ଦେଷଣ୍ଢ ଅଷ୍ଟମ ଚାନ୍ଦିଲି ପାହାଡ଼ ମହୋତ୍ସବ ଉଦ୍ଘାଟିତ : କଂସ ଦରବାର ଯୋଗୁଁ ଘନ ଜଙ୍ଗଲରେ ଜମୁଛି ଭିଡ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଚାନ୍ଦିଲି ପାହାଡ଼ରେ ଗତ ବୁଧବାରରୁ ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ମଙ୍ଗଳବାର ଦିନ ବ୍ରହ୍ମଯଜ୍ଞ ଆରମ୍ଭ ହୋଇଛି । ସେହିପରି ଅଷ୍ଟମ ଚାନ୍ଦିଲି ପାହାଡ଼ ମହୋତ୍ସବ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ମଞ୍ଚକୁ!-->…
Read More...
Read More...