ଜିଲ୍ଲା ଯକ୍ଷ୍ମା ନିରାକରଣ ବିଭାଗ ପକ୍ଷରୁ ସଚେତନତା ରାଲି
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ମାଟିଖାଲ ଛକ ଠାରୁ କଣମଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜିଲ୍ଲା ଯକ୍ଷ୍ମା ନିରାକରଣ ବିଭାଗ ପକ୍ଷରୁ ଆମ ଦେଶକୁ ଟି.ବି. ମୁକ୍ତ କରିବା ନେଇ ଏକ ସଚେତନତା ରାଲି ବାହାରିଥିଲା । ଛତ୍ରପୁର!-->…
Read More...
Read More...