Monthly Archives

January 2025

ଐତିହାସିକ ପର୍ଯ୍ୟଟନ ସ୍ଥଳି ରାମଗଡଠାରେ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲି ୨୦୧୦ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ…

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲିର ୨୦୧୦ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ ଉତ୍ସବ ଐତିହାସିକ ତଥା ପର୍ଯ୍ୟଟନ ସ୍ଥଳି ରାମଗଡଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ କର୍ମ ନିଯୋଜନ ହେଇଥିବା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ରେ ଏକାଧିକ ରେଳ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ

ସଂପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ଆହୁରି ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେପ୍ରଧାନମନ୍ତ୍ରୀ ତେଲଙ୍ଗାନାର ଚାର୍ଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନକୁ ଉଦ୍‌ଘାଟନ କରିବେପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ
Read More...

ଆରମ୍ଭ ହେଲା ସର୍ବଭାରତୀୟ ବହୁଭାଷୀ ନାକଟ ସମାରୋହ ମଠଖାଇ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଭୂମିକା' ଓ 'ମଠଖାଇ ମହୋତ୍ସବ ପାଳନ କମିଟି' ପକ୍ଷରୁ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାକଟ ସମାରୋହ ମଠଖାଇ ମହୋତ୍ସବ ଗତକାଲି ସଂଧ୍ୟାରେ ଆରମ୍ଭ ହୋଇଯାଇଛି । ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ
Read More...

ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

• ସମ୍ବଲପୁର ହେବ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳି - ଧର୍ମେନ୍ଦ୍ର ପ୍ରଧାନ• ସମ୍ବଲପୁରରେ ବ୍ୟବସାୟର ବାତାବରଣ ତିଆରି କରିବା ଦିଗରେ ଚାମ୍ବର୍ ଅଫ କମର୍ସର ଅବଦାନ ଅତୁଳନୀୟ• ସମ୍ବଲପୁରର ମୂଳ ଅର୍ଥନୀତି ହେଉଛି ବାଣିଜ୍ୟ• ଶିଳ୍ପ ସମେତ ସ୍ଥାନୀୟ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ପରିବର୍ତ୍ତନ
Read More...

ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପତଂଜଳୀ ଯୋଗ ପରିବାର ଆନୁକୂଲ୍ୟରେ ସେକ୍ଟର-୧୯, କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଓ ଯଜମାନ ଗଙ୍ଗାଧର ଦାଶ ଓ ତାଙ୍କ
Read More...

ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି…

ସାହିବାବାଦ ଏବଂ ନ୍ୟୁ ଅଶୋକ ନଗର ମଧ୍ୟରେ ନମୋ ଭାରତ କରିଡରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ପରେ ଦିଲ୍ଲୀକୁ ମିଳିଲା ପ୍ରଥମ ନମୋ ଭାରତ ସଂଯୋଗ୧୦୦୦ କିଲୋମିଟରରେ ପହଞ୍ଚିଲା ଭାରତର ମେଟ୍ରୋ ନେଟୱାର୍କ, ଏହା ଏକ ଉଲ୍ଲେଖନୀୟ ସଫଳତା : ପ୍ରଧାନମନ୍ତ୍ରୀ'ମେକ୍ ଇନ୍ ଇଣ୍ଡିଆ' ସହ 'ହିଲ୍ ଇନ୍
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ

• ଉଚ୍ଚ ଶିକ୍ଷା ସହ ସାମାଜିକ ସମସ୍ୟାର ସମାଧାନର ରାସ୍ତା ବାହାର କରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ - ଧର୍ମେନ୍ଦ୍ର ପ୍ରଧାନ• ରାଜ୍ୟରେ ପାନୀୟଜଳ, ସ୍ୱାସ୍ଥ୍ୟ, କ୍ୟାନସର ମୁକାବିଲା, ଚାଷୀ ସମସ୍ୟା ଏବଂ ପରିବେଶ ସୁରକ୍ଷାର ଦାୟିତ୍ୱ ନିଅନ୍ତୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ•
Read More...

ଗଞ୍ଜାମ ଜିଲ୍ଲା ହେଡ୍-କ୍ୱାଟର ଛତ୍ରପୁର ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ମିଳିବ : ସ୍ଵାସ୍ଥ୍ୟ ମନ୍ତ୍ରୀ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ନବନିର୍ମିତ ନିଃଶୁଳ୍କ ଡାୟାଲିସସ୍ ସେବା ସେଣ୍ଟରର ଆନୁଷ୍ଠାନିକ ଉଦ୍‌ଘାଟନ
Read More...

ନୃସିଂହନାଥରୁ ପୁରୀକୁ ବସ୍‌ ସେବା ଯୋଗାଇ ଦେବାକୁ ପରିବହନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ବାଣିଜ୍ୟ, ପରିବହନ, ଇସ୍ପାତ, ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମନ୍ତ୍ରୀ ମହୋଦୟ ସନ୍ଧ୍ୟାରେ ନୂଆପଡାରୁ ବରଗଡ଼ ଯାଉଥିବା ବେଳେ କେତେକ ସଚେତନ କର୍ମୀ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ
Read More...

ତେଲିଙ୍ଗିବାଜା ପତ୍ରିକାର ନୂଆବର୍ଷ ସଂଖ୍ୟା ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସରୁ ପ୍ରକାଶ ପାଇ ଆସୁଥିବା ତ୍ରୟମାସିକ ଶିଶୁ-କିଶୋର ପତ୍ରିକା ତେଲିଙ୍ଗିବାଜାର ନୂଆବର୍ଷ ସଂଖ୍ୟା ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କାଦମ୍ବିନୀ ପତ୍ରିକା ହାଟରେ ବରିଷ୍ଠ ଶିଶୁ-ସାହିତ୍ୟିକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ ଲେଖକ
Read More...