Monthly Archives

February 2025

ଆଦିବାସୀ ଯୁବକଙ୍କୁ ବିପୁଳ ସମ୍ବର୍ଦ୍ଧନା

ଗାଁ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତିଭଳ ପାଠ ପଢ଼ି ମେଣ୍ଢା ଚରାଇବାକୁ କୁଣ୍ଠାବୋଧ କରୁନଥିଲେ ପଦ୍ମପୁର, (ନିରୋଜ କୁମାର ପାଣୀ) : ଦାରିଦ୍ର୍ୟତା ଆଗରେ ହାର ମାନିଛି କଠିନ ପରିଶ୍ରମର ସଫଳତା ଏକଥା ପ୍ରମାଣିତ କରିଛନ୍ତି ପାଇକମାଳ ବ୍ଲକ ଉପାନ୍ତ ଭେରୁଆମୁଣ୍ଡା ଗାଁର ଅଧିବାସୀ ଯୁବକ
Read More...

ମହାରାଷ୍ଟ୍ରର ପୁଣେରେ ପିଏମ୍‌ଏୱାଇ ଗ୍ରାମୀଣ (ପର୍ଯ୍ୟାୟ-୨)ର ୨୦ ଲକ୍ଷ ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ଏବଂ ୧୦ ଲକ୍ଷ…

ଦେଶରେ ପ୍ରଥମ ଥର ପାଇଁ ୨୦ ଲକ୍ଷ ହିତାଧିକାରୀଙ୍କର ନିଜସ୍ୱ ଘର ପାଇବାର ସ୍ୱପ୍ନ ଏକାସାଙ୍ଗରେ ପୂରଣ ହେଉଛିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ମହାରାଷ୍ଟ୍ର ସର୍ବାଧିକ ସଂଖ୍ୟକ ବାସଗୃହ ପାଇଛିଘର ସହିତ
Read More...

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୧ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଜ୍ଞାନ, ବିଜ୍ଞାନ ଓ

• ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହେଉଛି ଦେଶର ଅମୂଲ୍ୟ ଐତିହ୍ୟ• ଆଗାମୀ ଦିନରେ ଡିୟୁ ହେବ ବିଶ୍ୱର ଜ୍ଞାନ ପେଣ୍ଠସ୍ଥଳୀ• ଏହା କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ବରଂ ଏକ କ୍ଷୁଦ୍ର ଭାରତ• ମୂଳ ବିଷୟ ସହିତ ଯୋଡ଼ି ହୋଇ ହିମାଳୟ ଭଳି ଦୃଷ୍ଟିକୋଣରେ ଭବିଷ୍ୟତକୁ ଦେଖିବା ନୂଆଦିଲ୍ଲୀ/ଭୁବନେଶ୍ୱର,
Read More...

ଚନ୍ଦନଭାଟି ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଓ ମାଁଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ ପାଇଁ ଆଞ୍ଚଳିକ ସଭା…

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଚନ୍ଦନଭାଟି ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଓ ମାଁଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ ପାଇଁ ଦୁର୍ଗାମଣ୍ଡପ ପରିସରରେ ଆଞ୍ଚଳିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚନ୍ଦନଭାଟି ଆଖପାଖ ୧୪ଟି ଗାଁର ଭଦ୍ରବ୍ୟକ୍ତି ମାନେ ଯୋଗହେଇଥିଲେ । ଆସନ୍ତା
Read More...

ଜୟ ଡଙ୍ଗରବୁଢ଼ା ଫୁଟବଲ ପ୍ରତିଯୋଗିତା : ହଳଦୀ ଫାଇନାଲରେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳପଡ଼ିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା ଫୁଟବଲ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ଖେଳ ହଳଦୀ ଫୁଟବଲ୍ ଦଳ ଓ ସିହିନି ଫୁଟବଲ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିହିନି ଫୁଟବଲ୍ ଦଳକୁ
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଶାସ୍ତ୍ରୀ ନଗର ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଶାସ୍ତ୍ରୀ ନଗର ପାଠାଗାର ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ ଓ ଶିବିରର ଆୟୋଜନ କରାଯଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଗ ଓ ପ୍ରାଣାୟାମ ପାଇଁ ପରାମର୍ଶ,
Read More...

ଓଡ଼ିଶା ଆନ୍ତଃ-ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର ଚତୁର୍ଥ ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏକ ସୁନ୍ଦର ପରିବେଶକୁ ଆଗେଇ ନେଇ ଅତି ଚମତ୍କାର ପରିଚାଳନା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର ଚତୁର୍ଥ ଦିନର କାର୍ଯ୍ୟକ୍ରମ ଅତି ରୋମାଞ୍ଚକର ଥିଲା । ଭଞ୍ଜ
Read More...

ଓଡ଼ିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ଆଉ ନାହାନ୍ତି । ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ
Read More...

ପୁରା ସମ୍ମାନର ସହ କିଟ୍‌ରେ ପଢିବେ ନେପାଳର ଛାତ୍ରଛାତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍‍ଜୁ ରାନା ଦେଉବାଙ୍କ ସହ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି
Read More...

କୋର୍ଟରୁମ୍‌ରୁ ‘ସ୍ପାଇଡର-ମ୍ୟାନ୍’ ଭଳି ଫେରାର ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ : ସାଉଥ୍‌ ଆଫ୍ରିକାର ଜୋହାନ୍ସବର୍ଗ କୋର୍ଟରେ ଏକ ଅଜବ ଘଟଣା ଘଟିଛି । ଜଣେ ଅଭିଯୁକ୍ତ ସେଠାରୁ ସ୍ପାଇଡର-ମ୍ୟାନ ଷ୍ଟାଇଲ୍‌ରେ ଫେରାର ହେବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଘଟଣା କୋର୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଠିଆ କରିଦେଇଛି । ଘଟଣା
Read More...