Daily Archives

ଅଜଣା ବୋଲେରୋ ଧକ୍କାରେ ଜଣେ ଗୁରୁତର

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଯିବା ରାସ୍ତା ବନମାଳୀ ପେଲେସ ପାଖରେ ଥିବା ଟର୍ଣ୍ଣିଙ୍ଗରେ ଏକ ଅଜଣା ବୋଲେରୋ ଧକ୍କାରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ସମାଜସେବୀ ଯୋଗେଶ ପନିକା ଗୁରୁତର ଜଣଙ୍କୁ ଉଦ୍ଧାର କରି ପୋଲିସକୁ ଜଣାଇ ଥିଲେ । ପରେ କଣ୍ଟାବାଞ୍ଜି
Read More...

ମାଣିକଚଉଁରାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମାଣିକଚଉଁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସି.ଆର୍‌.ସି.ସି ରାଜେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ କ୍ଷେତରପଡା ପ୍ରାଥମିକ
Read More...

ପିପି ଏକାଡ଼େମୀର ହୀରକ ଜୟନ୍ତୀ : ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିପି ଏକାଡ଼େମୀର ହୀରକ ଜୟନ୍ତୀ ଆଜି ଠାରୁ ଆରମ୍ଭ ହୋଇଯାଇଛି । ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ
Read More...

ବିଷମକଟକ ବ୍ଲକରେ ବ୍ଲକସ୍ତରୀୟ ଚଇତି ଲୋକ ମହୋତ୍ସବ ୨୦୨୪ ଧୁମ୍‌ଧାମ୍‌ରେ ପାଳିତ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ଇଣ୍ଡିଆ ଓଭରସିଜ୍ ବ୍ୟାଙ୍କ ପଛ ପଟେ ଥିବା ପଡିଆ ଠାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଚଇତି - ୨୦୨୪ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବିଷମକଟକ ବ୍ଲକ ଅନ୍ତର୍ଗତ ଶକ୍ତିପୀଠ
Read More...

ବଲାଙ୍ଗିର ‘ସମାଜ’ ସଂସ୍କରଣ ଦ୍ୱିତୀୟ ସ୍ୱନକ୍ଷତ୍ର

ଜନଗଣଙ୍କ ସ୍ୱର ହୋଇଛି ‘ସମାଜ’ ବଲାଙ୍ଗିର, (କେପିଏନ୍‌ଏସ୍‌) : କେବିକେ ଅଞ୍ଚଳ ପାଇଁ ‘ସମାଜ’ର ଏକ ସ୍ୱତନ୍ତ୍ର ଦରଦ ରହିଛି । ଜନଗଣଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ବଲାଙ୍ଗିର ‘ସମାଜ’ ସଂସ୍କରଣର ପରିକଳ୍ପନା । ବଲାଙ୍ଗିର ଜିଲା ସାମ୍ବାଦିକ ଭବନରେ ଆୟୋଜିତ ସଂସ୍କରଣର
Read More...

ମନ୍‌ କେ ପର୍‌ଛା କରି ଦେଉଛେ ଶିବତଲାର ହରଗୌରୀ ମନ୍ଦିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଠାନୁ ମାତ୍ର ୨୭ କିଲୋମିଟର ଦୂର୍‌ ହେବା ଶିବତଲାର ହରଗୌରୀ ମନ୍ଦିର । ଇ ମନ୍ଦିର ନେ ଅର୍ଦ୍ଧନାରୀଶ୍ୱର କେ ପୂଜା କରାଯାଏସି । ଅର୍ଦ୍ଧନାରୀଶ୍ୱର ହେଉଛନ୍‌ ଭଗବାନ ଶିବ ଆର୍‌ ମାତା ପାର୍ବତୀଙ୍କର୍‌ ଗୁଟେ ରୂପ । ଭକ୍ତ ମାନଙ୍କର୍‌ ବିଶ୍ୱାସ
Read More...

ଆଦର୍ଶ ଗ୍ରାମରେ ମହିମା କ୍ରିକେଟ ଟୁନାମେଣ୍ଟ ଉଦ୍‌ଯାପିତ : ଯୋଗ ଦେଲେ ପାଟଣା ବିଧାୟକ

ପାଟଣା, (କେପିଏନ୍‌ଏସ୍‌) : ପାଟଣା ବ୍ଳକ୍ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ସିଲିଦା ଆଦର୍ଶ ଗ୍ରାମରେ ସ୍ଥାନୀୟ ଖେଳ ପଡ଼ିଆରେ ମହିମା ୟୁଥ କ୍ଲବ ଆନୁକୂଲ୍ୟରେ ୪ ଦିନ ଧରି ଚାଲିଥିବା ପଞ୍ଚମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଟ୍‌ର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଭାଗ ନେଇଥିଲେ ।
Read More...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ ତୃତୀୟ ସନ୍ଧ୍ୟାରେ ମନମୋହୁଛନ୍ତି କଳାକାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବରେ ଯୋଗଦେଇ ବିଧି ବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବରେ ତୃତୀୟ
Read More...

୫୧ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଯାପିତ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମମାଟି ବରପାଲି ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଖେଳପଡିଆ ଠାରେ ୫୧ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ୱରେ
Read More...

ପିଡିଡିଆର୍‌ଡିଏଙ୍କ କୁଟୁମଡୋଲା ଏବଂ ମାଗୁରବେଡା ପଂଚାୟତ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଡିଡିଆର୍‌ଡିଏଙ୍କ କୁଟୁମଡୋଲା ଏବଂ ମାଗୁରବେଡା ପଂଚାୟତ ପରିଦର୍ଶନ । ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଲା ପଂଚାୟତର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିବା ସହିତ ମାଗୁରବେଡା ପଂଚାୟତ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ ।
Read More...