Daily Archives

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ତରଙ୍ଗିଣୀ ୨୦୨୪-୨୫

ସ୍ଵପ୍ନ ଦେଖିବାର କୌଣସି ସୀମା ନାହିଁ : କୁନାଲ ମୋତିରାମ ଚହ୍ୱାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ବାର୍ଷିକ ଉତ୍ସବ 'ତରଙ୍ଗିଣୀ ୨୦୨୪-୨୫' ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ
Read More...

ଘରକୁ ଭଙ୍ଗାରୁଜା ଘଟଣା : ୨ ଗୋଷ୍ଠୀର ୪ କୋର୍ଟ ଚାଲାଣ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଫଟାମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଜଣେ ଯାଦବ ପରିବାରର ଘରକୁ ଟେକା ପଥର ମାରିବା ସହ କବାଟ ଆସବାବପତ୍ର ଭଙ୍ଗାରୁଜା କରିବା ସହିତ ଜୀବନରୁ ମାରିଦେବା ଧମକ ଚମକ ଦେଇଥିବା ନେଇ ସଇଁତଲା ଥାନାରେ ପ୍ରେମ
Read More...

ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଇ-ରିକ୍ସା ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ସ୍ଥାନ ଭଳି ବୁଧବାର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳର ଜୀବନ ଜୀବିକା ଯୋଜନାର ଚୟନ ହୋଇଥିବା
Read More...

ବଲାଙ୍ଗିରକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାମ ନ ପାଇ ବାହର ରାଜ୍ୟକୁ ଯାଉଛନ୍ତି ହଜାର ହଜାର ଦାଦନ ଶ୍ରମିକ । ଆଉ ସେଠାକୁ ଯାଇ କାମ କ'ଣ କରିବେ, କିଏ ନିର୍ଯ୍ୟାତନା ଶିକାର ହେଉଛନ୍ତି ତ ଆଉ କିଏ ଶବ ହୋଇ ଘରକୁ ଫେରୁଛନ୍ତି । ଗତ ୧ ତାରିଖରେ ହାତୀଶାଲପଡ଼ାର ଦୁଇଜଣ ସାଙ୍ଗ ଉମେଶ ପାଣ୍ଡେ ଏବଂ କୁନୁ
Read More...

ଜନସେବା ଦିବସରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ ଜିଲ୍ଲାରୁ ୬୦୫୮ଜଣ ହିତାଧିକାରୀ ଉପକୃତ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଓଡିଶା ମୋହନ ଚରଣ ମାଝୀ ସିଧା ପ୍ରସାରଣ ମାଧ୍ୟମରେ କେଉଁଝର ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ । ଏହି
Read More...

ନିୟମଗିରିକୁ ଯିବା ରାସ୍ତା ପାଲଟିଛି ମରଣ ଯନ୍ତା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା, ସିଙ୍ଗାରି ଓ ପାର୍ଶାଲି ପଞ୍ଚାୟତର ନିୟମଗିରି ପାହାଡକୁ କରାଯାଇଥିବା ରାସ୍ତା ମରଣ ଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । କଲ୍ୟାଣସିଂହପୁର ଠାରୁ କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ (ପିଡବ୍ଲୁ)
Read More...

ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସଶକ୍ତ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଲୋକାର୍ପିତ ହୋଇଥିବା ତିନି ଯୁଦ୍ଧପୋତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ପ୍ରଧାନମନ୍ତ୍ରୀଏକବିଂଶ ଶତାବ୍ଦୀର ଭାରତୀୟ ନୌସେନାକୁ ସଶକ୍ତ କରିବା ଲାଗି ଏହା ଏକ ପଦକ୍ଷେପ : ପ୍ରଧାନମନ୍ତ୍ରୀସମଗ୍ର ବିଶ୍ୱରେ ଏକ ପ୍ରମୁଖ ନୌବାଣିଜ୍ୟ ଶକ୍ତି ଭାବେ ଭାରତ ଉଭା
Read More...

ଗଞ୍ଜାମ ଜିଲ୍ଲାରେ ୩୯୦୭ ଜଣ ଭିନ୍ନକ୍ଷମଙ୍କୁ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ୱ ୯୦୦୬ ଜଣ ବୃଦ୍ଧବୃଦ୍ଧାଙ୍କୁ ବର୍ଦ୍ଧିତ ଭତ୍ତା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଜନସେବା ଦିବସ ସମାରୋହ ଛତ୍ରପୁର ବ୍ଲକ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ସଶକ୍ତିକରଣ ତଥା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଣି, ଇସ୍ପାତ, ବାଣିଜ୍ୟ ପରିବହନ
Read More...

ତାଳଚେର – ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପ

କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅବଶିଷ୍ଟ ଅଂଶ ପାଇଁ ନୂତନ ଟେଣ୍ଡର ଆହ୍ୱାନସଦ୍ୟତମ ଟେଣ୍ଡର ଆମନ୍ତ୍ରଣ ସହିତ ଓଡ଼ିଶାର ସଂଯୋଗୀକରଣରେ ଅଗ୍ରଗତି ବୃଦ୍ଧି ପାଇବାକୁ ଯାଉଛି ଭୁବନେଶ୍ୱର, (ପିଆଇବି) : ବହୁ ପ୍ରତୀକ୍ଷିତ ତାଳଚେର - ବିମଳାଗଡ଼ ନୂତନ ବ୍ରଡଗେଜ୍ (BG) ରେଳ ଲାଇନ ପ୍ରକଳ୍ପକୁ
Read More...

କାଶୀ ତାମିଲ ସଙ୍ଗମମ ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ

କାଶୀ ତାମିଲ ସଙ୍ଗମମ ୩.୦ର କଥାବସ୍ତୁ ରହିଛି ‘ଋଷି ଅଗସ୍ତୀ’- ଧର୍ମେନ୍ଦ୍ର ପ୍ରଧାନଫେବୃୟାରୀ ୧୫ରୁ କାଶୀ ତାମିଲ ସଙ୍ଗମମ ୩.୦ ଆରମ୍ଭକାଶୀ ତାମିଲ ସଙ୍ଗମମ ୩.୦ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମହାକୁମ୍ଭ ମେଳାକୁ ଅନୁଭବ କରିବା ସହ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ
Read More...