Daily Archives

୧୯୬୯ ବ୍ୟାଚ୍‌ର ଭାବ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୪ ଇସ୍ପାତ ହାୟର ସେକେଣ୍ଡାରୀ ସ୍କୁଲର ପ୍ରଥମ ବ୍ୟାଚ୍‌ ୧୯୬୯ର ଛାତ୍ର ଛାତ୍ରୀ ଓ ସେମାନଙ୍କୁ ପଢାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ୫୫ତମ ବାର୍ଷିକ ସମାବେଶ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ
Read More...

ଲୋକକଳାର ସୁରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ : ସାଂସଦ ଅନିତା ପ୍ରିୟଦର୍ଶିନୀ

ନିଖିଳ ଉକ୍ରଳ ଦାସକାଠିଆ କଳାକାର ସଂଘର ୪୪ତମ ବାର୍ଷିକ ମହୋତ୍ସବ ଉଦ୍‌ଯାପିତ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିକଟସ୍ଥ ଭାବନ୍ଧ ଠାରେ ଥିବା ଶ୍ରୀ ପାଗଳବାବା ଆଶ୍ରମ ପରିସରରେ ଗତ୪, ୫ ତାରିଖ (ଶନିବାର ଓ ରବିବାର) ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ନିଖିଳ ଉକ୍ରଳ ଦାସକାଠିଆ କଳାକାର
Read More...

ଏସ୍‌.ବି.ଆଇ ବଲାଙ୍ଗିରର ଇଣ୍ଟ୍ରା ରିଜନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏସ୍‌.ବି.ଆଇ ବଲାଙ୍ଗିରର ଇଣ୍ଟ୍ରା ରିଜନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବଏଜ୍ ହାଇସ୍କୁଲ୍ ବଲାଙ୍ଗିର ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୧୦୦ରୁ ଅଧିକ ଏସ୍‌.ବି.ଆଇ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଦ୍ୟୁମ୍ନ
Read More...

ସ୍ୱାଧୀନ ମାଝୀ ସ୍ମାରକୀ ଫୁଟ୍‌ବଲ ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ ଶିରାବାହାଲରେ ତୃତୀୟ ସ୍ୱାଧୀନ ମାଝୀ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଅଞ୍ଚଳର ୮ଟି ଦଳ ଅଂଶ ଗ୍ରହଣ କରିଥିବା ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଘୁଚିପାଲି ଓ ହାତୀସରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Read More...

ମାହେଶ୍ଵରୀ ସଙ୍ଗଠନର ସାଧାରଣ ବୈଠକ ୨୦୨୪ – ୨୫ : ବଲାଙ୍ଗିର ବିଧାୟକ କଳିକେଶ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧରେଲ ସ୍ଥିତ ରାଧାରମଣ ମନ୍ଦିର ପରିସରରେ ମାହେଶ୍ଵରୀ ସାମାଜିକ ସଙ୍ଗଠନର ବାର୍ଷିକ ସାଧାରଣ ସଭା ସହ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ନବ ନିର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଜାତୀୟ ରାଇଫଲ୍ ଏସୋସିଏସନ୍ ସଭାପତି
Read More...

ଐତିହାସିକ ପର୍ଯ୍ୟଟନ ସ୍ଥଳି ରାମଗଡଠାରେ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲି ୨୦୧୦ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ…

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲିର ୨୦୧୦ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ ଉତ୍ସବ ଐତିହାସିକ ତଥା ପର୍ଯ୍ୟଟନ ସ୍ଥଳି ରାମଗଡଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ କର୍ମ ନିଯୋଜନ ହେଇଥିବା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ରେ ଏକାଧିକ ରେଳ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ

ସଂପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ଆହୁରି ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେପ୍ରଧାନମନ୍ତ୍ରୀ ତେଲଙ୍ଗାନାର ଚାର୍ଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନକୁ ଉଦ୍‌ଘାଟନ କରିବେପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ
Read More...

ଆରମ୍ଭ ହେଲା ସର୍ବଭାରତୀୟ ବହୁଭାଷୀ ନାକଟ ସମାରୋହ ମଠଖାଇ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଭୂମିକା' ଓ 'ମଠଖାଇ ମହୋତ୍ସବ ପାଳନ କମିଟି' ପକ୍ଷରୁ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାକଟ ସମାରୋହ ମଠଖାଇ ମହୋତ୍ସବ ଗତକାଲି ସଂଧ୍ୟାରେ ଆରମ୍ଭ ହୋଇଯାଇଛି । ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ
Read More...

ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

• ସମ୍ବଲପୁର ହେବ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳି - ଧର୍ମେନ୍ଦ୍ର ପ୍ରଧାନ• ସମ୍ବଲପୁରରେ ବ୍ୟବସାୟର ବାତାବରଣ ତିଆରି କରିବା ଦିଗରେ ଚାମ୍ବର୍ ଅଫ କମର୍ସର ଅବଦାନ ଅତୁଳନୀୟ• ସମ୍ବଲପୁରର ମୂଳ ଅର୍ଥନୀତି ହେଉଛି ବାଣିଜ୍ୟ• ଶିଳ୍ପ ସମେତ ସ୍ଥାନୀୟ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ପରିବର୍ତ୍ତନ
Read More...

ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପତଂଜଳୀ ଯୋଗ ପରିବାର ଆନୁକୂଲ୍ୟରେ ସେକ୍ଟର-୧୯, କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଓ ଯଜମାନ ଗଙ୍ଗାଧର ଦାଶ ଓ ତାଙ୍କ
Read More...