ଚିକିତ୍ସା ଅଭାବରେ କୁନି ଛାତ୍ର ରିତେଶ ସହାୟତା ଅପେକ୍ଷାରେ
କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତର ଏକ କୁନି ଛାତ୍ରର ଦାରୁଣ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଗୋରଖପୁର ଗ୍ରାମର ପଢ ଗଉଡ଼ଙ୍କ ପୁଅ ରିତେଶ ଗଉଡ଼ (୯) ଗୋରଖପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ!-->…
Read More...
Read More...