Daily Archives

ଟିଟିଲାଗଡ଼ କଂଗ୍ରେସ ତରଫରୁ ଆଇଜିଙ୍କ ନିକଟକୁ ଦାବିପତ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ଼ ସହର ବଢିବାକୁ ଲାଗିଛି । ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ ଓ ଅସୁବିଧା ସମୟରେ ଅତି ଶୀଘ୍ର ଉପସ୍ଥିତ ରହିବା ପୋଲିସ ପ୍ରଶାସନ ପାଇଁ ନିତ୍ୟାନ୍ତ ଆବଶ୍ୟକ । ସହରର ଜନସଂଖ୍ୟା ୬୦ ହଜାରରୁ ଅଧିକ ହୋଇସାରିଛି । ଅପର ପକ୍ଷରେ ବିଭିନ୍ନ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଅସହାୟଙ୍କୁ କମ୍ବଳ ବଣ୍ଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ସଦାବେଳେ ବିଭିନ୍ନ ସେବାକାର୍ଯ୍ୟ ହାତକୁ ନେଇଥାଏ । ଚଳିତ ବର୍ଷ ଶୀତର ପ୍ରକୋପ କିଛି ଦିନ ହେଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଟିଟିଲାଗଡ଼ ଲାୟନ୍ସ କ୍ଲବ ସଭାପତି ଗଙ୍ଗାଧର ଶର୍ମାଙ୍କ ନେତୃତ୍ୱରେ ଏବଂ ଆବାସ ଖାଁଙ୍କ
Read More...

ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋାଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଥିବା ସଭାରେ ମୁଖ୍ୟଅତିଥି ଭାବରେ ମୁର୍ଷୁଣ୍ଡ ସରପଂଚ ରଥି ସାହୁ, ସାଲେଭଟା
Read More...

‘ଫିଟ୍ ଇଣ୍ଡିଆ ସାଇକ୍ଲିଂ ଡ୍ରାଇଭ୍’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭିୟ; ଭାରତର ୧୦୦୦…

ନୂଆଦିଲ୍ଲୀ, (ପିଆଇବି) : ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ 'ଫିଟ୍ ଇଣ୍ଡିଆ ସାଇକ୍ଲିଂ ଡ୍ରାଇଭ୍'ର ଶୁଭାରମ୍ଭ ସହ ଫିଟ୍ ଇଣ୍ଡିଆ ଅଭିଯାନ ଏକ ସୁସ୍ଥ ଓ ସବୁଜ ଭାରତ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା
Read More...

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟ ଯୁବ ମହୋତ୍ସବ ୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ସୋନପୁର ଡ଼. ସୌମ୍ୟା ରୁପା ରଥ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ଶୁଲିଆ ମହୋତ୍ସବ ପାଳନ ପାଇଁ ନୂତନ କମିଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଖଇରଗୁରା ଶୁଲିଆ ମହୋତ୍ସବ ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶୁଲିଆ ମହୋତ୍ସବର ପୁରାତନ କମିଟିକୁ ଭାଙ୍ଗି ୨୧ ଜଣିଆ ନୂତନ କମିଟି ଗଠନ କରାଯାଇଛି । ଆସନ୍ତା ଜାନୁଆରୀ ମାସ ୫, ୬ ଏବଂ ୭ ତାରିଖ
Read More...

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ : ଯୋଗଦେଲେ ଆଇଜି ହିମାଂଶୁ ଲାଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ସ୍ଥାନୀୟ ପିପଲପଦର ଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୋଲିସ ଆଇଜି ହିମାଂଶୁ ଲାଲ, ସମ୍ମାନିତ ଅତିଥି
Read More...

ରାଜଯକ୍ଷ୍ମା ଅର୍ଥାତ୍ ଟି.ବି. ରୋଗର ନିରାକରଣ ପାଇଁ ୧୦୦ ଦିନର ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜଯକ୍ଷ୍ମା ଅବା ଟି.ବି.ରୋଗର ନିରାକରଣ ପାଇଁ ତଥା ଏହାକୁ ସାରା ଭାରତରୁ ମୂଳ-ଉତ୍ପାଟନ କରିବା ନିମନ୍ତେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ୧୦୦ ଦିନର ପଦକ୍ଷେପ ଗ୍ରହଣ କରାଯାଇଛି । ସର୍ବୋପରି ଡିସେମ୍ବର ୭ ତାରିଖରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ପ୍ରତିଟି
Read More...