Monthly Archives

January 2025

ଯୁବା ଦିବସରେ ଗାୟତ୍ରୀ ପରିବାରର ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଅର୍ଯ୍ୟ ସମାଜ ମନ୍ଦିରରେ ଦିନ ୧୧ଟା ସମୟରେ ଗାୟତ୍ରୀ ପରିବାର ଦ୍ୱାରା ଅନ୍ତଃରାଷ୍ଟ୍ରୀୟ ଯୁବା ଦିବସ ଶୁଭ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପବିତ୍ର ବେହେରା
Read More...

୩ ଜଣ ଲୁଟେରାଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଉକା ଦେଖି ଲୁଟ୍‌ କରୁଥିଲେ ବଲାଙ୍ଗିର ସହରରେ । ଆଉ ଲୁଟ୍‌ ପରେ ସିଧା ତାମିଲନାଡ଼ୁକୁ ଫେରାର୍‌ ହୋଇଯାଉଥିଲେ । ଆମେ କହୁଛୁ ବଲାଙ୍ଗିର ଟାଉନ ପୋଲିସ ଦ୍ୱାରା ଗିରଫ ହୋଇଥିବା ୩ ଜଣ ଲୁଟେରାଙ୍କ କଥା । ଏ ସଂପର୍କରେ ବଲାଙ୍ଗିର ପୋଲିସ ପକ୍ଷରୁ ଟାଉନ ଥାନାରେ ଏକ
Read More...

ଅଶୁର୍ଲା-ଖଇରଭାଡ଼ି ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ଦାବି : ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସୀ ସଜବାଜ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ସାପ୍ତାହିକ ବଜାର ଠାରେ ବିଶିଷ୍ଟ ସମାଜସେବୀ ଦୁର୍ଦ୍ଦକ୍ଷ ହଂସଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କପିଳାଭଟା ପଂଚାୟତ ଅନ୍ତର୍ଗତ ଅଶୁର୍ଲା ଗ୍ରାମରୁ ନୂଆପଡା ଜିଲ୍ଲା
Read More...

ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗରୁଡ଼ଧ୍ୱଜ ବେହେରାଙ୍କ ସଭାପତିତ୍ୱରେ
Read More...

ଏନ୍‌ଏସ୍‌ଏସ୍‌ ତ୍ରିଦିବସୀୟ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଆନୁକୂଲ୍ୟରେ ତ୍ରିଦିବସୀୟ ସ୍ୱେଚ୍ଛାସେବୀ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତା.୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଶିବିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଚାଲିଛି ।
Read More...

ଆମର୍ ସାହିତ୍ୟ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସ୍ଥାନୀୟ ରାଜୀବ ଟାଉନ୍ ହଲରେ ଦୁବାଇ ପ୍ରବାସୀ ପ୍ରଶାନ୍ତ କୁମାର ମେହେରଙ୍କ ଆବାହକତ୍ୱ ତଥା କେଶରଞ୍ଜନ ପ୍ରଧାନ ଓ ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ତୃତୀୟ "ଆମର ସାହିତ୍ୟ ଉତ୍ସବ୍" ଏକ ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଧାନମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଲେ ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ପାଇଁ ଧାନମଣ୍ଡି ଖୋଲା ଯାଇଥିବା ବେଳେ କେତେକ ମଣ୍ଡିରେ ଚାଷୀ ଅନେକ ସମସ୍ୟା ଭୋଗୁଥିବା ଖବର ସାମ୍ନାକୁ ଆସୁଛି । ଏଭଳି ସ୍ଥିତି ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି
Read More...

କୈବଲ୍ୟ ସାହିତ୍ୟ ସଂସଦର ପ୍ରବାସୀ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଏବଂ କୈବଲ୍ୟ ୱାର୍ଲ୍ଡ ଲିଟ୍‌ରେଚର୍‌ ଫୋରମ୍ ତରଫରୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ଆଧ୍ୟାତ୍ମିକ କୈବଲ୍ୟ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନିରାଡମ୍ବର ଭାବେ ପୂର୍ବରୁ ସ୍ଥିରୀକୃତ
Read More...

ଭବାନୀପାଟଣାରୁ ଅଯୋଧ୍ୟାକୁ ଗଡିଲା ସ୍ଵତନ୍ତ୍ର ସରକାରୀ ବସ୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମହାକୁମ୍ଭ ମେଳା ଦର୍ଶନ ନିମନ୍ତେ କଳାହାଣ୍ଡି ଜିଲ୍ଲାର ଯାତ୍ରୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍‌ ରବିବାର ଭବାନୀପାଟଣା ନୂଆ ବସଷ୍ଟାଣ୍ଡରୁ ବାହାରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ନୂଆ ବସ୍‌ଷ୍ଟାଣ୍ଡରେ କଳାହାଣ୍ଡି ସାଂସଦ ମାଳବିକା ଦେଓ,
Read More...

ମ. ରାମପୁର ଠାରେ ବ୍ଲକ ସ୍ତରୀୟ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉତ୍‌ଯାପିତ

ଶ୍ରେଷ୍ଠ ଆୟୋଜକ ପଞ୍ଚାୟତ ଭାବେ ମଦନପୁର ପୁରସ୍କୃତ ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଠାରେ ଶୁକ୍ରବାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନଙ୍କ ସଭାପତିତ୍ୱରେ ମହା ସମାରୋହରେ କଳାହାଣ୍ଡି ଜିଲ୍ଲାର ସଂସ୍କୃତି, ପରମ୍ପରାର ଗର୍ବର
Read More...