Monthly Archives

January 2025

ବାଙ୍କେଲ-ରଣାବନ୍ଧ ଗ୍ରାମରୁ ୨ଲକ୍ଷ ଟଙ୍କା ମୂଲ୍ୟର ୧୫୦ରୁ ଅଧିକ ଚୋରା କେନ୍ଦୁକାଠ ଗଣ୍ଡି ସହ ଟ୍ରକ ଓ ବାଇକ୍ ଜବତ, ପୁଣି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଡଙ୍ଗାବାଞ୍ଜି ସେକ୍ସନ ରଣାବନ୍ଧ ଗ୍ରାମରୁ ବାଙ୍କେଲ ଖେଳପଡିଆ ରାସ୍ତାରେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରି ଚୋରାଚାଲାଣ ହେଉଥିବା ମୂଲ୍ୟବାନ କେନ୍ଦୁକାଠ ସହ ଏକ ଟ୍ରକ ଓ ବାଇକକୁ ଜବତ କରାଯାଇଛି । ୫ଦିନ ପୁର୍ବରୁ
Read More...

ଡେଲାଙ୍ଗରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସାଧରଣତନ୍ତ୍ର ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ ଜାତୀୟ ପତାକା
Read More...

ମାରୱାଡି ସେବାସଦନରେ ଜାତୀୟ ପତାକା ଉତ୍ତୋଳନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟି ପାଇଁ ଗଣତନ୍ତ୍ର ଶାସନ ନ୍ରୂଆ ନୁହେଁ । ଏହି ଅଂଚଳରେ ୯୦୦ ବର୍ଷ ପୂର୍ବେ ଗଣତନ୍ତ୍ର ଶାସନ ଥିଲା । ଆମ ଲୋକେ ନିଜେ ନିଜର ଶାସକ ଚୟନ କରୁଥିଲେ । ଶାସନ କରୁଥିବା ଲୋକେ ଭୁଲ ରାସ୍ତାରେ ଶାସନ କଲେ ତାଙ୍କୁ ଭୋଟ ମାଧ୍ୟମରେ ଶାସନ ଗାଦିରୁ ହଟାଇ
Read More...

ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆଇନ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜିବ କୁମାର ପ୍ରଧାନ ପତାକା ଉତ୍ତୋଳନ କରିଥିଲେ । ୧୯୫୦ ଜାନୁୟାରୀ ୨୬ ତାରିଖରେ ବ୍ରିଟିଶ ସାମ୍ବାଧାନିକ ବ୍ୟବସ୍ଥାର
Read More...

ଶିଶୁ ବିକାଶ କେନ୍ଦ୍ରର ମାଣିଜ୍ୟ ଜୟନ୍ତୀ ଅବସରରେ ଉତ୍ତମ ଶିଶୁ ସ୍ୱାସ୍ଥ୍ୟ ପ୍ରଦର୍ଶନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁ ବିକାଶ କେନ୍ଦ୍ରର ମାଣିଜ୍ୟ ଜୟନ୍ତୀ ଅବସରରେ ଶିଶୁ ବିକାଶ କେନ୍ଦ୍ର ଓ ଗୋପବନ୍ଧୁ କ୍ଲବର ସହଯୋଗରେ ଗୋପବନ୍ଧୁ ନଗରରେ ଉତ୍ତମ ଶିଶୁ ସ୍ୱାସ୍ଥ୍ୟ ପ୍ରଦର୍ଶନୀ ଓ ରୂପସଜ୍ଜା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଡା. ଅଶୋକ କୁମାର ସେଠୀ ଓ ଡା. ଭାରତୀ ଦାସ
Read More...

ଗୁରୁଣ୍ଡା ଗ୍ରାମରେ ଅନୁଷ୍ଠିତ ବ୍ଲକସ୍ତରୀୟ ତୈଳିକ ବୈଶ୍ୟ ସମାଜର ବିରାଟ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଖେଳପଡିଆଠାରେ ରବିବାର ବ୍ଳକସ୍ତରୀୟ ତୈଳିକ ବୈଶ୍ୟ ସମାଜର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମାଜର ନାଏକ ଲିଙ୍ଗରାଜ ସାହୁ ଓ ଚିନ୍ମୟ ସାହୁଙ୍କ ଦ୍ଵାରା
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି । ନିଜ ନିଜ କାର୍ଯ୍ୟଲୟରେ ଦିବସକୁ ପାଳନ କରିବା ପରେ
Read More...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଐତିହାସିକ ଦ୍ୱିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଲେ…

ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଆମେ ଏକାଠି କାମ କରିବୁ : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ
Read More...

ଦ୍ୱିତୀୟ ଦିବସରେ ଢୁଲୁସର ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଜେଏଫ୍‌ଏ ଢୁଲୁସର ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଢୁଲୁସର ଖେଳପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ୍‌ ତରଫରୁ ଅନୁଷ୍ଠିତ ବିନୋଦ ସ୍ମାରକୀ ଫୁଟବଲ ଦ୍ୱିତୀୟ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଜେଏଫ୍‌ଏ ଢୁଲୁସର ବନାମ କୋଷ୍ଠାଲ
Read More...

ସରକାରୀ ଆୟୁର୍ବେଦିକ କଲେଜର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ସୌମ୍ୟାଶ୍ରୀଙ୍କୁ ଡା. ସୁଶୀଲ କୁମାର ମେହେର ସ୍ମାରକୀ ସ୍ୱର୍ଣ୍ଣପଦକ ଏବଂ ସନ୍ଦୀପଙ୍କୁ ଶ୍ରେଷ୍ଠ ଛାତ୍ର ସଂଘ ସଦସ୍ୟ ସମ୍ମାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇ ଦିନ ଧରି ଚାଲିଥିବା ସରକାରୀ ଆୟୁର୍ବେଦିକ କଲେଜର ବାର୍ଷିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ
Read More...