Daily Archives

ବର୍ଷା ଯୋଗୁଁ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି

ଜଗତସିଂହପୁର, (କେପିଏନ୍‌ଏସଏ) : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂହ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁଁ ପାଚିଲା ଧାନ ଜମିରେ ପାଣି ଜମି ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଧାରକରଜ କରି ଚାଷୀ ଧାନ ଚାଷ କରି ଅମଳ ସମୟକୁ ଟାକି ରହିଥିବାବେଳେ ଅଦିନିଆ
Read More...

ଡା. ଦଶରଥ ମିଶ୍ରଙ୍କୁ ମାଲପଡା ନାଗରିକ କମିଟି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ଏକ ସାଧାରଣ ବୈଠକ ସଭାପତି ଯୁଧିଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଂପାଦକ ପଂଚାନନ ସେଠ ପୂର୍ବ ମାସର ବିବରଣୀ ପାଠ କରିଥିଲେ । ପୂର୍ବରୁ
Read More...

ଦୃଷ୍ଟିଶକ୍ତି ହରାଇଥିବା ଝିଅଙ୍କୁ ସାକ୍ଷାତ କଲେ ରାଜ୍ୟ ବିଜେଡି ଯୁବ ସମ୍ପାଦକ ଅଜିତ ଯୋଶୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡ଼ା ପଞ୍ଚାୟତର ଦନ୍ଦରା ଗ୍ରାମର ବାପ ମାଆ ଛେଉଣ୍ଡ ନାବାଳିକା ଝିଅ ସୁହାନା ଦୀପ(୧୪) । ଗତ ୬ ମାସରୁ ଅଧିକ ହେବ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣକ ଦୃଷ୍ଟି
Read More...

ଘୁନସର ପେକ୍ସ ସମ୍ପାଦକଙ୍କ ମନମାନି : ଚାଷୀ ପଞ୍ଜିକରଣ ନ କରି ଧାନ ବିକ୍ରି କରିବାରୁ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଧୀନରେ ଥିବା ଘୁନସର ପେକ୍ସ ସମ୍ପାଦକଙ୍କ ହଇରାଣ ହରକତ ଯୋଗୁଁ ଜଣେ ଚାଷୀଙ୍କ ନାମ ପଞ୍ଜିକରଣ କରି ନ ଦେବା ଫଳରେ ଚାଷୀ ଜଣକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଏ ଦିଗରେ ପ୍ରଶାସନ
Read More...

୨ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ : ଥାନାରେ ଏତଲା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ଅଧୀନସ୍ଥ ଘୁନସର ଗାଁରେ ବିଦ୍ୟୁତ ବିଲ ସଂଗ୍ରହ କରିବା ପାଇଁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ଥାନା କେସ୍‌ ନଂ ୫୪୮/୨୪ରେ ଏକ ମାମଲା ରୁଜୁ
Read More...

ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ କର୍ମକର୍ତ୍ତା ଚୟନ : ସୁକାନ୍ତ ସଭାପତି, ଭାଗବତ ସମ୍ପାଦକ

ଫେବୃଆରୀରେ ସେବା ମହୋତ୍ସବ ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଦିନ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଆସୋସିଏସନ ସଭାପତି ବନମାଳୀ ପ୍ରଧାନଙ୍କ ଅଧକ୍ଷତାରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ
Read More...

ମ୍ୟୁଜିକ ସେଲିବ୍ରେସନର ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ ସେଲିବ୍ରେସନ ତରଫରୁ ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନନ୍ଦନ ମୁଖାର୍ଜୀଙ୍କ
Read More...

ଦ୍ୱାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ପ୍ରକାଶ ପାଇବ ସ୍ମରଣିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୦ ଜାନୁଆରୀରୁ ୨୨ ଜାନୁୟାରୀ ୨୦୨୫ ଦ୍ୱାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଅଞ୍ଚଳର ଲୋକ ସାହିତ୍ୟ, କଳା, ସଂସ୍କୃତି, ପରଂପରା, ନୃତ୍ୟ ଗୀତ, ଲୋକ ନାଟକ, ଇତିହାସ ତଥା ଜୀବନଧାରା ଆଧାରିତ ହୋଇ ଗବେଷଣାତ୍ମକ
Read More...

୨୨ତମ ଫେଡେରେସନ କପ-୨୦୨୪ ପାଇଁ : ୬ ଜଣିଆ ବଲାଙ୍ଗିର କରାଟେ ସ୍କୁଲ ଦଳର ବନାରସ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ ଇଣ୍ଡିଆ ସେଇସିନକାଇ ସିଟୋର୍ୟୁ କରାଟେ ଡୁ ଫେଡେରେସ ଆନୁକୁଲ୍ୟରେ ବାରଣାସି ସ୍ଥିତ ବିଶ୍ୱବିଦ୍ୟାଳୟ ଇନଡୋର ଷ୍ଟାଡିୟମ ଠାରେ ୨୨ତମ ଫେଡେରେସନ କପ ୨୦୨୪ କରାଟେ ଚମ୍ପିୟାନସିପ୍‌ ଆୟୋଜିତ ହୋଇଅଛି । ଅଲ ଇଣ୍ଡିଆ ସେଇସିନକାଇର ମୁଖ୍ୟ ହାଂଶୀ ପ୍ରେମଜିତ ସେନଙ୍କ
Read More...

ଭାଟିପଡାକୁ ୬-୪ ଟ୍ରାଇବେକରରେ ଗୋଲରେ ହରାଇ ବଡଗମଡା ସେମିରେ

ଅଇଁଲାଭଟା ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ)ପଞ୍ଚାୟତ ଅଇଁଲାଭଟା ଗ୍ରାମର ୟଙ୍ଗ ଷ୍ଟାର୍ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ୩ୟତମ ଅସ୍ତୁରାଜ ଭୋଇ ମେମୋରିଆଲ ଜିଲ୍ଲାସ୍ତରୀୟ ଫୁଟବଲ
Read More...