Daily Archives

ଚନ୍ଦନଭାଟି ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଓ ମାଁଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ ପାଇଁ ଆଞ୍ଚଳିକ ସଭା…

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଚନ୍ଦନଭାଟି ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଓ ମାଁଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ ପାଇଁ ଦୁର୍ଗାମଣ୍ଡପ ପରିସରରେ ଆଞ୍ଚଳିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚନ୍ଦନଭାଟି ଆଖପାଖ ୧୪ଟି ଗାଁର ଭଦ୍ରବ୍ୟକ୍ତି ମାନେ ଯୋଗହେଇଥିଲେ । ଆସନ୍ତା
Read More...

ଜୟ ଡଙ୍ଗରବୁଢ଼ା ଫୁଟବଲ ପ୍ରତିଯୋଗିତା : ହଳଦୀ ଫାଇନାଲରେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳପଡ଼ିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା ଫୁଟବଲ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ଖେଳ ହଳଦୀ ଫୁଟବଲ୍ ଦଳ ଓ ସିହିନି ଫୁଟବଲ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିହିନି ଫୁଟବଲ୍ ଦଳକୁ
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଶାସ୍ତ୍ରୀ ନଗର ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଶାସ୍ତ୍ରୀ ନଗର ପାଠାଗାର ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ ଓ ଶିବିରର ଆୟୋଜନ କରାଯଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଗ ଓ ପ୍ରାଣାୟାମ ପାଇଁ ପରାମର୍ଶ,
Read More...

ଓଡ଼ିଶା ଆନ୍ତଃ-ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର ଚତୁର୍ଥ ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏକ ସୁନ୍ଦର ପରିବେଶକୁ ଆଗେଇ ନେଇ ଅତି ଚମତ୍କାର ପରିଚାଳନା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର ଚତୁର୍ଥ ଦିନର କାର୍ଯ୍ୟକ୍ରମ ଅତି ରୋମାଞ୍ଚକର ଥିଲା । ଭଞ୍ଜ
Read More...

ଓଡ଼ିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ଆଉ ନାହାନ୍ତି । ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ
Read More...

ପୁରା ସମ୍ମାନର ସହ କିଟ୍‌ରେ ପଢିବେ ନେପାଳର ଛାତ୍ରଛାତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍‍ଜୁ ରାନା ଦେଉବାଙ୍କ ସହ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି
Read More...

କୋର୍ଟରୁମ୍‌ରୁ ‘ସ୍ପାଇଡର-ମ୍ୟାନ୍’ ଭଳି ଫେରାର ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ : ସାଉଥ୍‌ ଆଫ୍ରିକାର ଜୋହାନ୍ସବର୍ଗ କୋର୍ଟରେ ଏକ ଅଜବ ଘଟଣା ଘଟିଛି । ଜଣେ ଅଭିଯୁକ୍ତ ସେଠାରୁ ସ୍ପାଇଡର-ମ୍ୟାନ ଷ୍ଟାଇଲ୍‌ରେ ଫେରାର ହେବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଘଟଣା କୋର୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଠିଆ କରିଦେଇଛି । ଘଟଣା
Read More...

ଏମ୍.ଗଣ୍ଡପାଲି ସ୍କୁଲର ବାର୍ଷିକୋତ୍ସବ

ଆତ୍ମବିଶ୍ୱାସ ଦୃଢ ହେଲେ ସଫଳତା ସୁନିଶ୍ଚିତ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଏମ୍‌.ଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଉନସିଲର ରେଣୁକା ସାହୁ ମୁଖ୍ୟ
Read More...

ଜୁଆ ଆଡ୍ଡା ଉପରେ ଚଢ଼ଉ କଲା ଟିଟିଲାଗଡ଼ ପୋଲିସ : ୫ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ଯୋଗଦେବା ପରେ ପ୍ରଥମେ ସଡ଼କ ସୁରକ୍ଷା ସଚେତନତା ରାଲି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଙ୍ଗଠନଙ୍କ ସହଯୋଗରେ ଆୟୋଜନ କରିଥିଲେ । ଏହାପରେ ଟିଟିଲାଗଡ଼ ଅଞ୍ଚଳରେ କିଛି ଦିନ ହେବ ବୃଦ୍ଧି
Read More...

କୁମ୍ଭାରଖୁନ ଠାରେ ପୋଲିସର ଜନସମ୍ପର୍କ ଶିବିର ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ କିପରି ସୁସମ୍ପର୍କ ରହିବ ସେନେଇ ବେଲପଡା ପୋଲିସ ବହୁତ ଭଲ ପଦକ୍ଷେପ ନେଇଛି । ଆଜି ବେଲପଡା ବ୍ଲକ ବାଗଦୋର ଗ୍ରାମପଞ୍ଚାୟତର କୁମ୍ଭାରଖୁନ ଖେଳ ପଡିଆ ଠାରେ ପୋଲିସର ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ
Read More...