ଶ୍ରୀରାମ ମନ୍ଦିର ନିର୍ମାଣର ଏକ ବର୍ଷ ପୂର୍ତ୍ତି : ଅମ୍ୱାଦଳାରେ ରାମଲାଲାଙ୍କ ପାଇଁ ଶୋଭାଯାତ୍ରା
ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ଅଯୋଧ୍ୟାର ଭଗବାନ ଶ୍ରୀରାମ ମନ୍ଦିରର ପବିତ୍ର ଶୁଭ ଲୋକାର୍ପଣର ସ୍ମୃତି ଅବସରରେ ଅମ୍ୱାଦଳା ଅଞ୍ଚଳରେ ଏକ ଭକ୍ତି ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାମ ମନ୍ଦିର ନିର୍ମାଣର ଏକ ବର୍ଷ ପୂର୍ତ୍ତି ଅବସରରେ ଅମ୍ୱାଦଳା ଅଞ୍ଚଳର ରାମ ଓ ଶ୍ୟାମ!-->…
Read More...
Read More...