Monthly Archives

February 2025

ମହାଶିବରାତ୍ରି ପାଇଁ ଦେବଗିରିରେ ପ୍ରସ୍ତୁତି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରର ବହୁ ପୁରାତନ ଦେବଗିରି ଧାମ ଶୈବପୀଠରେ । ଏହି ମନ୍ଦିର କଲ୍ୟାଣସିଂହପୁର ଠାରୁ ଦେବଗିରି ୨ କି.ମି. ଦୂରରେ ଅବସ୍ଥିତ । ଜାଗର ଦିନ ଠାରୁ
Read More...

ଚନ୍ଦନଭାଟି ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ସକାଶେ ଶୁଭସ୍ତମ୍ଭ ସ୍ଥାପନ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଫାଲ୍ଗୁନ କୃଷ୍ଣ ପକ୍ଷ ଦଶମୀ ତିଥିରେ ଚନ୍ଦନଭାଟି ଗ୍ରାମର ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନା କରାଯାଇଛି । ଏହି ଅବସରରେ ଦୁର୍ଗା ମନ୍ଦିର କମିଟି ତରଫରୁ ବ୍ରାହ୍ମଣମାନଙ୍କୁ ଯଜ୍ଞ ପାଇ ନିମନ୍ତ୍ରଣ କରା ଯାଇଥିଲା । ଏହି ଯଜ୍ଞରେ
Read More...

ଛତରପୁର କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ଅବସରରେ ଧିରେନ୍ଦ୍ର ଶାସ୍ତ୍ରୀ

ଛତରପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଛତରପୁରରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି । ଏହି ହସ୍ପିଟାଲର ନିର୍ମାଣ ବାଗେଶ୍ୱର ଧାମ ସରକାର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ କରାଉଛନ୍ତି । ପ୍ରଧାନମନ୍ତ୍ରୀ ବାଗେଶ୍ୱର ଧାମରେ ‘ବାଲାଜୀ କ୍ୟାନସର ଇନିଷ୍ଟିଚ୍ୟୁଟ ଆଣ୍ଡ
Read More...

ଗଂଜାମ ବ୍ଲକ୍ ଯୋଗାଣ ମନ୍ତ୍ରୀଙ୍କ ଗସ୍ତ

ଲକ୍ଷ୍ମୀପୁର ଧାନମଣ୍ଡିରେ କଲେ ସମୀକ୍ଷା ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗସ୍ତ କରିଥିଲେ । ମନ୍ତ୍ରୀଙ୍କ ଅଚାନକ ଗସ୍ତକୁ ନେଇ ବ୍ଲକ ଯୋଗାଣ ବିଭାଗ ହଡବଡେଇ ଯାଇଥିଲେ । ଶ୍ରୀ ମହାପାତ୍ର ଏହି ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତ
Read More...

୧୯୮୮ ବ୍ୟାଚ୍‌ର ସପରିବାର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ବ୍ରିଟିଶ ଅମଳରେ ସ୍ଥାପିତ ହୋଇଥିବା ରାଜବୋଡାସମ୍ବର ହାଇସ୍କୁଲର ୧୯୮୮ ମସିହା ମ୍ୟାଟ୍ରିକ ବ୍ୟାଚ୍‌ର ସପରିବାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଲଖମରା ନିକଟସ୍ଥ ଦେବଦର୍ହା ଶିବ ମନ୍ଦିର ଠାରେ ୬୦ରୁ
Read More...

ମାସକ ଭିତରେ ଶୁଣାଣି, ନ୍ୟାୟ ଅପେକ୍ଷାରେ ପ୍ରଫେସର ଦଂପତି

ବଲାଙ୍ଗିର : ବହୁ ଚର୍ଚ୍ଚିତ ପାଟଣାଗଡର ପାର୍ସଲବୋମା ଘଟଣାକୁ ସାତବର୍ଷ ପୂରିଛି । ସାତବର୍ଷ ଭିତରେ ପାର୍ସଲ ବୋମାକୁ ନେଇ ଜାତୀୟ ସ୍ତରରେ ଖବର ହେବା ସାଂଗକୁ ସିନେମା ହୋଇ ରୁପେଲି ପରଦାକୁ ବି ଆସିଛି । ଆଉ ଏ ଘଟଣାର ଏକମାତ୍ର ଅଭିଯୁକ୍ତ ପୁଜିଂଲାଲ ମେହେର ବି ଜେଲ ଭିତରେ ଥାଇ ସାମ୍ବାଦିକତା
Read More...

ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖା ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଓଡିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗିର ଶାଖା ତରଫରୁ ତା.୨୨.୦୨.୨୦୨୫ ଏବଂ ତା.୨୩.୦୨.୨୦୨୫ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିବସରେ ଅତିଥି ଭାବରେ ଓଡିଶା ସୂଚନା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍
Read More...

ଦେଓଗାଁରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା

ମୁକୁଳା ଡ୍ରେନ ନେବ ଜୀବନଔଷଧ ଖାଇବା ପରେ ବି ବଢ଼ୁଛି ଫେଲେରିଆ ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ଫେଲେରିଆ ନିରାକରଣ ପାଇ ସଚେତନ କରି ଲୋକଙ୍କୁ ଔଷଧ ଖାଇବାକୁ ଦେଉଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ଫେଲେରିଆ ରୋଗ ଉପର ମୁହାଁ ହେଉଥିବାରୁ ଚିନ୍ତା ଜନକ
Read More...

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ପ୍ଲାଣ୍ଟ୍ ଶ୍ରୀମନ୍ଦିର ପୂଜା ଫୁଲ, ତୁଳସୀ, ବର୍ଜ୍ୟରେ ହେବ ଜୈବିକ ଖତ

ପୁରୀ : ଶ୍ରୀମନ୍ଦିରରୁ ଦୈନିକ ଠାକୁରଙ୍କ ବ୍ୟବହାର ପରେ ବାହାରୁଥିବା ପୂଜା ଫୁଲ, ତୁଲସୀ, ବ୍ୟବହୃତ ଅନୁପଯୋଗୀ ମହାପ୍ରସାଦ, ନଡ଼ିଆ କତା, କଦଳୀ ପତ୍ର ସମେତ ରୋଷଘରୁ ବାହାରୁଥିବା ପରିବା ଚୋପା ପ୍ରଭୃତି ବ୍ୟବହାର କରାଯାଇ ଏହି ଜୈବିକ ଖତ ଓ ବାୟୋଗ୍ୟାସ୍‌ ପ୍ରସ୍ତୁତ କରାଯିବ । ପିଜିସିଆଇଏଲ୍‌
Read More...