ଦିନ ପରେ ଝିଅର ବାହାଘର ହୋଇଥାନ୍ତା । ଖୁବ୍‌ ଧୁମଧାମରେ ବାହାଘର କରିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ ବାପା । ହେଲେ ବିଧିର ବିଧାନ ଥିଲା ଅଲଗା । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାପା । ସୋମବାର ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ପୂବାଶାସନର ଏହି ଦୁଃଖଦ ଘଟଣା
Read More...