ସୁକତେଲ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁକତେଲ ମହୋତ୍ସବର ଦ୍ୱିତୀୟ ଦିବସ ସନ୍ଧ୍ୟାରେ କଳାକାର ସମାବେଶ ହୋଇଥିଲା । ବଲାଙ୍ଗିର ଜିଲ୍ଲାର ବହୁ କଳାକାର ଯୋଗଦେଇ କଳା ପରିବେଷଣ ସହ କଳାକାରଙ୍କ ବିଭିନ୍ନ ଅସୁବିଧା ଉପରେ ଆଲୋଚନା କରିଥିଲେ । ସରକାରଙ୍କ ଯୋଜନା ସବୁ କଳାକାର ଯେମିତି ପାଇ ଲାଭାନ୍ୱିତ ହୋଇ!-->…
Read More...
Read More...