Monthly Archives

January 2025

ଆକାଶବାଣୀ କୋକ୍ରାଝରଠାରେ ୧୦ କିଲୋୱଓଟ୍ ଏଫ୍‌ଏମ୍‌ ଟ୍ରାନ୍ସମିଟର ଉଦ୍‌ଘାଟିତ

ନୂଆଦିଲ୍ଲୀ, (ପିଆଇବି) : ଗୌହାଟୀରୁ ଭର୍ଚୁଆଲ୍ ଭାବେ ଆକାଶବାଣୀ କୋକ୍ରାଝରଠାରେ ୧୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟିତ ହେବା ପରେ ଯୋଗାଯୋଗ ଏବଂ ସାଂସ୍କୃତିକ ସମନ୍ଵୟକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି । ଏହି ସମାରୋହରେ ଆସାମ ରାଜ୍ୟପାଳ
Read More...

ସମଗ୍ର ଭାରତରେ ଇପିଏଫ୍‌ଓ ଆଞ୍ଚଳିକ କାର୍ଯ୍ୟାଳୟରେ କେନ୍ଦ୍ରୀକୃତ ପେନସନ୍ ଦେୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଲାଗୁ

● ଡିସେମ୍ବର ୨୦୨୪ ପାଇଁ ୬୮ ଲକ୍ଷରୁ ଅଧିକ ଇପିଏସ୍‌ ପେନ୍‌ସନ୍‌ଭୋଗୀଙ୍କୁ ପ୍ରାୟ ୧୫୭୦ କୋଟି ଟଙ୍କାର ପେନ୍‌ସନ୍‌ ପ୍ରଦାନ କରାଯାଇଛି● ଇପିଏଫ୍‌ଓ ସେବାଗୁଡ଼ିକର ଆଧୁନିକୀକରଣ ଏବଂ ଆମର ପେନସନଭୋଗୀମାନଙ୍କ ପାଇଁ ସୁବିଧା, ସ୍ୱଚ୍ଛତା ଏବଂ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ସିପିପିଏସ୍‌ ହେଉଛି
Read More...

ଦିଲ୍ଲୀରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅଶୋକ ବିହାରର ସ୍ୱାଭିମାନ ଆପାର୍ଟମେଣ୍ଟରେ ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ପାଇଁ ୧୬୭୫ଟି ନବନିର୍ମିତ ଗୃହକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀଦିଲ୍ଲୀ ପାଇଁ ଆଜି ଏକ ଐତିହାସିକ ଦିନ, ସହରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଗୃହ ନିର୍ମାଣ, ଭିତ୍ତିଭୂମି ଏବଂ ଶିକ୍ଷା କ୍ଷେତ୍ରରେ
Read More...

ଜାନୁଆରୀ ହେଲେ ସୁନାମୁହିଁରେ ପର୍ଯ୍ୟଟକଙ୍କ ଭିଡ ଜମେ

ନୟାଗଡ଼, (କେପିଏନ୍‌ଏସ୍‌) : ଖଣ୍ଡପଡା ସହର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳିରେ ନୂଆବର୍ଷ ଆରମ୍ଭ ହେଲେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ପର୍ଯ୍ୟଟକଙ୍କ ସମେତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ବୁଲିବାକୁ
Read More...

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

୪ ଦିନ ବ୍ୟାପି ଚାଲିବ ମେଳା, ବହୁ ଚାଷୀ ହେବେ ଲାଭାନ୍ଵିତ ବାରିପଦା, (ଦେବସ୍ମିତ ଚୌଧୁରୀ) : ଚାଷ ହେଉଛି ମୟୂରଭଞ୍ଜର ଅର୍ଥନୀତି । କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ମୟୂରଭଞ୍ଜର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି
Read More...

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା, (ସଞ୍ଜୀବ କୁମାର ପାତ୍ର) : ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ନିଜ ନିଜର ଅସାବଧାନତା ଯୋଗୁଁ ହଜାର ହଜାର ଅମୂଲ୍ୟ ଜୀବନ ଯାଉଛି । ଦୁଇ ଚକିଆ ଚଳେଇଲା ବେଳେ
Read More...

ବଘାପାଲିରେ ହାତୀପଲ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମନହୀରା ନିକଟସ୍ଥ ବଘାପାଲି ସ୍ଥିତ ଗ୍ରାମ୍ୟ ଜଙ୍ଗଲରେ ୯ ଟିକିଆ ହାତୀପଲ ରହିଥିବା ଜଣାଯାଇଛି । ମା ହାତୀ ସମେତ ଛୋଟ ହାତୀ ଛୁଆ ଏହି ପଲରେ ଥିବା ଜଣାପଡ଼ିଛି । ହାତୀମାନଙ୍କୁ ସୁରକ୍ଷିତ ଭାବେ ଘଞ୍ଚ ଜଙ୍ଗଲ ଭିତରକୁ
Read More...

ଲଣ୍ଡାଗାଁ ପଞ୍ଚାୟତରେ ଧାନ ମଣ୍ଡି ଉଦ୍‌ଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତରେ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା । ଏହି ଅବସରରେ ଆର୍‌ଏମ୍‌ସିର ଏକ ନୂତନ କୋଠା ପରିସରରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ବଡ଼ସାଇମରା ଧାନମଣ୍ଡି ପାଚେରୀ ଭାଙ୍ଗି ହାତୀପଲଙ୍କ ୧୪ଚାଷୀଙ୍କ ୭୮ବସ୍ତା ଧାନ ନଷ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେଲା ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଥିବା ବେଳେ ଏବେ ଏହି ହାତୀପଲ ଜନବସତି ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଏହି ହାତୀପଲ
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଅଚାନକ ପରିଦର୍ଶନ କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲ୍‌କୁ ବଲାଙ୍ଗିର ବିଧାୟକଙ୍କ ଅଚାନକ ପରିଦର୍ଶନ । ହସ୍ପିଟାଲ୍‌ର ବିଭିନ୍ନ ୱାର୍ଡ ବୁଲିଲେ ଓ ଅବ୍ୟବସ୍ଥା ଦେଖି ଅସନ୍ତୋଷ ହେଲେ । ଆଜି ପୂର୍ବାହ୍ନରେ ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲ୍‌କୁ ଅଚାନକ ପରିଦର୍ଶନ କରିଥିଲେ
Read More...