Monthly Archives

January 2025

ବ୍ରହ୍ମପୁର ଉପଖଣ୍ଡରେ ଚୂଡାନ୍ତ ଭୋଟର ତାଲିକା -୨୦୨୫ ପ୍ରକାଶିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡରେ ୧୧୫୫ ବୁଥ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଚୂଡାନ୍ତ ଭୋଟର ତାଲିକା - ୨୦୨୫ ପ୍ରକାଶିତ ହୋଇଯାଇଛି । ଉପଖଣ୍ଡସ୍ତରରେ ଉପ ଜିଲ୍ଲାପାଳ ଦୀନା ଦସ୍ତଗୀର ଏହି ଭୋଟର ତାଲିକାକୁ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ପ୍ରକାଶିତ
Read More...

ମେଣ୍ଡାରେ ୩ୟ ବାରପାହାଡ ମହୋତ୍ସବ

“ପୁରାତନ ମେଣ୍ଡାଗଡତି ଅଞ୍ଚଳକୁ ବ୍ଲକଘୋଷଣା କରାଯାଉ” ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଐତିହାସିକ ମେଣ୍ଡା ଗାଁର ସାଗରତଳଛକ ଠାରେ ୩ୟ ବାରପାହାଡ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ୩ତାରିଖରୁ ଏହା ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ
Read More...

୧୨ରେ କେନ୍ଦ୍ର ସାହିତ୍ୟ ଅକାଡେମୀର ଯୁବ ପୁରସ୍କାର ସମାରୋହ

ପୁରସ୍କାର ପ୍ରାପକ ସମ୍ମିଳନୀ ୧୩ରେପୁରସ୍କୃତ ହେବେ ୨୪ଟି ଭାରତୀୟ ଭାଷାର ଯୁବ ଲେଖକ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାନୁଆରି ୧୨ ଓ ୧୩ ତାରିଖରେ ଭୁବନେଶ୍ୱରରେ ସାହିତ୍ୟ ଅକାଡେମୀର ଯୁବ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ । ୧୨ ତାରିଖ ସନ୍ଧ୍ୟା ୫ଟାରେ ଉତ୍କଳ ବିଶ୍ୱ ବିଦ୍ୟାଳୟର
Read More...

ଲାଞ୍ଚ ମାଗି ଖାଇଗଲେ ଜିଓ ଟେକ ଖୋଦ ଅଭିଯୋଗ ଆଣିଲେ ଦିବ୍ୟାଙ୍ଗ ଗୋଲାପ ବାଗ

ତୁରେକେଲା ବ୍ଲକରେ ଆବାସ ଯୋଜନା ପାଇଁ ଚାଲିଛି ଲାଞ୍ଚ କାର୍ବାର ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଉପାନ୍ତ ପଂଚୟତରେ ଲାଞ୍ଚ କାର୍ବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଲାଂଚ ନଦେଲେ ଫାଇଲ ଓଲଟ ପାଲଟ । ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର । ଧନୀ
Read More...

ଝାରବନ୍ଧ ବ୍ଲକରେ ମଣ୍ଡି ବ୍ୟବସ୍ଥା ପ୍ରହସନ

ବ୍ୟପାରୀ ଏବଂ ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଛି ଧାନ କିଣା ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବିଭିନ୍ନ ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ ଭାବେ ବ୍ୟପାରୀ, ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଛି । ପ୍ରସାଶନର ଅପାରଗପଣିଆ ଯୋଗୁଁ ମଣ୍ଡି
Read More...

୧୪ରୁ ଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମଧ୍ୟ ଇଂରାଜୀ ବିଦ୍ୟାଳୟର ଆସନ୍ତା ୧୪ ଏବଂ ୧୫ ତାରିଖରେ ଶତବାର୍ଷିକୀ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି । ଏହି ଅବସରରେ ଗୁଦେରପାଲି ଗାଁ ମୁଣ୍ଡରେ ୨୦ ଫୁଟ୍‌ ଉଚ୍ଚତା ଏବଂ ୨୪ ଫୁଟ
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଶୁଭ ଉଦ୍‌ଘାଟନ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କଂସର ପଞ୍ଚାୟତ ଅନ୍ତର୍ଗତ ଗଡ଼ଭାଟି ଗ୍ରାମରେ ଉପ ସ୍ଵାସ୍ଥ୍ୟକେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଉଦ୍‌ଘାଟନ କରିଥିଲେ ।
Read More...

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାୟଗଡା ସବ ଡିଭିଜନ ଅଫିସ ସହ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ
Read More...

କଳାହାଣ୍ଡି ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତ ତାଲିକାକୁ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ, କଳାହାଣ୍ଡି ପାୱାର ସଚିନ ପ୍ରକାଶ ଆଜି ପ୍ରକାଶନ କରିଛନ୍ତି । ଏଥିରେ ଜିଲ୍ଳାର ୭୭- ଲାଞ୍ଜିଗଡ଼, ୭୮- ଜୁନାଗଡ, ୭୯- ଧର୍ମଗଡ଼, ୮୦-
Read More...

ପ୍ରଫେସର ଡଃ. ଦତ୍ତେଶ୍ୱର ହୋତାଙ୍କୁ ମଠଖାଇ ସମ୍ମାନ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୬ତମ ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ ଯୋଗଦାନ କରିଛନ୍ତି । ଅଶୋକ ଦାସ ସଭାପତିତ୍ୱରେ ଆୟୋଜିତ ସଭାରେ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସମାଜକୁ ସଚେତନ କରିବା ପାଇଁ ନାଟ୍ୟ
Read More...