Daily Archives

ଉତ୍ତମ ଶାସନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ଡିସେମ୍ବର ୨୫ ତାରିଖ ଦିନ ଭାରତରେ ପ୍ରତିବର୍ଷ "ଉତ୍ତମ ଶାସନ ଦିବସ" (ସୁଶାସନ ଦିବସ) ପାଳନ କରାଯାଏ । ଉତ୍ତମ ଶାସନ ଦିବସ ଉତ୍ସବ ଡିସେମ୍ବର ୧୯ ରୁ ୨୫ ତାରିଖ
Read More...

ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରି ନାରାବାଜି

ତୁରେକେଲା, (ପିତାମ୍ବର ଦୀପ) : ଗତ କିଛି ଦିନ ତଳେ ଲୋକସଭାରେ ଗୃହ ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଳିଥିବା ବେଳେ ମଙ୍ଗଳବାର ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ ପକ୍ଷରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସନ୍ଧ୍ୟା
Read More...

ଅଟୋ ଚାଳକଙ୍କ ହତ୍ୟା ଘଟଣା : ୨୫ ହଜାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଫୁଲଜବା ଛକରେ ଅଟୋ ଚାଳକଙ୍କ ହତ୍ୟା ଘଟଣା । ୨୫ ହଜାର ଟଙ୍କା ପାଇଁ ସାଙ୍ଗ କାଟିଲା ସାଙ୍ଗର ତଣ୍ଟି । ଗତ ୧୪ ଡିସେମ୍ବରରେ ହୋଇଥିବା ହତ୍ୟା କାଣ୍ଡର ପର୍ଦ୍ଦାଫାସ କରିଛି ଟିକିରି ଥାନା ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ
Read More...

ରାଜ୍ୟସ୍ତରରେ ଗାଁସାଥୀ ସଂଘଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗାଁ ସାଥୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ନେଇ ରାଜ୍ୟ ଗାଁସାଥୀ (ମେଟ୍‌) ସଂଘ ମିଳିତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ ହୋଇଛି । ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତାଙ୍କ ଜରିଆରେ ମଙ୍ଗଳବାର ଅପରାହ୍ନରେ ଏକ
Read More...

ଧାନ ଫସଲର ପ୍ରକୃତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା କୋହଲା ପାଗର ଦାଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ପି.ଆର୍. ମେମ୍ବରମାନେ ମତପ୍ରକାଶ କରିଛନ୍ତି । ଧାନ ଫସଲର ପ୍ରକୃତ କ୍ଷୟକ୍ଷତିର ଆକଳନ କରିବାକୁ ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ
Read More...

ରାଜେନ୍ଦ୍ର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

କବିଚନ୍ଦ୍ରପୁର ଦଳ ସେମି ଫାଇନାଲ୍‌କୁ ପ୍ରବେଶ ମ. ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ, ମଦନପୁର ଗ୍ରାମ ପଞ୍ଚାୟତ ବଡ଼ ପିଟାମାଲ ଠାରେ ରାଜେନ୍ଦ୍ର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପତ୍ନୀ ସାରଳା ମାଝୀଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଯାଇଛି ।
Read More...

ରାଧାଶ୍ୟାମ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଲେଇସର୍ଡା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ୩୬ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ତା.୨୩.୧୨.୨୦୨୪ ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ସୋନପୁର ଦଳ ବିଲେଇସର୍ଡା ବିପକ୍ଷରେ ୨-୧ରେ ବିଜୟୀ ହୋଇ ସେମିଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଛି
Read More...

ସପ୍ତମ ଗୋବର୍ଦ୍ଧନ ଓ ମଗସିର୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କୁର୍ରିଚୁଆଁ କ୍ରିକେଟ କ୍ଲବ ଚମ୍ପିଆନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ବିସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସପ୍ତମ ଗୋବର୍ଦ୍ଧନ ଓ ମଗସିର୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ
Read More...

ରେଳ ଧାରଣରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ମୟୂରଭଞ୍ଜ : ବାଙ୍ଗିରିପୋଷି ଜ୍ୟୋତି ଆଇଟିଆଇ ଅନତି ଦୂର ରେଳ ଧାରଣରେ ପଡିଛି ମୃତଦେହ । ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆର୍‌ପିଏଫ୍‌ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ, ଜ୍ୟୋତି
Read More...

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଡିସେମ୍ବର ୨୫, ୨୦୨୪, ବୁଧବାର ଦିନ ନୂଆଦିଲ୍ଲୀରେ ଏକ ଜାତୀୟ ସମ୍ମିଳନୀରେ…

ଅମିତ ଶାହା ନବଗଠିତ ସମବାୟ ସମିତିଗୁଡ଼ିକୁ ପଞ୍ଜୀକରଣ ପ୍ରମାଣପତ୍ର, ରୂପେ କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ମାଇକ୍ରୋ ଏଟିଏମ୍ ବଣ୍ଟନ କରିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ପଞ୍ଚାୟତରେ ସମବାୟ ପ୍ରତିଷ୍ଠା ସୁନିଶ୍ଚିତ କରିବାକୁ
Read More...