Monthly Archives

February 2025

ଶନିବାର କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର : ଶନିବାର କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କେନ୍ଦୁଝର ପୁରୁଣା ବଜାରରେ ନବନିର୍ମିତ ଆଶ୍ରମକୁ ଶନିବାର ଦିନ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କେନ୍ଦୁଝର
Read More...

ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଚନ୍ଦ୍ରଶେଖର

ଭୁବନେଶ୍ୱର : ଆଜି ଦେଇଥାନ୍ତେ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପୂର୍ବରୁ ଲିଭିଗଲା ଚନ୍ଦ୍ରଶେଖର ଜୀବନ ଦୀପ । ସୂଚନା ଅନୁସାରେ ସେ ଗତ ଦୁଇଦିନ ତଳେ ଭୋଜି ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କ ପେଟ କାଟିବାରୁ ପରିବାର ଲୋକେ ଗୋପାଳପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ ।
Read More...

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା

କଟକ : ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ-୨୦୨୫ ରେଗୁଲାର୍‌ ଓ ଏକ୍ସରେଗୁଲାର୍‌ ପରୀକ୍ଷା । ପ୍ରଥମ ଦିନ ଓଡ଼ିଆ ମାତୃଭାଷା ବିଷୟରୁ ପରୀକ୍ଷା ଆରମ୍ଭ । ରେଗୁଲାର୍‌ ଓ ଏକ୍ସରେଗୁଲାର୍‌ ଗୋଟିଏ ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ
Read More...

ନୂଆଦିଲ୍ଲୀରେ ଆସାମ ରାଇଫଲ୍ସ ଦ୍ୱାରା ଆୟୋଜିତ ‘ଏକତା ଉତ୍ସବ-ଏକ ସ୍ୱର, ଏକ ରାଷ୍ଟ୍ର “ଉତ୍ସବରେ ମୁଖ୍ୟ…

ମୋଦୀ ସରକାର ପର୍ଯ୍ୟଟନ ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଠାରୁ ଆରମ୍ଭ କରି ମହାକାଶ, କୃଷି ଠାରୁ ଆରମ୍ଭ କରି ଉଦ୍ୟମିତା ଏବଂ ବ୍ୟାଙ୍କିଙ୍ଗ ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଉତ୍ତର-ପୂର୍ବ ପାଇଁ ଅନେକ ବାଟ ଖୋଲିଛନ୍ତିମୋଦୀ ସରକାରଙ୍କ ଅଧୀନରେ
Read More...

ଲୁଚୁକିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୁଚୁକିବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ରାଜ କିଶୋର ବେହେରା ସଭାପତିତ୍ୱ କରିଥିବା ହେଳେ ଏଥିରେ ମୁଖ୍ୟ ଅତିଥିଭାବେ
Read More...

ଏଆଇ ଅବତାର ନିର୍ମାତା : କଳ୍ପନାକୁ ବାସ୍ତବ ରୂପ ଦିଅନ୍ତୁ

ନୂଆଦିଲ୍ଲୀ, (ପିଆଇବି) : ଏଆଇ ଅବତାରଗୁଡ଼ିକ ଡିଜିଟାଲ ଦୃଶ୍ୟପଟକୁ ପରିବର୍ତ୍ତନ କରିଚାଲିଛି । ସେମାନେ ବ୍ୟକ୍ତିଗତ, ଇଣ୍ଟରଆକ୍ଟିଭ୍, ଏଆଇ-ପରିଚାଳିତ ଡିଜିଟାଲ ବ୍ୟକ୍ତିତ୍ୱ ଉପସ୍ଥାପନ କରୁଛନ୍ତି ଯାହା ଭର୍ଚୁଆଲ ଜଗତରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରେ । ଏହି ଟେକ୍ନୋଲୋଜି ବିକଶିତ ହେବା
Read More...

୮୦ ଭାଗ ସ୍ଥାୟୀ ଶାରୀରିକ ଭିନ୍ନକ୍ଷମ ହୋଇ ବି ମିଳୁନି ୩୫୦୦ ଟଙ୍କା ଭତ୍ତା

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିଆଙ୍ଗବାଲି ପଞ୍ଚାୟତ ମଣିପୁର ଗ୍ରାମର ରାଧାନାଥ ପ୍ରଧାନ । ଯାହାଙ୍କୁ ୮୦ ଭାଗ ସ୍ଥାୟୀ ଶାରୀରିକ ଭିନ୍ନକ୍ଷମ ନେଇ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି । ଭତ୍ତା ଯୋଜନାରେ
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୩୦ ବର୍ଷର ଏବଂ ତାହା ଠାରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କର ୧୦୦% କଭରେଜ୍ ନିଶ୍ଚିତ…

● ଅଣସଂକ୍ରାମକ ରୋଗ ଯାଂଚ ଅଭିଯାନର ମୁଖ୍ୟ ଆକର୍ଷଣଗୁଡ଼ିକ ହେଉଛି ବ୍ୟାପକ ପ୍ରସାରଣ, ମଲ୍ଟି ଏଜେନ୍ସି ସହଯୋଗ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ବାସ୍ତବ ସମୟରେ ତଦାରଖ ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ର ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି
Read More...

ସିଟିକ୍ୱେଷ୍ଟ : ଭାରତର ରଙ୍ଗ

ଏକ କାର୍ଡ ଖେଳ ଭାରତର ସହରାଞ୍ଚଳ ବିକାଶକୁ ଜୀବନ୍ତ କରିଥାଏଫେବୃଆରି ୧୫ ସୁଦ୍ଧା ସିଟିକ୍ୱେଷ୍ଟ ପାଇଁ ୧୯୨୦ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ୱେଭ୍ସ ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତ ହେଉଛି ଏକ ଅଭିନବ ଶିକ୍ଷାଗତ ଖେଳ ଯାହା ମନୋରଞ୍ଜନ ଏବଂ ଆକର୍ଷଣୀୟ
Read More...

କଛାରପାଲି ଗ୍ରାମ ପରିଦର୍ଶନ କଲେ କେନ୍ଦ୍ରୀୟ ଡାକ୍ତରୀ ଦଳ

ଖୋଲା ଡ୍ରେନ ଯୋଗୁଁ ହେଉଛି ମଶା ବଂଶବୃଦ୍ଧି, ବ୍ୟାପୁଛି ଫାଇଲେରିଆଶତ ପ୍ରତିଶତ ଔଷଧ ସେବନର ଆବଶ୍ୟକତା ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଫାଇଲେରିଆ ରୋଗ ନିରାକରଣ ପାଇଁ ଚାଲିଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ଦଳ ବୁଧବାର ଦିନ
Read More...