ଭୁବନେଶ୍ୱର ଆଇଏଲ୍ଏସ୍ଠାରେ ଅତ୍ୟାଧୁନିକ ସାମୁଦ୍ରିକ ବାୟୋଟେକ୍ନୋଲୋଜି ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଡିବିଟି ସଚିବ
ନୂଆଦିଲ୍ଲୀ, (ପିଆଇବି) : ବାୟୋଟେକ୍ନୋଲୋଜି ବିଭାଗ(ଡିବିଟି)ର ସଚିବ ପ୍ରଫେସର ରାଜେଶ ଗୋଖଲେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍)ଠାରେ ଏକ ଅତ୍ୟାଧୁନିକ ସାମୁଦ୍ରିକ ବାୟୋଟେକ୍ନୋଲୋଜି ଲାବୋରେଟୋରିକୁ ଉଦ୍ଘାଟନ କରିଛନ୍ତି । ମାନବ ସ୍ୱାସ୍ଥ୍ୟ ଏବଂ ଶିଳ୍ପ ପାଇଁ!-->…
Read More...
Read More...