tur
Daily Archives

ନୃସିଂହନାଥରେ ସହୀଦ ମାଧୋ ସିଂ ବୀରତା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ସହୀଦ ମାଧୋ ସିଂ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ସଭା ପୂର୍ବରୁ ପାଇକମାଲ ବଜାର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ପାଇକମାଲ ଧର୍ମଶାଳା ପର୍ଯ୍ୟନ୍ତ
Read More...

ଜେଏସ୍‌ଏମ୍ ମହାବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜେଏସ୍‌ଏମ୍ ମହାବିଦ୍ୟାଳୟର ନବମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଗଣେଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାର ଶୁଭାରମ୍ଭ କରିଥିଲେ ।
Read More...

ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ଓ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାର ବି.ଜେ.ଡ଼ି ଦଳର ସମ୍ପାଦକ ଓ ବିଶିଷ୍ଠ ଶ୍ରମିକ ନେତା ଶିରାଜଉଦିନ ଅହମଦ, ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ସହ ଜିଲ୍ଲା ସମ୍ପାଦକ ପଦବୀରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ବର୍ଷ ଧରି ରାଜ୍ୟରେ ବି.ଜେ.ଡ଼ି ସରକାର ଥିବା
Read More...

ଆଶୁକବି ହେମନ୍ତ ଦାଶ ପାଇଲେ ସମ୍ମାନଜନକ ଡକ୍ଟରେଟ ଉପାଧି

ତୁଷୁରା, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ସ୍ତରର ଖ୍ୟାତି ସମ୍ପନ୍ନ ୟୁନିଭର୍‌ସିଟି ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ୱାର୍ଲଡ ଚାରିଟି ୱେଲଫେୟାର ଫାଉଣ୍ଡେସନ, ନୂଆଦିଲ୍ଲୀ ଆନୁକୂଲ୍ୟରେ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ଆୱାର୍ଡ ଗିଭିଂ ସେରିମନିରେ ସାହିତ୍ୟ କ୍ଷେତ୍ରରେ
Read More...

ଶ୍ରୀମତୀ ଇତିଶ୍ରୀ ଦାଶଙ୍କୁ ମିଳିଲା ମହାକବି ସୁରଦାସ ସାହିତ୍ୟ ଓ ସଙ୍ଗୀତ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ଦାଶଙ୍କୁ ଭାରତ ପ୍ରସିଦ୍ଧ ମହାକବି ସୁରଦାସ ସାହିତ୍ୟ ଓ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଗଲା । ତାଙ୍କର ଉତ୍ତମ ସାହିତ୍ୟ ଓ ସଙ୍ଗୀତ ପାଇଁ ତାଙ୍କୁ
Read More...

ଇନ୍ଦିରା ନଗର ମଧ୍ୟରେ ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଶାସ୍ତ୍ରୀ ନଗର ପକ୍ଷରୁ ଇନ୍ଦିରା ନଗର ଠାରେ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ଆଜି ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର
Read More...

ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ଦ୍ୱାରସେହ୍ନି ଲୋକଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ମାଟି ବଙ୍ଗୋମୁଣ୍ଡା । ଏହି ମାଟିର ସ୍ଵତନ୍ତ୍ରତାକୁ ବହନ କରିଥାଏ ଅଞ୍ଚଳର ଲୋକ ସଂସ୍କୃତି, ଲୋକ ଗୀତ, ଲୋକ ସଙ୍ଗୀତ, ଆଦିବାସୀ କଳା ଓ ସଂସ୍କୃତି । ଅଞ୍ଚଳର କଳାର ପ୍ରଚାର ପ୍ରସାର ଏବଂ ଲୋକକଳାକୁ ଉଜ୍ଜୀବିତ
Read More...

କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ : ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଅଦିନିଆ ବର୍ଷା କୃଷକ ମାନଙ୍କୁ କଷ୍ଟ ଦେଉଛି । ସେମାନଙ୍କ ଉତ୍ପାଦିତ ସୁନାର ଫସଲକୁ ନଷ୍ଟ କରିଦେଇଛି । କିନ୍ତୁ ସରକାର କୃଷକ ମାନଙ୍କ ସହ ଠିଆ ହୋଇଛନ୍ତି ଓ ସେମାନଙ୍କୁ ସମସ୍ତ ସହଯୋଗ ଦେବେ ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଜଣକ ଜୀବନ

କଟକ : କଟକ ୪୨ ମୌଜା ବେଣ୍ଟକାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବାଲି ବୋଝେଇ ଟ୍ରାକ୍ଟର । ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର । ମୃତକ ଜଣକ ଟ୍ରାକ୍ଟର ହେଲ୍‌ପର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି
Read More...

ଅଦିନିଆ ବର୍ଷାରେ ଉଜୁଡ଼ି ଗଲା ବର୍ଷକର ପରିଶ୍ରମ ଜୀବନ ହାରିଲେ ଯୁବ ଚାଷୀ

ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଉଜୁଡ଼ି ଗଲା ବର୍ଷକର ପରିଶ୍ରମ । ଉଜୁଡ଼ା କ୍ଷେତ ଦେଖି ହତବାକ୍ ହୋଇଗଲେ ଯୁବ ଚାଷୀ । ଶେଷରେ ବେକରେ ରଶି ଲଗାଇ ଜୀବନ ହାରିଦେଲେ ଯୁବ ଚାଷୀ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅସାରଣା ଗାଁରେ । ସୂଚନା ଅନୁଯାୟୀ ବାଲିକୁଦା ଥାନା
Read More...