Daily Archives

ଧୁମ୍‌ଧାମ୍‌ରେ ପାଳିତ ହେଲା ଟିଟିଲାଗଡ଼ ହେଲୋ କିଡ୍ସ ପ୍ଲେ ସ୍କୁଲର ବାର୍ଷିକ ଗ୍ରାଜୁଏସନ ସେରିମନି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ର ହେଲୋ କିଡ୍ସ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ତଥା ଗ୍ରାଜୁଏସନ ସେରିମନି ସ୍କୁଲ ପରିଚାଳକ ଫେଜ ମହମ୍ମଦ ଖାଁଙ୍କ ଅଧ୍ୟକ୍ଷତାରେ ରବିବାର ସଂଧ୍ୟାରେ ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ
Read More...

ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଅନ୍ନପ୍ରସାଦ ବଣ୍ଟନ କଲେ ବିଧାୟକଙ୍କ ସହ ଜିଲ୍ଲାପାଳ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ସହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଅଛି । ମନ୍ଦିର ନିର୍ମାଣ କମିଟି ରାଜେନ୍ଦ୍ର ମେହେରଙ୍କ
Read More...

ଜାମସେଠରେ ଅଷ୍ଟ ପ୍ରହରୀ ନାମଯଜ୍ଞ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବକ୍ଲ ଜାମସେଠ ଗ୍ରାମର କଟାପଡାସ୍ଥିତ କାଳୀ ମନ୍ଦିର ଓ ମହାକାଳେଶ୍ଵର ମନ୍ଦିରର ପରିସରରେ ରବିବାର ଅଷ୍ଟ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଶନିବାର ସକାଳେ କଳସାଧିବାସ ପରେ ନାମାରମ୍ଭ ହୋଇଥିଲା । କର୍ତ୍ତା ଭାବରେ ଦାମୋଦର
Read More...

ବାଇକ ଧକ୍କାରେ ଜଣେ ମୃତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ରାସ୍ତାକଡ଼ରେ ଛିଡ଼ା ହେବା ହେଲା କାଳ । ବାଇକ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗୋହିରିଆପଦର ଛକ ଠାରେ ବାଇକ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଥାନା
Read More...

ଭେରୁଆମୁଣ୍ଡା ଲଗାଣ ବର୍ଷା ଘରଭଙ୍ଗା ଘଟଣା

୭ ମାସ ବିତିଗଲା ପଛେ ସରକାରୀ ସହାୟତା ପାଇ ନାହାନ୍ତି ସିଙ୍ଘରାଜ ପରିବାର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଗାଁର ସ୍କୁଲ ପଡ଼ାରେ ରହନ୍ତି ସିଙ୍ଘରାଜ ବିଭାରଙ୍କ ପରିବାରରେ ରହନ୍ତି ୭ ଜଣ । ସିଙ୍ଘରାଜଙ୍କ ପତ୍ନୀ
Read More...

ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ – ବାଚସ୍ପତି ସୁରମା ପାଢୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ରହିଥିଲା ଗୁରୁତ୍ୱପୂର୍ଣ୍ଣ । ଯାହାକି, ବ୍ରହ୍ମପୁର ସହରରୁ ଓଡ଼ିଶାର ସର୍ବପ୍ରଥମେ ପ୍ରକାଶ ପାଇଥିବା "ଦୈନିକ ଆଶା" ଓଡିଶାର ଗର୍ବ ଓ ଗୌରବର ବାର୍ତ୍ତା ବହନ କରିଆସୁଥିଲା । ଦୈନିକ ଆଶା
Read More...

ତୋଷାଳୀ ମହୋତ୍ସବରେ କୋଶଳି ଡେରା ସମ୍ମାନିତ

ତୁଷୁରା, (କେପିଏନ୍‌ଏସ୍‌) : ତୋଷରା ସରସ୍ୱତୀ ବିଦ୍ୟା ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ଚାଲିଥିବା ତୋଷାଳୀ ମହୋତ୍ସବ - ୨୦୨୫ ଅବସରରେ ନିଷାନ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସମୟରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଳି ଡେରାକୁ
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଦ୍ୱିତୀୟ ଦିନ

ଓଡ଼ିଆ ଭାଷା ବିକାଶ ମଞ୍ଚର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଦ୍ୱିତୀୟ ଦିବସରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର
Read More...

ପାୟଲର ୩୭ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ନୃତ୍ୟ ଓ କଳାନୁଷ୍ଠାନ ପାୟଲର ୩୭ତମ ବାର୍ଷିକୋତ୍ସବ ରିଦିମ୍ ୨୦୨୫ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପାୟଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଗୁରୁ କେତକୀ ଭଟ୍ଟାଚାର୍ଯ୍ୟ, ସଭାପତି କୃଷ୍ଣଲାଲ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତା ଓ ଅନିଲ
Read More...

ମୁରିବାହାଲ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ଖଡ଼ିଆଳକୁ ହରାଇ ନକଟାଶର ସେମିରେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ହାଇସ୍କୁଲ ଖେଳପଡିଆରେ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୁଲ୍ୟରେ ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ରବିବାର ଅନୁଷ୍ଠିତ ଖଡିଆଳ ଓ ନକଟାଶର ଦଳ ମଧ୍ୟରେ
Read More...