Monthly Archives

December 2024

ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ସ୍ଥାନୀୟ ଦେବଦର୍ହା ଠାରେ ଆୟୋଜିତ ହୋଇଯାଇଥିଲା । ପ୍ରଥମେ ଗ୍ରୁପର ତୋଷବନ୍ତ ବାରିକଙ୍କ ଜନ୍ମଦିନ ହର୍ଷୋଲ୍ଲାସର ସହିତ ପାଳନ କରାଯାଇଥିଲା । ପରେ ମୃତ୍ୟୁ ବରଣ କରିଥିବା ବନ୍ଧୁ
Read More...

ସରକାରୀ ମହିଳା ମହାବିଦ୍ୟାଳୟର ୬୦ତମ ବାର୍ଷିକୋତ୍ସବ ‘ନିକ୍ଵଣ’ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ୬୦ତମ ବାର୍ଷିକୋତ୍ସବ 'ନିକ୍ଵଣ' ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀ ସଂସଦର ସଭାପତି ଶକ୍ତିଶା ଚୌଧୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବାର୍ଷିକୋତ୍ସବର ମଞ୍ଚରେ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା, ମୁଖ୍ୟ ଅତିଥି ଡଃ
Read More...

ବାଙ୍କେଲ ଗ୍ରାମରେ ଅନୁଷ୍ଠିତ ଭ୍ରମରବର ବାଇ ଓ ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପାତଲପଡା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ଗ୍ରାମ ପଞ୍ଚାୟତ ସଦର ମହକୁମାଠାରେ ଚାଲିଥିବା ସ୍ୱର୍ଗତ ଭ୍ରମରବର ବାଇ ଓ ସ୍ୱର୍ଗତା ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଜଗୁଆ ଦଳକୁ
Read More...

ବାଙ୍କେଲ ସାପ୍ତାହିକ ବଜାରଠାରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜର ବୈଠକରେ ନୂତନ କର୍ମକର୍ତ୍ତା ମନୋନୟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ସାପ୍ତାହିକ ବଜାର ଠାରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍କେଲ ଗ୍ରାମ ପଞ୍ଚାୟତର ସମସ୍ତ ଯାଦବ ସଦସ୍ୟମାନେ ଯୋଗଦେଇଥିଲେ । ଏଥିରେ ବ୍ଲକ ଯାଦବ ମହାସଭା ସଭାପତି
Read More...

ଭୁବନେଶ୍ଵର ଠାରେ ଆୟୋଜିତ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତାରେ ଟିଟିଲାଗଡ଼ ଛାତ୍ରଛାତ୍ରୀଙ୍କ କମାଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ସହାନ ଡକ୍ଟର ହରିପ୍ରସାଦ ପଟ୍ଟନାୟକଙ୍କ ଆନୁକୂଲ୍ୟରେ ୧୪ତମ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ
Read More...

ବିଶାଲ ମେଗା ମାର୍ଟ ଖୋଲିବା ପରେ ଗ୍ରାହକଙ୍କ ଭିଡ ଯୋଗୁଁ ରାସ୍ତା ଜାମ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଗତ କାଲି ବିଧାୟକ ନବୀନ ଜୈନ ଉଦ୍‌ଘାଟନ କରିଥିଲେ ବିଶାଲ ମେଗା ମାର୍ଟ । ଉଦ୍‌ଘାଟନ ପର ଠାରୁ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ସଂଧ୍ୟା ସମୟରେ ଟ୍ରାଫିକ ଜାମ ଯୋଗୁଁ ପୋଲିସ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲା । ଆଜି
Read More...

ରାଜ୍ୟ ବ୍ରାହ୍ମଣ ମହାସଭାର କାର୍ଯ୍ୟକାରିଣୀ ବୈଠକ

ନରେନ୍ଦ୍ର କୁମାର ଆଚାର୍ଯ୍ୟ ହେଲେ ରାଜ୍ୟ ପର୍ଶୁରାମ ବାହିନୀର କାର୍ଯ୍ୟକାରୀ ସଭାପତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ରାଜ୍ୟ କାର୍ଯ୍ୟକାରିଣୀ ସଭା ବୌଦ୍ଧ ଜିଲ୍ଲା ଜଗନ୍ନାଥ ମନ୍ଦିର ଠାରେ ରାଜ୍ୟ ସଭାପତି ମହନ୍ତ ପର୍ଶୁରାମ ଦାଶ ମହାରାଜଙ୍କ
Read More...

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ୍ କପ୍ ଉଦ୍‌ଯାପିତ

କଣ୍ଟାବାଞ୍ଜିକୁ ହରାଇ ରାଞ୍ଚି ଚମ୍ପିୟାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଫାଇନାଲ ମ୍ୟାଚ୍‌ରେ କଣ୍ଟାବାଞ୍ଜିକୁ ୨୭
Read More...

କବି ଭାରତ ମାଝୀଙ୍କୁ ଯୁଗଯାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସାହିତ୍ୟ ସମ୍ମାନ

ଜାନୁଆରୀ ୪ ଓ ୫ରେ ଯୁଗଯାତ୍ରୀ ସାହିିତ୍ୟ ସଂସଦର ରାଜ୍ୟ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଆସନ୍ତା ଜାନୁଆରୀ ୪ ଓ ୫ ଦୁଇଦିନ
Read More...

କେନ୍ଦୁ ଗଛ ଚୋରି ଅଭିଯୋଗରେ ଜଣେ ଗିରଫ ଓ କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି ବିଶେଷ ସୂତ୍ରରୁ ଟିଟିଲାଗଡ ବନ୍ୟାଚଳ ଅଧିକାରୀ ଖବର ପାଇଥିଲେ ଯେ, ବର୍ଣେଇ ଜଙ୍ଗଲରୁ କେନ୍ଦୁ କାଠ କଟା ହେଉଛି ପରେ ବନ ବିଭାଗ ଷ୍ଟାଫମାନେ ବାଙ୍କେଲ ଗ୍ରାମ୍ୟ ପାଖ ବର୍ଣ୍ଣେଇ ଜଙ୍ଗଲକୁ ଯାଇ ଦେଖିଥିଲେ ୩ ଜଣ ଲୋକ କେନ୍ଦୁ ଗଛ କାଟୁଛନ୍ତି ଏବଂ
Read More...