Monthly Archives

January 2025

ରାଜ୍ୟସ୍ତରୀୟ ବଡଟିକା କପ୍ ଫୁଟବଲ୍ : ପଞ୍ଚମ ଦିବସରେ ସମ୍ବଲପୁର ଏଫସି ସେମି ଫାଇନାଲକୁ ପ୍ରବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବଡଟିକା କ୍ରୀଡାସଂଘ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ସମ୍ବଲପୁର ଏଫସି ଦଳ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡକୁ ୨- ୦ ଗୋଲରେ ପରାସ୍ତ କରି ପୁଲ - ବିର ସେମି ଫାଇନାଲକୁ ଉନ୍ନୀତ
Read More...

ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗରଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ
Read More...

ଦିବ୍ୟଦୃଷ୍ଟି ଯୋଜନାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରତିଷ୍ଠିତ ସରକାରୀ ଅନସ୍ଲୋ ହାଇସ୍କୁଲର ମେଇନ୍ ହଲ୍‌ରେ ବିଭିନ୍ନ ସରକାରୀ ସ୍କୁଲ୍ ତଥା ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।
Read More...

କୁର୍ଲୁବାହାଲ ହାଇସ୍କୁଲ ସ୍କାଉଟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୁର୍ଲୁବାହାଲ ହାଇସ୍କୁଲଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ହାଇସ୍କୁଲ ଖେଳ ଶିକ୍ଷକ ତଥା ସ୍କାଉଟ ଶିକ୍ଷକ ବିନୋଦ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମଧୁସୂଦନ ସ୍କାଉଟ ଟ୍ରୁପ, ସ୍କୁଲର ସମସ୍ତ
Read More...

ପାଇକମାଲରେ ଦାଦନ ଶ୍ରମିକ ଶବ ରଖି ରାସ୍ତାରୋକ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମୁଖ୍ୟ ଛକରେ ଶୁକ୍ରବାର ରାସ୍ତାରୋକ ଆନ୍ଦୋଳନ ହୋଇଯାଇଛି । ଦାଦନ ଶ୍ରମିକର ଶବକୁ ରଖି ଆନ୍ଦୋଳନ କରିଥିଲେ ଲୋକେ । ମୃତକ ଜଣକ ହେଲେ ପାଇକମାଲ ବ୍ଲକ କାଂସଡା ପଂଚାୟତ ବରପାଲି ଗ୍ରାମର ଜୟସିଂ ବିଶ୍ୱାଳ (୨୫) ପ୍ରାପ୍ତ ବିବରଣୀରୁ
Read More...

ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନର ପ୍ରଥମ ଅର୍ଘ୍ୟ କିଛି ସ୍ମୃତି କିଛି ସଂଗୀତ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ଅର୍ଘ୍ୟ କିଛି ସ୍ମୃତି କିଛି ସଂଗୀତ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ନିଶିପଦ୍ମା ନନ୍ଦଙ୍କ ଆବାହକତ୍ଵ ଓ ଉପଦେଷ୍ଟା ଜଗନ୍ନାଥ
Read More...

ଅସହାୟଙ୍କ ଅକୁହା କଥା : ଜୀବନରେ ଘର ଖଣ୍ଡେ ପାଇବି ତ’ !

ତୁରେକେଲା, (ପିତାମ୍ବର ଦୀପ) : ମୋ' କପାଳରେ ସରକାରୀ ଆବାସ ଘର ଟିଏ ସପନ ହୋଇଛି । ମତେ ୭୮ବର୍ଷ ହେଲାଣି । ଆଉ କେତେ ଦିନ ବଞ୍ଚିବି ? ୨୦ବର୍ଷରୁ ଅଧିକ ହେବ ମୋ ସ୍ୱାମୀ ଆରପାରିକୁ ଚାଲିଗଲେଣି । ମତେ ଏକୁଟିଆ ବଞ୍ଚିବାକୁ ପଡୁଛି । ମୋର ନିଜର ବୋଲି କେହି ନାହିଁ । ଅଣ୍ଟା ମୋଡି ହୋଇ ବଙ୍କା
Read More...

ଖଗେଶ୍ୱର ସାହିତ୍ୟ କଳା ପରିଷଦର ପ୍ରସ୍ତୁତି

ଫେବୃୟାରୀ ୧୯ରେ ବଛର୍‌କିଆ ଉଛବ୍‌ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଅଧ୍ୟାପକ ଡ. ଚିନ୍ମୟ ସାହୁ, କଣ୍ଠଶିଳ୍ପୀ ସୁଷମା ଭୋଇ,
Read More...

ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ’ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାଗରପଡାରେ ଥିବା ‘ଟି ବକ୍ସ କେଫେ’ରେ ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ କାର୍ଯ୍ୟକ୍ରମ ଆୟୁଷ କୁମାର ସାହୁଙ୍କ ଦ୍ୱାରା ସଂଘଟିତ କରାଯାଇଛି । ଯୁବ ଅନୁଷ୍ଠାନ ସାମ୍‌-ଏ-ମେହେଫିଲ ଓ ପରିବାର -ଏ-ଅଲଫାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ନାରୀ ଶିକ୍ଷାର ଜନନୀ ତଥା ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ଜ୍ଞାନଜ୍ୟୋତି ମାତା ସାବିତ୍ରୀବାଇ ଫୁଲେଙ୍କ ପ୍ରତିମୂର୍ତ୍ତି ବଲାଙ୍ଗିର ସହର ଉପକଣ୍ଠରେ ସ୍ଥାପନ
Read More...