Daily Archives

ହାତୀ ଆକ୍ରମଣରେ ପାରାଗାର୍ଡଙ୍କ ମୃତ୍ୟୁ ଘଟଣା

କ୍ଷତିପୂରଣ ଦାବିରେ ଶବ ରଖି ମୁଖ୍ୟରାସ୍ତା ଅବରୋଧ, ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ତିଖାଲୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୩୫ ଟିକିଆ ହାତୀପଲ ଥିବା ବେଳେ ମଙ୍ଗଳବାର
Read More...

ଟ୍ରକରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର : ଟିଟିଲାଗଡ଼ରୁ ଆସୁଛି ଏକ ବଡ଼ ଖବର । ଟ୍ରକରେ ହୁ ହୁ ହୋେଇ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ଦେବବନ୍ଦ ଜଙ୍ଗଲ ନିକଟ ଏକ ଟ୍ରକରେ ହଠାତ ନିଆଁ ଲାଗିଥିଲା । ଘଟଣାର ଖବର ପାଇଁ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍‌ତ୍ତ କରିଥିଲା ।
Read More...

ମହାଶିବରାତ୍ରି ପାଇଁ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ରାଜ୍ୟରେ ଥିବା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସହରର କୁମୁଡା ପାହାଡ଼ ଉପରେ ପ୍ରଭୁ ଧବଳେଶ୍ଵର ବାବାଙ୍କ ପୀଠ ଅବସ୍ଥିତ । ଏହି ମନ୍ଦିରର ବିଶେଷତ୍ଵ ହେଲା ପାହାଡ ଭିତର ଗୁମ୍ଫାରେ ଆବିର୍ଭାବ ହୋଇଛନ୍ତି ପ୍ରଭୁ ଧବଳେଶ୍ଵର । ଏହି
Read More...

ସଇଁତଲାରେ ମହାଶିବରାତ୍ରି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଂସ ଦରବାର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଲାନ୍ଥନଦୀ କୂଳରେ ଥିବା ଭୂତେଶ୍ୱର ବାବା ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମହାଶିବରାତ୍ରି ମେଳା ଉପଲକ୍ଷେ ମଙ୍ଗଳବାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ
Read More...

ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାୱାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ ପ୍ରଶାସନକୁ କଲେ ନାକେଦମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାୱାରକୁ ଚଢ଼ିଗଲେ ଯୁବକ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁରେ । ସୂଚନା ଯୋଗ୍ୟ ଯେ, ଖମାରମୁଣ୍ଡା ଗାଁ ସିଦ୍ଧେଶ୍ୱର ଭୋଇ (୩୨)
Read More...

ବୈପାରୀଗୁଡା ବ୍ଲକର ବିଭିନ୍ନ ଶୈବପୀଠ ମାନଙ୍କରେ ଧୁମଧାମରେ ପାଳନ ହେଉଛି ମହାଶିବରାତ୍ରି

ବୈପାରୀଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଶୈବପୀଠ ଗୁପ୍ତେଶ୍ୱର ଧାମରେ ଲାଗିଛି ଭକ୍ତଙ୍କ ଭିଡ଼ । ମହାଶିବରାତ୍ରି ଓ ଜାଗର ଯାତ୍ରା ଉପଲକ୍ଷେ ବୈପାରୀଗୁଡା ବ୍ଲକରେ ଥିବା ଦକ୍ଷିଣ ଓଡିଶାର ପ୍ରମୁଖ ଶୈବପୀଠ ଗୁପ୍ତେଶ୍ୱର ଧାମରେ ଓଡିଶା ସହ ପଡୋଶୀ ରାଜ୍ୟ ତଥା ଛତିଶଗଡ, ଆନ୍ଧ୍ରପ୍ରଦେଶ,
Read More...

ବୁଟି ବାବା ବନଔଷଧୀ ବଗିଚା ଶୁଭ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ନିକଟରେ ଗୁରୁଣ୍ଡା ଯିବା ରାସ୍ତାରେ ବୁଧବାର ବୁଟି ବାବା ବନ ଔଷଧୀ ବଗିଚାର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ୮୯ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ସମାରୋହ ପାଳିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ସପ୍ତାହ ବ୍ୟାପି ୮୯ ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପୀ ବିଭିନ୍ନ ପ୍ରାନ୍ତରେ ନଗର ପରିଭ୍ରମଣ,
Read More...

ଡାକ୍ତର ସ୍ୱାଧୀନ ରଥଙ୍କୁ ସେବାରତ୍ନ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଡାକ୍ତର ସ୍ୱାଧୀନ ରଥଙ୍କୁ ସେବାରତ୍ନ ସମ୍ମାନ ମିଳିଛି । ଡାକ୍ତର ରଥଙ୍କ ଆଦର୍ଶତା, ତ୍ୟାଗପୂର୍ଣ୍ଣ ସେବା, ଉତ୍ସର୍ଗୀକୃତ
Read More...

ଜାଗର ଯାତ୍ରା ଧୁମ୍‌ଧାମ୍‌ରେ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମହାଶିବରାତ୍ରି ଉପଲକ୍ଷେ ପ୍ରତ୍ୟେକ ଶୈବପୀଠରେ ଜାଗର ଯାତ୍ରା ପାଳନ ହେଉଥିବା ଦେଖିବାକୁ ମିଳିଛି । କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ରାମଲିଙ୍ଗେଶ୍ୱର ସୁଲିପର, ସୁନାଖଣ୍ଡି, ପୂଜାରିଗୁଡା, ଜିଲୁଣ୍ଡା ଓ କଲ୍ୟାଣସିଂହପୁରର ପ୍ରସିଦ୍ଧ ଦେବଗିରି ଧାମ
Read More...