Daily Archives

କ୍ଷୁଦ୍ର ଜଳସେଚନ କେନାଲ ନିର୍ମାଣରେ ନିମ୍ନମାନ କାର୍ଯ୍ୟକୁ ନେଇ
ଅଭିଯୋଗ ଆଣିଲେ ଦୁଧାରୀ ସମିତି ସଭ୍ୟା :

କୋରାପୁଟ, (ସୁନାମ ହନ୍ତାଳ) : ଜିଲ୍ଲାର ସେମିଳିଗୁଡା ବ୍ଳକ ଅନ୍ତର୍ଗତ ଦୁଧାରୀ ଡଙ୍ଗାମୁଣ୍ଡି ଏବଂ କାଳିଆଘାଟ ଠାରେ କେନାଲ ନିର୍ମାଣରେ ନିମ୍ନମାନ କାର୍ଯ୍ୟ ଚାଲିଛି ଭଳି ସାଙ୍ଘାତିକ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବା ପାଇଁ ଦୁଧାରୀ ସମିତି ସଭ୍ୟା ସୁଷମା ପାଙ୍ଗି ଅଭିଯୋଗ
Read More...

ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରି ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ । କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିବା ପରେ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀ ପ୍ରଧାନୀ । ଏହା ପୂର୍ବରୁ ସେ ରାଉରକେଲା ଜିଆରପି ଡିଏସପି ତଥା ତୁଷୁରା ଓ ପୁଇନ୍ତଲା
Read More...

ବିଜୁ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି କାଳୀନ ବୈଠକ :

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ, ଓ ସଂସ୍କୃତିକ ମହୋତ୍ସବ ୨୦୨୫ ପାଇଁ ଏକ ପ୍ରସ୍ତୁତି କାଳୀନ ବୈଠକ ସ୍ଥାନୀୟ, ଆଇଡିଏଲ ସମାଜ ମଙ୍ଗଳ କେନ୍ଦ୍ର
Read More...

ଏନ୍‌ଆଇଟିର ଆଷ୍ଟ୍ରୋନୋଏନ୍‌ ଆଇଟିଆର କ୍ଲବ୍‌ ସହଯୋଗରେ ଜ୍ୟୋତିର୍ବିଦ୍ୟା ସମ୍ପର୍କୀତ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜ୍ୟୋତିର୍ବିଦ୍ୟା ସମିତିର ସଚେତନତା ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପଦାର୍ଥ ବିଜ୍ଞାନ ବିଭାଗ ଏବଂ ଏନ୍‌ଆଇଟିର ଆଷ୍ଟ୍ରୋନୋଏନ୍‌ ଆଇଟିଆର କ୍ଲବ ସହଯୋଗରେ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ମାସିକ ଆଲୋଚନା ଆସର, ଗଳ୍ପ ପଠନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ତରଫରୁ ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ମାସିକ ଆଲୋଚନା ଆସର, ଗଳ୍ପ ପଠନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ମ୍ୟୁନିସିପାଲ କଲେଜର
Read More...

୨୦୨୫ – ୨୬ ବର୍ଷ ପାଇଁ ୨.୯୦ ଲକ୍ଷ କୋଟିର ଓଡ଼ିଶା ବଜେଟକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବ - ଧର୍ମେନ୍ଦ୍ର ପ୍ରଧାନଓଡ଼ିଶାର ପ୍ରଗତି ହେବା ଭଳି ବଜେଟ୍ ଉପସ୍ଥାପାନ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେଆଜିର ଲୋକକଲ୍ୟାଣକାରୀ ବଜେଟ୍ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନଏହି ବଜେଟ୍
Read More...

ନିୟମରାଜା ପର୍ବ ଭଣ୍ଡୁର କରିବାକୁ ଉଦ୍ୟମ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ନିୟମ ରାଜାଙ୍କ ପୂଜା ଭଣ୍ଡୁର ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛନ୍ତି ନିୟମଗିରି ସୁରକ୍ଷା ସମିତି ଆବାହକ ସିକକା ଲଦ । ସେ ଏକ ସାମ୍ବାଦିକ ସମିଳନୀ ଜରିଆରେ କହିଛନ୍ତି ଯେ, ନିୟମ ରାଜାଙ୍କ ପର୍ବ ପ୍ରତିବର୍ଷ ଆମେ ଏହି ମାସରେ କରିଆସୁଛୁ ।
Read More...

କନ୍ୟାଦାନ ପୂର୍ବରୁ ଗଲା ଜୀବନ, ୨୧ରେ ଥିଲା ଝିଅ ବାହାଘର ହେଲେ ଚାଲିଗଲା ବାପାଙ୍କ ଜୀବନ :

ଧଉଳି : ଆଉ ୪ ଦିନ ପରେ ଝିଅର ବାହାଘର ହୋଇଥାନ୍ତା । ଖୁବ୍‌ ଧୁମଧାମରେ ବାହାଘର କରିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ ବାପା । ହେଲେ ବିଧିର ବିଧାନ ଥିଲା ଅଲଗା । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାପା । ସୋମବାର ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ପୂବାଶାସନର ଏହି ଦୁଃଖଦ ଘଟଣା
Read More...

ହିନ୍ଦୁ ମହାବିଦ୍ୟାଳୟର ୧୨୬ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀ

ଗବେଷଣା, ଉଦ୍ଭାବନ, ଉଦ୍ୟମିତା ଏବଂ ସମାଧାନର କେନ୍ଦ୍ରବିନ୍ଦୁ ହେଉ ହିନ୍ଦୁ କଲେଜ - ଧର୍ମେନ୍ଦ୍ର ପ୍ରଧାନହିନ୍ଦୁ ମହାବିଦ୍ୟାଳୟ ଶିକ୍ଷାର ଏକ ପ୍ରତିଷ୍ଠିତ ମନ୍ଦିରଏହି କଲେଜ୍ ଭାରତର ବୌଦ୍ଧିକ, ସାଂସ୍କୃତିକ ଏବଂ ଜାତୀୟ ପରିଚୟକୁ ନୂଆ ଆକାର ଦେଇଛି୨୦୪୭ ସୁଦ୍ଧା ବିକଶିତ ଭାରତ ସମସ୍ତ
Read More...

ମେ ୧ରୁ ମୁମ୍ବାଇରେ ହେବ କ୍ରିଏଟ୍‍ ଇନ୍‍ ଇଣ୍ଡିଆ ଆନିମେ ଏବଂ ମାଙ୍ଗା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, (ପିଆଇବି) : ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଏବଂ ଜିଓ ୱାର୍ଲ୍ଡ ଗାର୍ଡେନ୍ସରେ ଆୟୋଜିତ ହେବାକୁ ଯାଉଛି ଓ୍ୱେଭ୍ସ ଆନିମେ ଓ ମାଙ୍ଗା ଚ୍ୟାଲେଞ୍ଜ । ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଭାରତୀୟ ମିଡିଆ ଏବଂ ମନୋରଞ୍ଜନ ସଂଘ (MEAI) ସହଯୋଗରେ
Read More...