Monthly Archives

January 2025

କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ପାଇଁ ବିଧାୟକଙ୍କ ବୈଠକ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ କମିଟିର ଏକ ବୈଠକ ସ୍ଥାନୀୟ ହରି ଭବନ ଠାରେ ସନ୍ଧ୍ୟା ୭ଟାରେ ଆୟୋଜିତ ହୋଇଯାଇଛି । କମିଟିର ଆବାହକ ପୁଷ୍ପକେତୁ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ କଣ୍ଟାବାଞ୍ଜି ବିଧାୟକ ତଥା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ
Read More...

ମାଁ ମଝିଘରିଆଣୀ ଦାନ ହୁଣ୍ଡିରୁ ବାହାରିଲା ଗଦା ଗଦା ଟଙ୍କା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦୀର୍ଘ ୧୦ ଘଣ୍ଟାର ଗଣତି ପରେ ଶେଷହେଲା ଟଙ୍କା ଗଣତି । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିରରୁ ୯ଟି ହୁଣ୍ଡିର ଗଣତି ଶେଷ ହୋଇଯାଇଛି । ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା, ୯୩ ଗ୍ରାମରୁ ଅଧିକ ସୁନା, ୨ କେଜି ୧୭୦ ଗ୍ରାମ
Read More...

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି କେନ୍ଦ୍ରଗୃହ ତଥା ସମବାୟ…

ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ 'ମହାକୁମ୍ଭ'ରେ ଶ୍ରଦ୍ଧାଳୁ ସନ୍ଥମାନଙ୍କ ଉପସ୍ଥିତିରେ ସ୍ନାନ କରିବା ପରେ ଅତ୍ୟନ୍ତ ଆନନ୍ଦିତ ଓ ଭାବପ୍ରବଣମହାକୁମ୍ଭ ଦେଶବାସୀଙ୍କ ମଧ୍ୟରେ ସନାତନ ପରମ୍ପରା ପ୍ରତି ଏକତା ଓ ଗର୍ବର ଭାବନା ବଢ଼ାଉଛିସଙ୍ଗମ କୂଳରେ ପରିବାର
Read More...

ଟିଟିଲାଗଡ଼ ନିକଟସ୍ଥ ଡଙ୍ଗରପଡ଼ା ନିକଟରେ ହାତୀପଲ : ବନ ବିଭାଗ ଅଧିକାରୀ ଓ ପୋଲିସ ଅଧିକାରୀ ମୁତୟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ମହୁଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡ଼ା ନିକଟରେ ହାତୀପଲ ଥିବା ସୁଚନା ମିଳିଛି । ତେବେ ସେଠାକାର ଲୋକ ହାତୀ ଦେଖି ସେମାନଙ୍କରମାନଙ୍କର ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଥିବା ଦେଖିବାକୁ ମିଳିଛି । ତେବେ
Read More...

ଛତ୍ରପୁର ରୋଗୀ କଲ୍ୟାଣ ସମିତିର ଆନୁଷ୍ଠାନିକ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସେମିନାର ହଲରେ ରୋଗୀ କଲ୍ୟାଣ ସମିତିର ଏକ ଆନୁଷ୍ଠାନିକ ବୈଠକ ମେଡିକାଲ ସୁପରିନଟେନଡଣ୍ଟ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ହସ୍ପିଟାଲର ଭିତ୍ତିଭୂମିକୁ ଆଧାର କରି ଅନ୍ୟାନ୍ୟ
Read More...

ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ୍ ପ୍ୟାରେଡ଼ ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟଅତିଥି ରୂପେ
Read More...

ଡିଏଭି ସ୍କୁଲରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲ ବାସନ୍ତୀ ନଗରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଓ ସହ ସଂଯୋଜକ ବିଜୟ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କ ପ୍ୟାରେଡ଼, ଜୁମ୍ବା ନାଚ, ମାସ୍ ଡ୍ରିଲ୍,
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଏନ୍‌ଆର୍‌ଟିଏସ୍‌ ପରୀକ୍ଷାର ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ୫ଜଣ ଭାଇଭଉଣୀ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନ୍‌ଆର୍‌ଟିଏସ୍‌) ପରୀକ୍ଷାରେ କୃତିତ୍ଵ ହାସଲ କରି ବରଗଡ଼ ଜିଲ୍ଲା ସ୍ତରରେ ତଥା ବିଜ୍ଞାପିତ ଅଞ୍ଚଞ୍ଚଳ ପରିଷଦ ପଦ୍ମପୁରରେ ସଫଳତା ହାସଲ କରି ବିଦ୍ୟାଳୟର
Read More...

ମାଲପଡା ଖଦ୍ୟୋତ ଅନୁଷ୍ଠାନର ସାଧାରଣତନ୍ତ୍ର ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ଖଦ୍ୟୋତ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ପତକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆକୁଳ ବେହେରା, ରାଜେଶ ପାଣିଗ୍ରାହୀ, ଆଶିଷ
Read More...

ବେଲପଡାରେ ନାଇଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର

ବେଳପଡ଼ା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବେଳପଡ଼ାଠାରେ ନାଇଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ନାଇଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥିଭାବରେ ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦାନ
Read More...