Daily Archives

ଜ୍ଞାନ ପ୍ରକାଶ ବଲାଙ୍ଗିର ଜିଲ୍ଲା ଶାଖାର କବିତା ପାଠୋତ୍ସବ ଓ ବନ୍ଧୁ ମିଳନ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଏକ ଜାତୀୟ ସ୍ତରର ପଞ୍ଜିକୃତ ସଂସ୍ଥା ଜ୍ଞାନ ପ୍ରକାଶ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ଶାଖାର କବିତା ପାଠୋତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତୁଷୁରା ସହର ସ୍ଥିତ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ଜ୍ଞାନଚାନ୍ଦ
Read More...

ଶିକ୍ଷା ସହିତ ପର୍ଯ୍ୟଟନ ନିତାନ୍ତ ଜରୁରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ମଣ୍ଟେସୋରୀ ସେକେଣ୍ଡେରୀ କଲେଜର ଛାତ୍ରଛାତ୍ରୀମାନେ ଶିକ୍ଷା କୌଶଳକୁ ଆହୁରି ଦୃଢ କରିବା ପାଇଁ ଚିପିଲିମାର ପାୱାରଗ୍ରୀଡ ଓ ହିରାକୁଦ ଜଳଭଣ୍ଡାର ପାୱାର କେନାଲକୁ ଭ୍ରମଣରେ ଯାଇଥିଲେ । ଅଧ୍ୟକ୍ଷା ହିମାନୀ ତ୍ରିପାଠୀ ପିଲାଙ୍କୁ ଜଳପ୍ରପାତରୁ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ ରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ହରିଶଙ୍କର ପରିଦର୍ଶନ କରିଥିଲେ । ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆୟୋଜନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ଧାନକିଣା ଅବ୍ୟବସ୍ଥା ତୁରନ୍ତ ସମାଧାନ କରନ୍ତୁ ସରକାର - ନରସିଂହଚାଷୀଙ୍କ ସମ୍ପୁର୍ଣ୍ଣ ଅମଳ ଧାନ ୩୧୦୦ ଟଙ୍କାରେ କିଣୁ ସରକାର- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୦ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଷ୍ଟେଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ବିଶେଷ କରି
Read More...

ନେହେରୁ ଯୁବା କେନ୍ଦ୍ର ତରଫରୁ ସୁଶାସନ ଦିବସ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଇଁଳାସାରୀ ଠାରେ ନେହେରୁ ଯୁବା କେନ୍ଦ୍ର ସୁବର୍ଣ୍ଣପୁର ଓ ଗଙ୍ଗାଧର ମେହେର ପାଠାଗାରର ମିଳିତ ଆନୁକୂଲ୍ୟରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ୧୦୦ତମ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶାର ସମସ୍ତ ପୌରାଞ୍ଚଳକୁ…

ଭୁବନେଶ୍ୱର : ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ସହରୀ ଗୃହ ନିର୍ମାଣ ମିଶନ (OUHM) ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା (ସହରୀ) ୨.୦ ଅଧୀନରେ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟର ସମସ୍ତ ୟୁଏଲ୍‌ବି (ULB)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆୱାସର
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ ଓ ସୁଶାସନ ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ନଗର ବିଜେପି ପକ୍ଷରୁ ଗାୟତ୍ରୀ ମନ୍ଦିର ସଭାଗୃହ ଠାରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ
Read More...

ଝିପିଝିପି ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ

ମୁନିଗୁଡ଼ା, (ରମାକାନ୍ତ ପୋଡାଲ) : ଦୁଇ ଦିନ ଧରି ଝିପିଝିପି ବର୍ଷାରେ ଜମିର ଧାନ, ବିରି, କୋଳଥ, ମାଣ୍ଡିଆ, କପା ସବୁ ଗଜା ହୋଇଗଲାଣି । ଯାହାଫଳରେ ଚାଷୀମାନଙ୍କ ଜୀବନ ମାଟିରେ ପରିଣତ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ କୋହଳା ପାଗ ସହିତ ଝିପିଝିପି
Read More...

ସାନ ମହାରାଜ ନନ୍ଦଲାଲ ତ୍ରିବେଦୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ନନ୍ଦଲାଲ ତ୍ରିବେଦୀ (୯୫)ଙ୍କ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ବରଗଡ଼ ସ୍ଥିତ ଘରୋଇ ହସ୍ପିଟାଲ ବିକାଶରେ ଚିକିତ୍ସିତ ହେଉଥିଲେ । ଆଜି ବରଗଡରୁ
Read More...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଗାଈସିଲେଟ ଥାନା ଅନ୍ତର୍ଗତ ବଡ଼ସାହାଜବାହାଲ ଗ୍ରାମର ଜଣେ ମହିଳା ଅନୁ ସାହୁ (୨୫)ଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିବା ବେଳେ ଅନୁଙ୍କ ବାପଘର ଲୋକେ ଝିଅକୁ ବିବାହ ପରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିବା ସହ ଏହା ଏକ ହତ୍ୟା ଘଟଣା ବୋଲି
Read More...