Monthly Archives

January 2025

ବିଜେପୁରରେ ପାଚିକା ପ୍ରଶିକ୍ଷଣ ଶିବିର : ପ୍ରଦର୍ଶିତ ଖାଦ୍ୟ ମେଳାରେ ଅଭିଭାବକ ବିମୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପାଚିକା ସହାୟିକାଙ୍କ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏ ମୁଖ୍ୟ ଅତିଥି
Read More...

କ୍ଷୀରସାଗର ସାହୁ ହେଲେ ଜଗଦଲପୁର ବିଜେପି ମଣ୍ଡଳ ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜଗଦଲପୁର ବିଜେପିର ମଣ୍ଡଳ ସଭାପତି ଭାବେ କ୍ଷୀରସାଗର ସାହୁ ମନୋନୀତ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର ସାଂଗଠନିକ ନିର୍ବାଚନ ଭିତ୍ତିରେ ଓଡ଼ିଶାର ପ୍ରତ୍ୟେକ ମଣ୍ଡଳର ସଭାପତି ଚୟନ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ
Read More...

ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ଡି. ଶ୍ରୀରାମ ମୂର୍ତ୍ତିଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଜଣେ ସ୍ୱନାମଧନ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ଡି. ଶ୍ରୀରାମ ମୂର୍ତ୍ତି (୮୮)ଙ୍କ ଗତକାଲି ରାତ୍ର ୨ଘଣ୍ଟା ୪୦ ମିନଟ୍ ସମୟରେ ତାଙ୍କର ହଉସିଂ ବୋର୍ଡ଼ ନିକଟସ୍ଥ ହରିହର ନଗର ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ଦେହାନ୍ତ
Read More...

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୬ତମ ସାଧାରଣତନ୍ତ୍ର ଦିବସ-୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଜାତୀୟ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସେ
Read More...

୨୦୨୫ ଜାନୁଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ ‘ବିକଶିତ ଭାରତ ଯୁବ ନେତୃତ୍ୱ…

ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଯୋଗଦାନର ଏକ ଐତିହାସିକ ମାଇଲଖୁଣ୍ଟଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ସିଧାସଳଖ ବିକଶିତ ଭାରତ ପାଇଁ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବେ ଯୁବବର୍ଗବିଶିଷ୍ଟ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ପାଇବେ ପ୍ରତିଯୋଗୀ ନୂଆଦିଲ୍ଲୀ, (ପିଆଇବି) :
Read More...

ଭୁବନେଶ୍ୱରରେ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ରେ କେନ୍ଦ୍ରମନ୍ତ୍ରୀ
ବିଶ୍ୱ ମାନଚିତ୍ରରେ ଓଡ଼ିଶାର ପରିଚୟ

• ଓଡ଼ିଆ ସମାଜର ଚରିତ୍ରକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ତଥା ରାଜନୈତିକ ଓ କୁଟନୈତିକ ସ୍ତରରେ ରଖି ଆମ ରାଜ୍ୟର ମର୍ଯ୍ୟାଦା ବଢ଼ାଇଥିବାରୁ ଧନ୍ୟବାଦ• ୟୁଏସ୍‌, ଓମାନ ଓ କାତାରରୁ ଆସିଥିବା ପ୍ରତିନିଧି ଦଳ, ଭାରତୀୟ ପ୍ରବାସୀଙ୍କ ସହ କଥା ହେଲେ• ନ୍ୟୁଜ ୱିକ ସିଇଓ ଡକ୍ଟର ଦେବ ପ୍ରଗାଡଙ୍କୁ
Read More...

ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେବାକୁ ଦିଲ୍ଲୀ ଯିବେ ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅତିଥି ଭାବରେ ଦିଲ୍ଲୀକୁ ଯିବା ପାଇଁ ଅତିଥିଙ୍କ ନାମ ବାହାରିଛି । ବିଭିନ୍ନ ଜିଲ୍ଲାରୁ ବଛା ହୋଇଥିବା ତଥା ନିଜ ଅଞ୍ଚଳରେ ଭଲ କାମ କରୁଥିବା ବ୍ୟକ୍ତି ତଥା ପ୍ରତିଭାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ
Read More...

ଟିଟିଲାଗଡ଼ କିରାନା ଆସୋସିଏସନର ତୃତୀୟ ଥର ପାଇଁ ସଭାପତି ମନୋନୀତ ହେଲେ ପ୍ରଭାକର ସରାଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ କିରାନା ଆସୋସିଏସନର ନୂଆବର୍ଷ ବନ୍ଧୁମିଳନ ସହ ଆସନ୍ତା ବର୍ଷ ପାଇଁ ନୂତନ ସଭାପତି ଚୟନ ପାଇଁ ଏକ ବୈଠକ ହରିଶଙ୍କର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍ଘର ସଦସ୍ୟମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କଣ କଣ ପଦକ୍ଷେପ ଗ୍ରହଣ
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ରାଜ୍ୟ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଜାନୁୟାରୀ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏଆଇଟିୟୁସି ପରିଚାଳିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର କଲେଜ ଛକ ନିକଟସ୍ଥ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁଯାଉଛି । ଉକ୍ତ
Read More...

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ ଓଡ଼ିଶାର ଗଜପତି ଜିଲ୍ଲା ଗସ୍ତକରି…

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଳ ଖଡସେ ଓଡ଼ିଶାର ଗଜପତି ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଏ ଅଂଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଗଜପତି ଜିଲ୍ଲାର ମୁନିସିଙ୍ଗ
Read More...