Daily Archives

ଲେଡି ଲାୟନର ୨ ଦିନିଆ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନର ୨ ଦିନିଆ ଶିଶୁ ମହୋତ୍ସବ ଝିରପାଣିର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନରର ମୁଖ୍ୟ ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆଙ୍କ ଆବାହକତ୍ତ୍ୱ ଏବଂ କବିତା ମହନ୍ତ ଓ ପ୍ରିୟା
Read More...

ପଞ୍ଚମ ଦିନରେ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍‌

କଟକକୁ ହରାଇ ସେମିଫାଇନାଲ୍‌ରେ ରାୟଗଡ଼ା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଳବ୍ ତରଫରୁ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଶେଷ ଲିଗ୍ ମ୍ୟାଚ୍‌ରେ ରାୟଗଡ଼ା ଦଳ
Read More...

ପି.ଏମ୍‌ ପୋଷଣ ପାଚିକାଙ୍କ ରୋଷେଇ ପ୍ରତିଯୋଗିତା ଓ ତାଲିମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପି.ଏମ୍‌ ପୋଷଣରେ କାର୍ଯ୍ୟ କରୁଥିବା ପାଚିକାମାନଙ୍କ ୬ଟି ପର୍ଯ୍ୟାୟରେ ବ୍ଲକସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି
Read More...

ଟ୍ରାକ୍ଟର ଧାନ ହଲର୍‌ରେ କଟି ହଲର୍‌ ମାଲିକଙ୍କ ମୃତ୍ୟୁ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ବିନେକେଲା ଗାଁରେ ଟ୍ରାକ୍ଟର ହଲର୍‌ରେ ଧାନ କୁଟାଇବା ବେଳେ ଫସି ମାଲିକ ଶେଷ ଦେବ ପ୍ରଧାନ (୩୦)ଙ୍କ ମୁଣ୍ଡ କଟି ମୃତ୍ୟୁ । ସୂଚନା ଯୋଗ୍ୟ ଯେ, ଟ୍ରାକ୍ଟର ମାଲିକ ଶେଷ ଦେବ ନିଜେ ତାଙ୍କ ଟ୍ରାକ୍ଟର ହଲର୍‌ରେ ଧାନ
Read More...

ଧାନକୁ ଖାଇ ନଷ୍ଟ କଲେ ଦୁଇ ଦନ୍ତା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡା ଗ୍ରାମରେ ଅମଳ କରିବା ଧାନକୁ ଖାଇ ନଷ୍ଟ କଲେ ଦୁଇ ଦନ୍ତାହାତୀ । ସୂଚନା ଅନୁଯାୟୀ ରାବୁଗୁଡା ଗ୍ରାମର ଭୀମ କର୍ଷିକା ଗୁରୁବାର ରାତିରେ ନିଜ ବିଲରେ ଅମଳ କରିଥିବା ଧାନ
Read More...

ସରକାରଙ୍କ ମିଛ ପ୍ରତିଶୃତିକୁ ଚାଷୀ ନେତା ଆକାଶ ମିଶ୍ରଙ୍କ ପ୍ରତିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସରକାରଙ୍କ ଧାନ କିଶାକୁ ନେଇ ଆସିଛି ଚାଷୀଙ୍କ ଅସନ୍ତୋଷର ପ୍ରତିବାଦ । ସରକାର ପ୍ରଥମେ ନୋଟିସ ମଧ୍ୟମରେ ଜିଲ୍ଲାର ଅର୍ନ୍ତଗତ ବଲାଙ୍ଗିର ଉପଖଣ୍ଡର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କର ଅବଗତି ନିମନ୍ତେ ଚଳିତ ୨୦୨୪ ବର୍ଷ ଡିସେମ୍ବର ମାସ ୨
Read More...

ବେଲଘରରେ ଡିମ୍ବୁଲି ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟରେ ଡିମ୍ବୁଲି ମହୋଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବୈଠକରେ
Read More...

୨ୟ ଦୀନବନ୍ଧୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା : ନୂଆଁପାଲିକୁ ହରାଇ ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଖେଳ ପଡ଼ିଆରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ୨ୟ ଦୀନବନ୍ଧୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ଦିନ ଦେଓଗାଁ ଏବଂ ନୂଆଁପାଲି ଦଳ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ବିଜୟୀ
Read More...

ଅନ୍ତର୍ଲା ୭ମ ମାଁ ରାମଚଣ୍ଡୀ ଫୁଟବଲ ପ୍ରତିଯୋଗିତାରେ ନକଟାସରକୁ ଟ୍ରାଇବ୍ରେକରରେ ହରାଇ ଜରାସିଂହା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡମାଲ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲାରେ ୭ମ ମାଁ ଚଣ୍ଡୀକପ୍ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେପି ସାଂସଦଙ୍କ
Read More...

ଜରାସିଂହା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରକୁ ଜାତୀୟ ସ୍ତରର ମାନ୍ୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଜରାସିଂହା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଵାସ୍ଥ୍ୟ ଉପକେନ୍ଦ୍ର ଉଲ୍ଲେଖନୀୟ ସ୍ଵାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଜାତୀୟ ସ୍ତରର ମାନ୍ୟତା ଲାଭ କରିଛି । ଏ ସମ୍ପର୍କିତ ଖବର ପ୍ରକାଶିତ ହେବା ପରେ ଏହି
Read More...